ପୁରୁଣା ଶାଢ଼ିରେ ନୂଆ ଲୁକ୍‌

ଆପଣଙ୍କ ପାଖରେ ସିଫନ୍‌ର ଶାଢ଼ି ଅଛି ଏବଂ ଆପଣ ତାହା ବ୍ୟବହାର କରୁ ନାହାନ୍ତି ତେବେ ତାକୁ ଅନାରକଲୀ ଷ୍ଟାଇଲ୍‌ କିମ୍ବା ଅନ୍ୟ ଡିଜାଇନ୍‌ କୁର୍ତ୍ତା କରିପାରିବେ। ଏହା ଆପଣଙ୍କୁ ପରଫେକ୍ଟ ଲୁକ୍‌ ଦେବ। ଯଦି ଶାଢ଼ି ପ୍ଲେନ୍‌ ଅଛି ତେବେ କୁର୍ତ୍ତାରେ ଲେସ୍‌ ବାନ୍ଧି ପାରିବେ କିମ୍ବା ଲଟକନ୍‌ ବାନ୍ଧି ମନ ମୁତାବକ ଡିଜାଇନ୍‌ କରିପାରିବେ।
ଆପଣଙ୍କ ପାଖରେ ଚୁନ୍‌ରି ପ୍ରିଣ୍ଟ୍‌ର ଶାଢ଼ି ଅଛି ତେବେ ସେଥିରେ ଦୁପଟା ତିଆରି କରିପାରିବେ। ଏଥିରେ ରଙ୍ଗବେରଙ୍ଗର ଲଟକନ୍‌ ଝୁଲାଇବା ସହ ଷ୍ଟୋନ୍‌ କାମ, ଏମ୍ରୋଡରି ଏବଂ ବର୍ଡରରେ ମଧ୍ୟ କାମ କରିପାରିବେ। ସିମ୍ପଲ କୁର୍ତ୍ତାରେ ଏହା ଆପଣଙ୍କୁ ଷ୍ଟାଇଲିସ୍‌ ଲୁକ୍‌ ଦେବ।
ଆପଣଙ୍କ ପାଖରେ ମୋଟା ବର୍ଡର ପ୍ଲେନ୍‌ ଶାଢ଼ି ଅଛି କିମ୍ବା ବନାରସୀ ଶାଢୀ ଅଛି ତେବେ ସେଥିରେ ଷ୍ଟ୍ରେଟ୍‌ କୁର୍ତ୍ତା, ଫ୍ରଣ୍ଟ ସ୍ଲିଟ୍‌ କୁର୍ତ୍ତା କିମ୍ବା ଶାଢ଼ିର ଡିଜାଇନ୍‌ ମୁତାବକ କୁର୍ତ୍ତା ତିଆରି କରିପାରିବେ। ସିଫନ୍‌ ଓ ଜର୍ଜେଟ ଶାଢ଼ିରେ ଟପ୍‌ ବି କରିପାରିବେ। ଏହାସହ ଟ୍ୟାଙ୍କ ଟପ୍‌ ଓ କ୍ରପ୍‌ ମଧ୍ୟ ତିଆରି କରିପାରିବେ। ଫ୍ଲୋରାଲ୍‌ ପ୍ରିଣ୍ଟ ଶାଢ଼ିରେ ସର୍ଟ ଟପ୍‌ ଓ ଷ୍ଟାଇଲିସ୍‌ କୁର୍ତ୍ତା କିମ୍ବା ଡେଲି ୟୁଜ୍‌ ପାଇଁ ଶର୍ଟସ୍‌ ତିଆରି କରିପାରିବେ।
ଷ୍ଟାଇଲିସ୍‌ ପ୍ରିଣ୍ଟ ଥିଲେ ସେଥିରେ ଲେହେଙ୍ଗା ଓ ସ୍କର୍ଟ ମଧ୍ୟ କରିପାରିବେ। ଏଥିରେ କ୍ରପ ଟପ୍‌ ସହ ହେଭି ଡିଜାଇନ ଥିବା ବ୍ଲାଉଜ୍‌ ତିଆରି କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବେଦାଗ ଗୋରା ତ୍ୱଚା ପାଇଁ

ଧୂଳି, ଧୂଆଁ, ପ୍ରଦୂଷଣ, ସୂର୍ଯ୍ୟକିରଣ ସାଙ୍ଗକୁ ପରିବର୍ତ୍ତିତ ଜୀବନଶୈଳୀ ଯୋଗୁ ବର୍ତ୍ତମାନ ଅନେକଙ୍କଠାରେ ତ୍ୱଚାର ରଙ୍ଗ କଳା ପଡିବା, ଦାଗ ବା ଡାର୍କ ପ୍ୟାଚେସ୍‌ ହେବା...

ସ୍ବା ସ୍ଥ୍ୟ ସୂ ଚ ନା : ଦାନ୍ତ ଏବଂ ମାଢ଼ିଜନିତ ସମସ୍ୟାରୁ କେମିତି ପାଇବେ ରକ୍ଷା

ଦାନ୍ତ ଏବଂ ମାଢ଼ିଜନିତ ରୋଗ ସୃଷ୍ଟି କରିଥାଏ। ତେଣୁ ଭଲ ଭାବରେ ଦାନ୍ତ ଘଷନ୍ତୁ। କେତେକେ ଏହି କାମକୁ ଚଟାପଟ ଶେଷ କରିଦେଇଥାଆନ୍ତି। ଅତିକମ୍‌ରେ ଦୁଇ...

ମୁଣ୍ଡବ୍ୟଥାର ଘରୋଇ ଉପଚାର

ମୁଣ୍ଡବ୍ୟଥା ଆଜିକାଲି ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ତେବେ ଏପରି କେତେକ ଘରୋଇ ଉପଚାର ରହିଛି, ଯାହାଦ୍ୱାରା ଏଥରୁ ଅନେକାଂଶରେ ଉପଶମ ମିଳିପାରିବ। ସେ...

ଦୃଷ୍ଟିଶକ୍ତିକୁ ପ୍ରଖର କରେ ଅଲିଭ ତେଲ

ଦୃଷ୍ଟିଶକ୍ତିଜନିତ କୌଣସି ସମସ୍ୟାର ଲକ୍ଷଣ ବିଷୟରେ ଜାଣିପାରିଲେ ତାହାକୁ ଆଦୌ ଅବହେଳା କରିବା ଠିକ୍‌ ନୁହେଁ। କାରଣ ପରବର୍ତ୍ତୀ ସମୟରେ ଏହା ଜଟିଳ ଆକାର ଧାରଣ...

ବନ୍ଦ ପରେ ଟ୍ୟାପ୍‌ରୁ ଟପ୍‌ ଟପ୍‌ ହୋଇ ପଡ଼ୁଛି କି ପାଣି …..

ବାସ୍ତୁଶାସ୍ତ୍ର ଅନୁଯାୟୀ, ଯଦି ରୋଷେଇ ଘର, ବାଥ୍‌ରୁମ କିମ୍ବା ଘରର ଅନ୍ୟ କୌଣସି ସ୍ଥାନରେ ଲଗାଯାଇଥିବା ଟ୍ୟାପକୁ ବନ୍ଦ କରାଯିବା ପରେ ମଧ୍ୟ ଟପ୍‌ଟପ୍‌ ହୋଇ...

ନବରାତ୍ରିରେ ଦୁର୍ଗାଙ୍କ ହୋମକୁଣ୍ଡରେ ପକାନ୍ତୁ ଏହି ସାମାନ୍ୟ ଜିନିଷ: ଶତ୍ରୁ ହେବେ ବସ

ଶାରଦୀୟ ନବରାତ୍ରି ୧୭ ଅକ୍ଟୋବରରୁ ଆରମ୍ଭ ହୋଇଯାଇଛି। ଏହି ନଅ ଦିନରେ ମା’ ଦୁର୍ଗାଙ୍କର ନଅ ପ୍ରକାର ପୂଜା କରାଯାଏ।ଯଦି ନବରାତ୍ରିରେ ମା’ଙ୍କ କୃପା ପାଇବାକୁ...

ଏହି ୪ ରାଶିର ବ୍ୟକ୍ତି ବହୁତ ଭାଗ୍ୟବାନ; କମ୍‌ ପରିଶ୍ରମରେ ପାଇଥାନ୍ତି ବଡ଼ ଉପଲବ୍ଧି; ଧନର ଅଭାବ ନ ଥାଏ

କୁହାଯାଏ କଠିନ ପରିଶ୍ରମ ସଫଳତାର ଚାବିକାଠି। କିଛି ଲୋକ ଏପରି ଥାନ୍ତି ଯେଉଁମାନେ ପରିଶ୍ରମ କରିବା ସତ୍ତ୍ୱେ ସଫଳତା ପାଇ ନ ଥାନ୍ତି। ସେହିଭଳି କିଛି...

ଖରାପ ନ ହେଉ ସମ୍ପର୍କ

ଭଲ କ୍ୟାରିୟର ପାଇଁ ପରିଶ୍ରମ ତ ନିହାତି ଜରୁରୀ। ଏହା ସହିତ ଅଫିସରେ ସହକର୍ମୀଙ୍କ ସହିତ ଭଲ ସମ୍ପର୍କ ରଖିବାକୁ ହୋଇଥାଏ। ନଚେତ ଏକ ସୁସ୍ଥ...

Advertisement
Archives

Model This Week