Posted inଫୁରସତ

ମୁକେଶ ଅମ୍ବାନୀଙ୍କ ଦୁଇ ସମୁଦିଙ୍କ ମଧ୍ୟରୁ କିଏ ବେଶୀ ଧନୀ? ଜାଣନ୍ତୁ କେଉଁ ପର୍ଯ୍ୟନ୍ତ ବ୍ୟାପିଛି କାରବାର

ନୂଆଦିଲ୍ଲୀ: ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହେଉଛନ୍ତି ମୁକେଶ ଅମ୍ବାନୀ। ସେ ନିଜ ଝିଅ ଇଶା ଏବଂ ପୁଅ ଆକାଶଙ୍କ ବିବାହ ଦୁଇ ବଡ଼ ବ୍ୟବସାୟୀଙ୍କ ପରିବାରରେ କରିଛନ୍ତି। ଆକାଶଙ୍କ ବିବାହ ଶ୍ଳୋକାଙ୍କ ସହ ହୋଇଛି। ଶ୍ଳୋକା ଅରୁଣ ମେହଟ୍ଟାଙ୍କ ଝିଅ। ସେହିଭଳି ଇଶାଙ୍କ ବିବାହ ପିରାମିଲ ଗ୍ରୁପ୍‌ର ପ୍ରତିଷ୍ଠାତା ଅଜୟ ପିରାମଲଙ୍କ ପୁଅ ଆନନ୍ଦଙ୍କ ସହ ହୋଇଛି।

ମେହଟ୍ଟା ଏବଂ ପିରାମଲ, ଉଭୟ ପରିବାରର କାରବାର ଦେଶ ତଥା ବିଦେଶରେ ମଧ୍ୟ ରହିଛି। ଈଶାଙ୍କ ଶ୍ୱଶୁର ଅଜୟଙ୍କ ମୋଟ ସମ୍ପତ୍ତିର ପରିମାଣ ୩ ବିଲିୟନ ଡଲାର ଅର୍ଥାତ ୨୨୧ ଲକ୍ଷ କୋଟି ଟଙ୍କା। ସେ ଭାରତର ୫୦ତମ ଧନୀବ୍ୟକ୍ତି। ତାଙ୍କ କମ୍ପାନୀ ପିରାମଲ ଏଣ୍ଟରପ୍ରାଇଜେସ୍‌ ଫାର୍ମା, ହେଲ୍ଥକେୟାର ଏବଂ ଫାଇନେନ୍ସିଆଲ ସର୍ଭିସ ସହ ଜଡ଼ିତ। ୩୦ ଦେଶରେ ଏହାର ଶାଖା ରହିଛି। ୧୯୭୭ରେ ୨୨ ବର୍ଷ ବୟସରେ ସେ କପଡ଼ା କାରବାରରୁ ବ୍ୟବସାୟ ଆରମ୍ଭ କରିଥିଲେ। ପରେ ଫାର୍ମା ସେକ୍ଟରରେ ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। କମ୍ପାନୀର ବୋର୍ଡରେ ଈଶାଙ୍କ ସ୍ବାମୀ ଆନନ୍ଦ ମଧ୍ୟ ସାମିଲ ଅଛନ୍ତି।

ଅପରପକ୍ଷେ ଆକାଶଙ୍କ ଶ୍ୱଶୁର ରସୈଲ ମେହଟ୍ଟା ଜଣେ ହୀରା ବ୍ୟବସାୟୀ। ସେ ରୋଜି ବ୍ଲୁ ଇଣ୍ଡିଆ କମ୍ପାନୀର ଏମ୍‌ଡି। ଏହା ଦୁନିଆର ଶ୍ରେଷ୍ଠ ଗହଣା କମ୍ପାନୀ ମଧ୍ୟରୁ ଗୋଟିଏ। ଦେଶରେ ୨୫ରୁ ଅଧିକ ସହରରେ ଏହାର ଷ୍ଟୋର ରହିଛି। ବିଦେଶରେ ମଧ୍ୟ ଏହାର କାରବାର ରହିଛି। ତାଙ୍କର ମୋଟ ସମ୍ପତ୍ତି ୨୫୫ ମିଲିୟନ ଡଲାର(ପ୍ରାୟ ୧୭୦୦ କୋଟି ଟଙ୍କା) ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri