Posted inଜାତୀୟ

ନୌସେନା ଦିବସର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୪ ।୧୨: ଦେଶ ଶୁକ୍ରବାର ପାଳନ କରୁଛି ନୌସେନା ଦିବସ । ଦେଶର ବୀର ଯବାନଙ୍କୁ ମନେ ପକାଇ ଏହି ଦିବସ ପାଳନ କରାଯାଉଛି । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରମୁଖ ନୌସେନା ଯବାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ସାହାସ ଓ ଧୈର୍ଯ୍ୟକୁ ସଲମା କରିଛନ୍ତି । ଉପରାଷ୍ଟ୍ରପତି କହିଛନ୍ତି ନୌସେନାଙ୍କ ଧୈର୍ଯ୍ୟ ସେମାନଙ୍କ ପରିଜନଙ୍କ ତ୍ୟାଗକୁ ସଲାମ । ଏମାନେ ହେଉଛନ୍ତି ଜଳର ଦେବତା । ଆପଣମାନଙ୍କୁ ନେଇ ଦେଶ ଗର୍ବ କରେ । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହି ଅବସରରେ ସମସ୍ତ ନୌସେନା ଓ ସେମାନଙ୍କ ପରିବାରବର୍ଗଙ୍କ୍‌ୁ ଶୁଭେଚ୍ଛା ଜଣାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଟ୍‌ଖାଠୁ ଶସ୍ତା ମଣିଷ ଜୀବନ

ପାଟନା, ୧୭।୨ : ବିହାରର ରାଜଧାନୀ ଠାରୁ ୨୫୦ କିଲୋମିଟର ଦୂରରେ ଥିବା ସୁପାଲରୁ ଆସିଛି ଏକ ହୃଦୟ ବିଦାରକ ଘଟଣା। ବାକିରେ ଗୁଟ୍‌ଖା ଦେବାକୁ...

୧୫ ମିଟର ମାଟି ତଳେ ଶହୀଦ ସ୍ମାରକ

ରାଞ୍ଚି,୧୧।୨: ଝାଡ଼ଖଣ୍ଡ ରାଞ୍ଚିର ସର୍କୁଲାର ରୋଡ଼ଠାରେ ଏକ ଶହୀଦ ସ୍ମାରକ ନିର୍ମାଣ କାର୍ଯ୍ୟ ଜାରି ରହିଛି। ବିର୍ସା ମୁଣ୍ଡା ପାର୍କଠାରେ ୧୫ ମାଟି ତଳେ ନିର୍ମାଣ...

୨୦୨୨ରେ ଭୋଟ୍‌ ପ୍ରଚାର କରିବ ରୋବୋ

ନୂଆଦିଲ୍ଲୀ, ୨୧।୬: ଗତ ମାର୍ଚ୍ଚ, ଏପ୍ରିଲରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। କୋଭିଡ୍‌ ମହାମାରୀ ସମୟରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଆୟୋଜିତ...

ଉଦ୍ଧବ ଠାକ୍‌ରେଙ୍କୁ ଭେଟିଲେ ଶରଦ ପାୱାର

ମୁମ୍ବାଇ,୨୭।୯: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟିଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର। ଦୁଇ ନେତାଙ୍କ ମଧ୍ୟରେ ଏହି ସାକ୍ଷାତ ପ୍ରାୟ ଏକ ଘଣ୍ଟା ଧରି...

‘ମାସେ ଦୁଇମାସ ପିଆଜ ନ ଖାଇଲେ କିଛି ଅସୁବିଧା ହେବ ନାହିଁ’, ପୂର୍ବତନ କୃଷି ମନ୍ତ୍ରୀଙ୍କ ବିବାଦୀୟ ବୟାନ

ମୁମ୍ବାଇ,୨୨।୮: ମହାରାଷ୍ଟ୍ରରେ ଲଗାତାର ଭାବେ ପିଆଜର ଦାମ ବଢିବାରେ ଲାଗିଛି। ଏହି ଘଟଣାକୁ ନେଇ ମହାରାଷ୍ଟ୍ରର ପୂର୍ବତନ କୃଷିମନ୍ତ୍ରୀଙ୍କର ଏକ ବିବାଦୀୟ ବୟାନ ସାମ୍ନାକୁ ଆସିଛି।...

ଭର୍ଚୁଆଲ ରାଲିରେ ମମତାଙ୍କ ଉପରେ ଗର୍ଜିଲେ ଶାହା

ନୂଆଦିଲ୍ଲୀ,୯।୬: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ପଶ୍ଚିମବଙ୍ଗରେ ଭର୍ଚୁଆଲ ରାଲି ମାଧ୍ୟମରେ ଦଳୀୟକର୍ମୀ ଓ ସାଧାରଣ ଜନତାଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କେନ୍ଦ୍ରର...

ଇଡି ସମନ ନେଇ ଜେଏମଏମର ପ୍ରଶ୍ନ: ମୁଖ୍ୟମନ୍ତ୍ରୀ ଜଣେ ସାଧାରଣ ବ୍ୟକ୍ତି ନୁହନ୍ତି ଯେତେବେଳେ ଚାହିଁବେ ଡକାଯାଇପାରିବ, ରାଜା ରାଜୁଡା ଶାସନ ଶେଷ କହିଲା ଭାଜପା…

ରାଞ୍ଚି,୨୩।୯ : ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଶେଷରେ ଝାଡଖଣ୍ଡ ହାଇକୋର୍ଟରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଶନିବାର ଝାଡ଼ଖଣ୍ଡ ହାଇକୋର୍ଟରେ ଇଡି ଡାକରାକୁ ଚ୍ୟାଲେଞ୍ଜ କରି ଏକ...

୧୯୬୫ ଏବଂ ୧୯୭୧ ଯୁଦ୍ଧ ଯବାନଙ୍କୁ ମିଳୁ ସ୍ବତନ୍ତ୍ରତା ସେନାନୀ ପେନସନ୍‌: ସେନାର ପ୍ରସ୍ତାବ

ନୂଆଦିଲ୍ଲୀ,୧୪।୧: ଶତ୍ରୁ ବିପକ୍ଷରେ ୫୫ ବର୍ଷ ତଳେ ଯୁଦ୍ଧ ଲଢ଼ିଥିବା ଯବାନଙ୍କୁ ସ୍ବତନ୍ତ୍ରତା ସେନାନୀ ପେନସନ୍‌ ମିଳିବ। ଏନେଇ ସେନାଧ୍ୟକ୍ଷ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେ...

Advertisement
Archives

Model This Week