ବିଗ ବସ୍‌ର ୧୬ତମ ସିଜିନରେ ନଜର ଆସିବେ ନୁସରତ?

ମୁମ୍ବାଇ: ଟେଲିଭିଜନର ସବୁଠାରୁ ବଡ ବିବାଦୀୟ ରିୟଲିଟି ଶୋ’ ବିଗ ବସର ୧୬ ତମ ସିଜିନ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏବେ ଶୋ’ର ଜଣକ ପରେ ଜଣେ କଣ୍ଟେଷ୍ଟାଣ୍ଡଙ୍କ ନାମ ସାମ୍ନାକୁ ଆସୁଛି । ଏହାରି ଭିତରେ ଶୁଣିବାକୁ ମିଳିଛି କି ବଙ୍ଗାଳି ଅଭିନେତ୍ରୀ ତଥା ତ୍ରୁଣମୂଳ କଂଗ୍ରେସ ଏମପି ନୁସରତ ଜହାଁ ବି ବିଗ ବସ ସିଜନ ୧୬ରେ ନଜର ଆସିପାରନ୍ତି ।
ସଲମାନ ଖାଁଙ୍କ ଶୋ’ ବିଗ ବସ ସିଜନ ୧୬ର ଚର୍ଚ୍ଚା ବେଶ କିଛିଦିନ ହେବ ହେଉଛି । ଏହି ଶୋ’ର ଝଲକ ବି ଇଣ୍ଟରନେଟରେ ଦେଖିବାକୁ ମିଳୁଛି । କିଛିଦିନ ହେବ ଅଲଗା ଅଲଗା ସେଲିବ୍ରିଟିଙ୍କ ନାମ ବିଗ ବସ ୧୬ସିଜନର କଣ୍ଟେଷ୍ଟାଣ୍ଟ ଭାବେ ସାମ୍ନାକୁ ଆସିଲାଣି ।
ସଦ୍ୟତମ ରିପୋର୍ଟ ଅନୁଯାୟୀ, ନୁସରତ ବିଗ ବସ ସିଜନ ୧୬ରେ ଏଣ୍ଟ୍ରି କରିବାର ଚାନ୍ସ ରହିଛି । କୁହାଯାଉଛି କି ନୁସରତଙ୍କୁ ବିଗ ବସର ମେକର୍ସ ଆପ୍ରୋଚ କରିଛନ୍ତି । ଏହି ହାଇ ଭୋଲଟେଜ ଡ୍ରାମ ଶୋ’ରେ ନୁସରତ ଗ୍ଲାମର ଓ ଏଣ୍ଟରଟେନମେଣ୍ଟର ତଡକା ଦେବାକୁ ଆସିପାରନ୍ତି । ଏହାସହ ତାଙ୍କ ଜୀବନୀ ସମ୍ପର୍କରେ ଜାଣିବାକୁ ପ୍ରଶଂସକଙ୍କୁ ମୌକା ବି ମିଳିବ । ହେଲେ ଏହାକୁ ନେଇ ମେକର୍ସ କି ନୁସରତ ଏପର୍ଯ୍ୟନ୍ତ ଚୁପ ରହିଛନ୍ତି ।
ନୁସରତ ଜାହାଁ ଇଣ୍ଡଷ୍ଟ୍ରିର ସବୁଠାରୁ ବିଜି ଆକ୍ଟ୍ରେସଙ୍କ ମଧ୍ୟରୁ ଜଣେ । ଏବେ ତାଙ୍କର କିଛି ମାସର ସିଡ୍ୟୁଲ ଏକଦମ ବିଜି ରହିଛି । ତାଙ୍କ ନିକଟରେ ଫିଲ୍ମର ଅଫର, ବିଜ୍ଞାପନ, ରାଜନୀତି ସହ ଜଡିତ କମିଟମେଣ୍ଟସ୍ ଓ ଅନ୍ୟ ପ୍ରୋଜେକ୍ଟସ ବି ରହିଛି । କୁହାଯାଉଛି କି ଏବେ ନୁସରତ ନିଜର କାମ ସହ ପର୍ସନାଲ ଲାଇଫକୁ ଭଲ ଭାବେ ବାଲାନ୍ସ କରିବା ଉପରେ ଧ୍ୟାନ ଦେଉଛନ୍ତି । ଏହାସହ ସୋସିଆଲ ମିଡିଆରେ ବି ଖୁବ୍ ଆକ୍ଟିଭ ରହୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଦିଗପହଣ୍ଡିରେ ଚାଞ୍ଚଲ୍ୟ: ପୋଖରୀରେ ମାଛଧରୁଥିବା ବେଳେ ଜାଲରେ କୁମ୍ଭୀର…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ୍ୟାମ ରାସ୍ତାର ସନ୍ଥ ଅରକ୍ଷିତ ଛକରେ ଥିବା ପୋଖରୀରୁ କୈବର୍ତ୍ତମାନେ ଶୁକ୍ରବାର ସକାଳେ ମାଛ ଧରୁଥିବା ବେଳେ ଜାଲରେ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

କାଳବୈଶାଖୀ ତାଣ୍ଡବ: ଟଳିପଡ଼ିଲେ ଗୋଟିଏ ପରେ ଗୋଟିଏ ଗୋରୁ…

ମୋହନା,୪।୩(ମନ୍ମଥ ମିଶ୍ର): କାଳବୈଶାଖୀରେ ଆଖି ବୁଜିଲେ ୪ ଗୋରୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ମେରାପଲ୍ଲୀ ପଞ୍ଚାୟତ ବନ୍ଧାଗୁଡା ଗାଁରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri