୧୫ ବର୍ଷ ପୂର୍ବେ କାହାକୁ ମୋ’ ପ୍ରତିଭା ଉପରେ ବିଶ୍ୱାସ ନ ଥିଲା: ଦୀପିକା

ମୁମ୍ବାଇ: ‘କାନ୍ସ’ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେବା ଲାଗି ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ ଫ୍ରାନ୍ସରେ ପହଞ୍ଚିଛନ୍ତି। ସେ ଚଳିତ ବର୍ଷ ଏଥିରେ ଜୁରି ମଧ୍ୟ ଅଛନ୍ତି। ଏହି ଅବସରରେ ଅଭିନେତ୍ରୀଭାବେ ନିଜର ଯାତ୍ରାକୁ ସେ ମନେ ପକାଇଛନ୍ତି।

ଇଣ୍ଡିଆନ ପାଭିଲିଅନର ଉଦ୍‌ଘାଟନ ସମୟରେ ଦୀପିକା କହିଛନ୍ତି, କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଭାରତର ପ୍ରତିନିଧିତ୍ୱ କରିବି ବୋଲି କେବେ ଭାବି ନ ଥିଲି କିମ୍ବା ଆଶା କରି ନ ଥିଲି। ୧୫ ବର୍ଷ ପୂର୍ବେ ଯେବେ ଡେବ୍ୟୁ କରିଥିଲି ସେତେବେଳେ କେହି ମୋ ଉପରେ ଅଥବା ମୋର ପ୍ରତିଭା ଉପରେ ବିଶ୍ୱାସ କରି ନ ଥିଲେ। ହେଲେ ଏବେ ଜୁରି ଭାବେ ବିଶ୍ୱର ସବୁଠାରୁ ଭଲ ସିନେମାକୁ ଦେଖିବା ଏକ ସୁନ୍ଦର ଯାତ୍ରା। ଏଥିପାଇଁ ଭଗବାନଙ୍କୁ ଧନ୍ୟବାଦ ଦେବି।

ଏହାଛଡ଼ା ଦିନେ ଭାରତ କାନ୍ସରେ ନୁହେଁ ବରଂ ଭାରତରେ କାନ୍ସ ହେବ। କାରଣ ଦେଶ ହିସାବରେ ଆମେ ବହୁତ ଆଗକୁ ଆସିଛୁ। ଜଣେ ଭାରତୀୟ ଭାବେ ଦେଶର ପ୍ରତିନିଧିତ୍ୱ କରିବା ଗର୍ବର କଥା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିନେତ୍ରୀ ମଲାଇକା ଆରୋରା କରୋନା ଆକ୍ରାନ୍ତ

ମୁମ୍ବାଇ, ୬।୯: ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ ପରେ ରବିବାର ହିଁ ଅଭିନେତ୍ରୀ ମଲାଇକା ଆରୋରାଙ୍କର ମଧ୍ୟ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ମଲାଇକା...

ରିଲ୍‌ ଲାଇଫ୍‌ରେ ସଫଳ ରିୟଲ ଲାଇଫ୍‌ରେ ବିଫଳ ଭାନୁପ୍ରିୟା…

ମୁମ୍ବାଇ,୧୫।୧: ସାଉଥ୍‌ର ସୁନ୍ଦରୀ ଫିଲ୍ମ ଅଭିନେତ୍ରୀ ଭାନୁପ୍ରିୟାଙ୍କୁ ଶୁକ୍ରବାର ୫୪ ବର୍ଷ ପୂରଣ ହୋଇଛି। ସେ ୫୫ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୬୭ ଜାନୁୟାରୀ...

ପିଲାଦିନେ ୫ ଥର ବଳାତ୍କାରର ଶିକାର ହୋଇଥିଲେ ଏହି ଅଭିନେତ୍ରୀ…

ମୁମ୍ବାଇ,୧୩।୩: ଥରେ ନୁହେଁ ପିଲାଦିନେ ତାଙ୍କୁ ପାଞ୍ଚ ପାଞ୍ଚ ଥର ବଳାତ୍କାର କରାଯାଇଥିଲା। ଏଭଳି  ଚାଞ୍ଚଲ୍ୟକର ଅକୁହା କଥା ପାକିସ୍ତାନୀ ଅଭିନେତ୍ରୀ ତଥା ସଲମାନ ଖାଁଙ୍କର...

ବିଲରେ ହଳ କରୁଥିବା ସଲମନଙ୍କୁ ଏମିତି କହିଲେ କଂଗ୍ରେସ ନେତା

କରୋନା ପାଇଁ ଫିଲ୍ମ ଶୁଟିଂ ବନ୍ଦ ରହିଥିବା ବେଳେ ବଲିଉଡ ଅଭିନେତା ସଲମାନ ଖାନ ତାଙ୍କ ପାନଭେଲ ଫାର୍ମ ହାଉସରେ ସମୟ ଅତିବାହିତ କରିଆସୁଛନ୍ତି। ଏହି...

ନିଜକୁ ଘରେ ବନ୍ଦକରି ଫଟୋ ଶେୟାର କଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ କରୋନା ଭାଇରସକୁ ନେଇ ବେଶ୍‌ ସଚେତନ ଥିବା ଦେଖାଯାଇଛି। ନିକଟରେ ସେ ସୋସିଆଲ ମିଡିଆରେ ଏକ...

୨୦ ଜୁନରୁ ‘କସୌଟି ଜିନ୍ଦେଗୀ କେ-୨’ର ଶୁଟିଂ ହେବ ଆରମ୍ଭ

ମୁମ୍ବାଇ, ୧୬।୬: ଟିଭି ଧାରବାହିକ ‘କସୌଟି ଜିନ୍ଦେଗୀ କେ-୨’ର ଶୁଟିଂ ୨୦ ଜୁନରୁ ଆରମ୍ଭ ହେବ। ଏନେଇ ଏକତା କପୁର ନିର୍ଦ୍ଦେଶ ଦେଇଥିବା ଟିମ୍‌ ପକ୍ଷରୁ...

ଆସିଲା ଅକ୍ଷୟଙ୍କ ପ୍ରଥମ ମ୍ୟୁଜିକ୍‌ ଭିଡିଓ ‘ଫିଲ୍‌ହାଲ୍‌’ର ଝଲକ

ଖିଲାଡି ହିରୋ ଅକ୍ଷୟ କୁମାର ତାଙ୍କ ପ୍ରଥମ ମ୍ୟୁଜିକ୍‌ ଭିଡିଓ ‘ଫିଲ୍‌ହାଲ୍‌’ର ଟିଜର ଶେୟାର କରିଛନ୍ତି। ଏଥିରେ ତାଙ୍କୁ କ୍ରିତି ସେନନ୍‌ଙ୍କ ଭଉଣୀ ନୂପୁରଙ୍କ ସହ...

ବାହାଘର ପାଇଁ ଆସିଥିଲା ୩୦ ହଜାର ପ୍ରସ୍ତାବ !

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ହ୍ରିତିକ ରୋଶନ ନିଜର ବଳିଷ୍ଠ ଚେହେରା ପାଇଁ କେବଳ ଭାରତ ନୁହେଁ ବରଂ ସାରା ବିଶ୍ୱରେ ସୁନ୍ଦର ପୁରୁଷଙ୍କ ତାଲିକାରେ ଆସିଥାଆନ୍ତି।...

Advertisement
Archives

Model This Week