ପୁରୁଣା ଶାଢ଼ିରେ ନୂଆ ଲୁକ୍‌

ଆପଣଙ୍କ ପାଖରେ ସିଫନ୍‌ର ଶାଢ଼ି ଅଛି ଏବଂ ଆପଣ ତାହା ବ୍ୟବହାର କରୁ ନାହାନ୍ତି ତେବେ ତାକୁ ଅନାରକଲୀ ଷ୍ଟାଇଲ୍‌ କିମ୍ବା ଅନ୍ୟ ଡିଜାଇନ୍‌ କୁର୍ତ୍ତା କରିପାରିବେ। ଏହା ଆପଣଙ୍କୁ ପରଫେକ୍ଟ ଲୁକ୍‌ ଦେବ। ଯଦି ଶାଢ଼ି ପ୍ଲେନ୍‌ ଅଛି ତେବେ କୁର୍ତ୍ତାରେ ଲେସ୍‌ ବାନ୍ଧି ପାରିବେ କିମ୍ବା ଲଟକନ୍‌ ବାନ୍ଧି ମନ ମୁତାବକ ଡିଜାଇନ୍‌ କରିପାରିବେ।
ଆପଣଙ୍କ ପାଖରେ ଚୁନ୍‌ରି ପ୍ରିଣ୍ଟ୍‌ର ଶାଢ଼ି ଅଛି ତେବେ ସେଥିରେ ଦୁପଟା ତିଆରି କରିପାରିବେ। ଏଥିରେ ରଙ୍ଗବେରଙ୍ଗର ଲଟକନ୍‌ ଝୁଲାଇବା ସହ ଷ୍ଟୋନ୍‌ କାମ, ଏମ୍ରୋଡରି ଏବଂ ବର୍ଡରରେ ମଧ୍ୟ କାମ କରିପାରିବେ। ସିମ୍ପଲ କୁର୍ତ୍ତାରେ ଏହା ଆପଣଙ୍କୁ ଷ୍ଟାଇଲିସ୍‌ ଲୁକ୍‌ ଦେବ।
ଆପଣଙ୍କ ପାଖରେ ମୋଟା ବର୍ଡର ପ୍ଲେନ୍‌ ଶାଢ଼ି ଅଛି କିମ୍ବା ବନାରସୀ ଶାଢୀ ଅଛି ତେବେ ସେଥିରେ ଷ୍ଟ୍ରେଟ୍‌ କୁର୍ତ୍ତା, ଫ୍ରଣ୍ଟ ସ୍ଲିଟ୍‌ କୁର୍ତ୍ତା କିମ୍ବା ଶାଢ଼ିର ଡିଜାଇନ୍‌ ମୁତାବକ କୁର୍ତ୍ତା ତିଆରି କରିପାରିବେ। ସିଫନ୍‌ ଓ ଜର୍ଜେଟ ଶାଢ଼ିରେ ଟପ୍‌ ବି କରିପାରିବେ। ଏହାସହ ଟ୍ୟାଙ୍କ ଟପ୍‌ ଓ କ୍ରପ୍‌ ମଧ୍ୟ ତିଆରି କରିପାରିବେ। ଫ୍ଲୋରାଲ୍‌ ପ୍ରିଣ୍ଟ ଶାଢ଼ିରେ ସର୍ଟ ଟପ୍‌ ଓ ଷ୍ଟାଇଲିସ୍‌ କୁର୍ତ୍ତା କିମ୍ବା ଡେଲି ୟୁଜ୍‌ ପାଇଁ ଶର୍ଟସ୍‌ ତିଆରି କରିପାରିବେ।
ଷ୍ଟାଇଲିସ୍‌ ପ୍ରିଣ୍ଟ ଥିଲେ ସେଥିରେ ଲେହେଙ୍ଗା ଓ ସ୍କର୍ଟ ମଧ୍ୟ କରିପାରିବେ। ଏଥିରେ କ୍ରପ ଟପ୍‌ ସହ ହେଭି ଡିଜାଇନ ଥିବା ବ୍ଲାଉଜ୍‌ ତିଆରି କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ହରମୁଜରେ ୫ ଯୁଦ୍ଧ ଜାହାଜ ଓହ୍ଲାଇଲା ଭାରତ, ଆଗକୁ କିଛି ବଡ଼…

ନୂଆଦିଲ୍ଲୀ,୨୬।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଜଡିତ ବିବାଦ ମଧ୍ୟରେ, ହରମୁଜ ପ୍ରଣାଳୀ ଆଲୋଚନାର ଏକ କେନ୍ଦ୍ରୀୟ ବିଷୟ ପାଲଟିଛି। ବିଶ୍ୱର ପ୍ରାୟ 20% ରୁ…

ମହାଗୌରୀ ବେଶରେ ମା’ ସମଲେଇ: ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୨୬।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି। ଅଷ୍ଟମ ଦିବସ ଗୁରୁବାର ଦେବୀ ମହାଗୌରୀ ବେଶରେ ଦର୍ଶନ ଦେଇଛନ୍ତି। ଦେବୀଙ୍କୁ…

ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟକ୍‌: ୧୦ ଯାତ୍ରୀ ଜୀବନ୍ତ ଦଗ୍ଧ

ହାଇଦ୍ରାବାଦ,୨୬।୩: ଆନ୍ଧ୍ରପ୍ରଦେଶର ମାର୍କାପୁରମ ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଦଶ ଜଣ ପ୍ରାଣ ହରାଇଛନ୍ତି। ରାୟାବରମ ନିକଟରେ କାଠ ଖଣି ନିକଟରେ ଏକ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏତିକି ଟଙ୍କାରେ ନିଲାମ ହେଲା ମରିଚି କୁଣ୍ଡ ପାଣି: ନିଃସନ୍ତାନ ମହିଳା ହେବେ ସନ୍ତାନ ପ୍ରାପ୍ତି

ଭୁବନେଶ୍ୱର,୨୬।୩: ରୁକୁଣା ରଥଯାତ୍ରା ପୂର୍ବରୁ ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ମରୀଚି କୁଣ୍ଡ ପାଣି ନିଲାମ ହୋଇଛି। ୭୦୦୧ ଟଙ୍କାରେ ନିଲାମ ହେଲା ମରିଚି କୁଣ୍ଡ ପାଣି।…

ହୋଟେଲ, ରେଷ୍ଟୁରାଣ୍ଟରେ ‘ଏଲ୍‌ପିଜି ଚାର୍ଜ’ ନେବା ବେଆଇନ

ଭୁବନେଶ୍ୱର,୨୬ା୩(ଅନୁରାଧା ମହାରଣା):କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ), ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡିକ ଦ୍ୱାରା ଗ୍ରାହକଙ୍କ ବିଲ୍‌ରେ ଏଲ୍‌ପିଜି ଚାର୍ଜ, ଗ୍ୟାସ୍‌ ସର୍‌ଚାର୍ଜ ଏବଂ ଇନ୍ଧନ ମୂଲ୍ୟ ଭରଣା…

ସରିଯିବ ଧାନକିଣା ଅବଧି, ସମସ୍ୟା ଅସମାହିତ

ବରଗଡ଼,୨୬ା୩(ପ୍ରେମାନନ୍ଦ ଖମାରୀ): ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିବାକୁ ଆଉ ମାତ୍ର ୬ ଦିନ ବାକି। ମାତ୍ର ବରଗଡ଼ ଜିଲାର ବିଭିନ୍ନ ବ୍ଲକର ଚାଷୀମାନେ ଧାନ ବିକ୍ରି…

ମୋଦି ବିଶ୍ୱର ସବୁଠୁ ଲୋକପ୍ରିୟ ନେତା

ନୂଆଦିଲ୍ଲୀ ,୨୬ା୩: ବିଶ୍ୱର ଲୋକପ୍ରିୟ ନେତା ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ବି ସବୁଠୁ ଆଗରେ ରହିଛନ୍ତି। ଗତ ବର୍ଷ ତୁଳନାରେ ତାଙ୍କର ଲୋକପ୍ରିୟତା ହ୍ରାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri