ବୁଥ୍‌ ରିଗିଂ ନେଇ ଜାତୀୟ ରାଜପଥ ଅବରୋଧ

ଚଣ୍ଡିଖୋଲ,୧୮।୨(ଡି.ଏନ୍‌.ଏ.): ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଯାଜପୁର ଜିଲା ବଡ଼ଚଣା ବ୍ଲକରେ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇ ଥିବା ବେଳେ ନଳିପୁର ପଞ୍ଚାାୟତର ଦୁଇଟି ବୁଥରେ ରିଗିଂ ଅଭିଯୋଗ ହୋଇଛି। ୧ ଟାରେ ମତଦାନ ସରିବା ପରେ କିଛି ଲୋକ ୧ ନମ୍ବର ଓ ଦୁଇ ନମ୍ବର ବୁଥ ରିଗିଂ କରିଥିଲେ । ଯେଉଁଥି ପାଇଁ ଏହାକୁ ବିରୋଧ କରି ଅନ୍ୟ ଏକ ଗୋଷ୍ଠୀର ଲୋକେ ଏନଏଚ୍‌ ନଳିପୁର ଛକରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି ।
ସ୍ଥାନୀୟ ଅଞ୍ଚଳରେ ଚପା ଉତ୍ତେଜନା ଦେଖା ଦେଇଛି । ଘଟଣାସ୍ଥଳରେ ଗାଡି ମଟର ଅଟକି ରହିଥିବା ବେଳେ ଯାଜପୁର ଏସ୍‌ଡିପିଓ ଓ ବିଭିନ୍ନ ଥାନା ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ପରେ ବି ରାସ୍ତାରୋକ ହଟି ପାରିନାହିଁ । ଆଉଥରେ ଦୁଇଟି ବୁଥ୍‌ରେ ନିର୍ବାଚନ କରିବା ପାଇଁ ଲୋକେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ

ବ୍ରହ୍ମପୁର ଅଫିସ,୩ା୧୨: ଗଞ୍ଜାମ ଜିଲା ଦୌରାଜଜ୍‌ କୋର୍ଟ ପରିସରରେ ଥିବା ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଶୁକ୍ରବାର ପୁଣି ଏକ ଅଭାବନୀୟ ଘଟଣା ଘଟିଛି। ପୂର୍ବାହ୍ନ ପ୍ରାୟ ସାଢ଼େ...

ଚାଲି ଚାଲି ଆସିଲେ ଗର୍ଭବତୀ: ରାସ୍ତା ନ ଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ

ତେଲକୋଇ,୨୨।୧୧(ଡି.ଏନ.ଏ.)-କେନ୍ଦୁଝର ଜିଲା ତେଲକୋଇ ଥାନା ଅନ୍ତର୍ଗତ ଜଗମୋହନପୁର ପଞ୍ଚାୟତର ଟୁଙ୍ଗୁରୁବାହାଳ ଜୁଆଙ୍ଗ ବସ୍ତିର ଜଣେ ଗର୍ଭବତୀଙ୍କୁ ଏକ କି.ମି. ଚାଲିଚାଲି ଆସିବାକୁ ପଡିଛି। ଉକ୍ତ ବସ୍ତିକୁ...

ଭିଜିଲାନ୍ସ ପଞ୍ଝାରେ ଲ୍ୟାମ୍ପ୍‌ସ ଏମ୍‌ଡି

କୋରାପୁଟ/ନାରାୟଣପାଟଣା,୧୭ା୮(ସ୍ବ.ପ୍ର./ଡି.ଏନ୍‌.ଏ.): କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ଆଲମଣ୍ଡା ଲ୍ୟାମ୍ପ୍‌ସ ପରିଚାଳନା ନିର୍ଦ୍ଦେଶକ ଆର୍‌ ରାମକୃଷ୍ଣ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସେ ଜଣେ ଚାଷୀଙ୍କଠାରୁ ୩୫ହଜାର...

‘ସହରରେ ଅତ୍ୟାଧୁନିକ ଫିଲ୍ମ ହଲ୍‌ ପ୍ରତିଷ୍ଠା କରାଯାଉ’

ପୁରୀ ଅଫିସ, ୧୮ା୧: ଦେଶ ବିଦେଶରେ ପ୍ରଶଂସା ସାଉଁଟିଥିବା ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ମଙ୍ଗଳବାର ପୁରୀ ଟାଉନ ହଲରେ ପ୍ରଦର୍ଶିତ ହୋଇଛି। ଏହାକୁ ମାତ୍ର ୧୦୦...

ଶେଷ ପର୍ଯ୍ୟାୟରେ ବୁଢ଼ୀ ଠାକୁରାଣୀଙ୍କ ଅସ୍ଥାୟୀ ମଣ୍ଡପ କାର୍ଯ୍ୟ

ବ୍ରହ୍ମପୁର ଅଫିସ,୧ା୪: ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢୀ ଠାକୁରାଣୀ ଯାତ୍ରା ଆସନ୍ତା ୪ ତାରିଖରୁ ଆରମ୍ଭ ହେବ। ଏବେ ଠାରୁ ବ୍ରହ୍ମପୁର ସହରବାସୀଙ୍କ ମହଲରେ...

ଅବଧି ସରିଲାଣି, ସରିନି ନିର୍ମାଣ କାର୍ଯ୍ୟ

କାଳିଆପାଣି,୭।୨(ଡିଏନଏ): ସୁକିନ୍ଦା ତହସିଲ ଅନ୍ତର୍ଗତ କୁହିକା ଗ୍ରାମ ପଞ୍ଚାୟତ ଟମକା – ମଙ୍ଗଳପୁର, ଆର୍‌ଆଣ୍ଡ୍‌ବି ରାସ୍ତା ନିକଟରୁ ଜେମାଦେଇପୁର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ...

ଶରୀର ଦାନ କରିବେ ଶିକ୍ଷୟିତ୍ରୀ

ସିମୁଳିଆ, ୨୪ା୧୦(ସନ୍ତୋଷ କୁମାର ନାୟକ)-ଏବେ ଶିକ୍ଷାଦାନ କରି ପିଲାମାନଙ୍କୁ ଶିକ୍ଷିତ କରୁଛନ୍ତି। ଜୀବନର ଅନ୍ତିମ ସମୟରେ ଅଙ୍ଗଦାନ ସହ ତାଙ୍କ ଶରୀରକୁ ମଧ୍ୟ ବିଜ୍ଞାନ ବିଭାଗର...

ଜନ୍ତୁ ଶିକାର ପାଇଁ ବିଛାଇଥିଲେ ତାର, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ଦେବଗଡ଼,୯।୧୨(ଡି.ଏନ୍‌.ଏ.): ଜନ୍ତୁ ଶିକାର ପାଇଁ ଜଙ୍ଗଲରେ ବିଛାଇଥିଲେ ବିଦ୍ୟୁତ ତାର। ହେଲେ ତାହା ସଂସ୍ପର୍ଶରେ ଆସି ଜଣେ ମହିଳା ଗୁରୁତର ହୋଇଥିଲେ। ଏହି ଘଟଣାରେ ଶୁକ୍ରବାର...

Advertisement
Archives

Model This Week