‘ଏକାସାଙ୍ଗରେ କେହି କିଛି କରିପାରିବେ ନାହିଁ’

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ସାଢ଼େ ତିନି ବର୍ଷ ହେବ ଫିଲ୍ମଠାରୁ ଦୂରରେ ଅଛନ୍ତି। କିନ୍ତୁ ଏହା ତାଙ୍କ ଷ୍ଟାର୍‌ଡମ୍‌ ଉପରେ ପ୍ରଭାବ ପକାଇ ନାହିଁ। ସେ ‘ଚକ୍‌ଡ଼ା ଏକ୍ସପ୍ରେସ’ ଜରିଆରେ ପ୍ରତ୍ୟାବର୍ତ୍ତନ କରିବେ। ତାଙ୍କ ଝିଅ ଭାମିକାଙ୍କ ଜନ୍ମ ପରେ ଏହା ତାଙ୍କର ପ୍ରଥମ ଫିଲ୍ମ ହେବ। ବର୍ତ୍ତମାନ ସେ ତାଙ୍କ ମାତୃତ୍ୱ ଅଭିଜ୍ଞତା ଏବଂ କାର୍ଯ୍ୟକୁ ଫେରିବା ବିଷୟରେ ଖୋଲାଖୋଲି ଭାବରେ କହିଛନ୍ତି। କ୍ୟାରିୟର ଏବଂ ତାଙ୍କ ଜୀବନର ବ୍ୟକ୍ତିଗତ ଦିଗ ବିଷୟରେ ସେ ଅଧିକ ସଶକ୍ତ ଅନୁଭବ କରନ୍ତି ବୋଲି କହିଛନ୍ତି।

ଅନୁଷ୍କା ‘ଚକ୍‌ଡ଼ା ଏକ୍ସପ୍ରେସ’ରେ ଭାରତୀୟ କ୍ରିକେଟର ଝୁଲନ ଗୋସ୍ବାମୀଙ୍କ ଭୂମିକାରେ ନଜର ଆସିବେ। ଏହି ଫିଲ୍ମଟି ପ୍ରୋସିତ ରାୟଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଉଛି। ଏହି ଫିଲ୍ମର କାହାଣୀ ଝୁଲନ ଗୋସ୍ବାମୀଙ୍କ ଜୀବନୀ ଉପରେ ଆଧାରିତ, କ୍ରିକେଟର ହେବାର ସ୍ବପ୍ନ। ଏହାପୂର୍ବରୁ ଅନୁଷ୍କା ଫିଲ୍ମ ‘ଜିରୋ’ରେ ଶାହାରୁଖ ଖାନ୍‌ଙ୍କ ସହ ନଜର ଆସିଥିଲେ। ନିକଟରେ ଅନୁଷ୍କା ‘ହାରପର୍‌ ବଜାର ଇଣ୍ଡିଆ’ର କଭରରେ ନଜର ଆସିଛନ୍ତି। ଅନୁଷ୍କା ତାଙ୍କ କ୍ୟାରିୟର ଏବଂ ବ୍ୟକ୍ତିଗତ ପସନ୍ଦ ବିଷୟରେ ଖୋଲାଖୋଲି ଭାବରେ କହିଛନ୍ତି। ସେ କହିଛନ୍ତି , ସମସ୍ତେ ଏକାସାଙ୍ଗରେ ସବୁକିଛି କରିପାରିବେ ନାହିଁ।

ସେ କହିଛନ୍ତି, ‘ମୁଁ କରିଥିବା ପସନ୍ଦ ବିଷୟରେ ଅଧିକ ଶକ୍ତିଶାଳୀ ଅନୁଭବ କରୁଛି। ମୁଁ ସବୁବେଳେ ଏହା ଅନୁଭବ କରିବାକୁ ଚାହେଁ। କେହି ମୋତେ କିଛି କରିବାକୁ କୁହନ୍ତି ନାହିଁ, ଏହା ମୋର ପସନ୍ଦ ଯେ, ମୁଁ ନିଜ ଅନୁଯାୟୀ କାର୍ଯ୍ୟ କରିବାକୁ ଚାହୁଁଛି। ମୁଁ ଭାବୁନାହିଁ, ଜଣେ ଏକାଥରକେ ବହୁତ ଜିନିଷ କରିପାରିବ। କିନ୍ତୁ ଅନେକ ମହିଳା ଅଛନ୍ତି, ଯେଉଁମାନେ ଏହା କରନ୍ତି ଏବଂ ମୁଁ ସେମାନଙ୍କୁ ନମସ୍କାର ଜଣାଉଛି। କିନ୍ତୁ, ଏହାର ଅର୍ଥ ନୁହେଁ ଯେ, ମୁଁ ବି କମ୍‌ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ମିଳିଲାନି ବୈଭବ ସୂର୍ଯ୍ୟବଂଶୀଙ୍କୁ ଡେବ୍ୟୁର ସୁଯୋଗ? ନିରାଶ ହେଲେ ପ୍ରଶଂସକ

ନୂଆଦିଲ୍ଲୀ, ୨୬।୬: ଆୟରଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କୁ ସାମାନ୍ୟ ନିରାଶ ହେବାକୁ ପଡ଼ିଛି। ଦଳର ନୂଆ ଅଧିନାୟକ ଶ୍ରେୟସ ଆୟର ଟସ୍…

ବରଗଡ଼ରେ ଚାଞ୍ଚଲ୍ୟ: ଏ-କ୍ଲାସ୍ କଣ୍ଟ୍ରାକ୍ଟରଙ୍କୁ ବନ୍ଧୁକ ମୁନରେ ଧମକ, ଥାନାରେ ଏତଲା ପରେ…

ବରଗଡ଼, ୨୬।୬ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଏକ ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି। ଜଣେ ଜଣାଶୁଣା ଏ-କ୍ଲାସ କଣ୍ଟ୍ରାକ୍ଟର ସୁଜୟ ଶ୍ରୀମନ୍ତ ବିଶିଙ୍କୁ ବନ୍ଧୁକ ମୁନରେ…

ବାଣପୁରରେ ଦୁର୍ଘଟଣା: ଭାରସାମ୍ୟ ହରାଇ ବିଲ ମଝିକୁ ଓଲଟିଲା ଦ୍ରୁତଗାମୀ କାର୍, ୫ ମଦ୍ୟପ ଯୁବକ…

ବାଣପୁର, ୨୬।୬ (ଦିଲ୍ଲୀପ କୁମାର ସ୍ୱାଇଁ): ନାଚୁଣୀ ଥାନା ଅଧୀନ ଦେଓଗାଁ ଆଗୁଳଛକ ନିକଟ ବ୍ରିଜ୍‌ ପାଖରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏକ…

ଦୁବାଇରେ ହଠାତ ବାଜିଲା ସାଇରନ୍‌! ମିସାଇଲ୍‌ ଆକ୍ରମଣର ଚେତାବନୀ, ଖେଳିଗଲା ଆତଙ୍କ

ଦୁବାଇ,୨୬।୬: ସଂଯୁକ୍ତ ଆରବ ଏମିରେଟ୍ସ (UAE) କର୍ତ୍ତୃପକ୍ଷଙ୍କ ପକ୍ଷରୁ ଶୁକ୍ରବାର ଦିନ ଦୁବାଇ ପାଇଁ ଏକ ମିସାଇଲ ଆକ୍ରମଣର ସତର୍କ ସୂଚନା (Alert) ଜାରି କରାଯାଇଛି। ଏହାକୁ…

ଭାଜପାରେ ମିଶିଲେ ବିଜେଡି ନେତା କେଦାର ସ୍ୱାଇଁ

ଗଞ୍ଜାମ, ୨୬/୬ (ବିଦ୍ୟାଧର ସାହୁ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ତମ ଜନ୍ମଦିନ ଅବସରରେ ଛତ୍ରପୁରରେ ଆୟୋଜିତ ମେଗା ରକ୍ତଦାନ ଶିବିରରେ ବିଜେଡି ନେତା ତଥା ପୂର୍ବତନ ସରପଞ୍ଚ…

ଚାଇନାର ୧୦୯ ମହଲା ବିଶିଷ୍ଟ ଅଟ୍ଟାଳିକା ‘CITIC  ଟାଓ୍ବାର’ ସହ ପିଟିହେଲା ବିମାନ, ସାମ୍ନାକୁ ଆସିଲା ଭୟଙ୍କର VIDEO

ବେଜିଂ,୨୬।୬: ଚାଇନାର ରାଜଧାନୀ ବେଜିଂରେ ଶୁକ୍ରବାର ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ବେଜିଂର ସବୁଠାରୁ ଉଚ୍ଚ ସ୍କାଈସ୍କ୍ରେପର (ଗଗନଚୁମ୍ବୀ ଅଟ୍ଟାଳିକା) ଅଟ୍ଟାଳିକା…

ମା ‘ ରତ୍ନେଶ୍ୱରୀ ମନ୍ଦିର ପରିସରରୁ  ଶିଶୁପୁତ୍ର ଉଦ୍ଧାର

​ଦିଗପହଣ୍ଡି,୨୬|୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ଗ୍ରାମ ନିକଟରେ ଥିବା ମା’ ରତ୍ନେଶ୍ୱରୀ ମନ୍ଦିର ପରିସରର ପରିତ୍ୟକ୍ତ ଜମିରୁ  ଶୁକ୍ରବାର ସନ୍ଧ୍ୟାରେ ଏକ…

ଯୋଜନା ଅପହଞ୍ଚ, ସମସ୍ୟା ଘେରରେ ଟୁମୋନିଖୋଲ: ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ମୌଳିକ ସୁବିଧାରୁ ବଞ୍ଚିତ ଆଦିବାସୀ ଗାଁ

ଥୁଆମୂଳ ରାମପୁର,୨୬/୦୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ଆଦିବାସୀ ବହୁଳ ତୁମୋନିଖୋଲ ଗ୍ରାମରେ ସରକାରୀ ଯୋଜନା ସମ୍ପୂର୍ଣ୍ଣ ପ୍ରହସନ ପାଲଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri