Posted inଜାତୀୟ

‘ମୋଦିଙ୍କ ଛବି ନଷ୍ଟ ହୋଇଯାଇଛି’, ନିର୍ବାଚନ ପରେ ପ୍ରଥମ ସାକ୍ଷାତକାରରେ ଏମିତି କହିଲେ ରାହୁଲ

ନୂଆଦିଲ୍ଲୀ,୧୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲକ୍ଷ୍ୟକରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ବଡ଼ ଟାର୍ଗେଟ କରିଥିଲେ। ନିର୍ବାଚନ ଫଳାଫଳ ପରେ ଫାଇନାନସିଆଲ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ମୋଦିଙ୍କ ଭାବମୂର୍ତ୍ତି ନଷ୍ଟ ହୋଇଯାଇଛି। ମୋଦିଙ୍କ ଆଦର୍ଶ ନଷ୍ଟ ହୋଇଯାଇଛି। ରାହୁଲ କହିଛନ୍ତି, ଭାଜପାର ମୌଳିକ ଢାଞ୍ଚା ଏବଂ ଧାର୍ମିକ ଶତ୍ରୁତା ବିସ୍ତାର କରିବାର ଆଦର୍ଶ ଧ୍ୱଂସ ହୋଇଯାଇଛି।
ରାହୁଲ କହିଛନ୍ତି, ବଞ୍ଚିବା ପାଇଁ ନରେନ୍ଦ୍ର ମୋଦି ସରକାରଙ୍କୁ ସଂଘର୍ଷ କରିବାକୁ ପଡ଼ିବ। ସେ କହିଛନ୍ତି, ଏହି ନିର୍ବାଚନର ଅପ୍ରତ୍ୟାଶିତ ଫଳାଫଳ ପରେ ଭାରତୀୟ ରାଜନୈତିକ ପରିସ୍ଥିତିରେ ପରିବର୍ତ୍ତନ ଆସିଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ବଞ୍ଚିବା ପାଇଁ ସଂଘର୍ଷ କରିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଖୁସି ଖବର ଦେଲେ ଉପ-ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ, ସିଙ୍ଗାପୁରରୁ…

ଅମରାବତୀ, ୨୨।୦୭: ଆନ୍ଧ୍ର ପ୍ରଦେଶ ବିଧାନସଭା ନିର୍ବାଚନରେ ତେଲୁଗୁ ଅଭିନେତା ତଥା ରାଜନେତା ପୱନ କଲ୍ୟାଣଙ୍କ ଦଳ ଭ କରିଥିବା ବେଳେ ସେ ବର୍ତ୍ତମାନ ଆନ୍ଧ୍ର...

ଅପ୍ରାକୃତିକ ଯୌନ ଉତ୍ପୀଡ଼ନ ମାମଲାରେ ସୁରଜ ରେଭନ୍ନାଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୨।୭: ଜଣେ ପୁରୁଷ ଜେଡିଏସ କର୍ମଚାରୀଙ୍କୁ ଅସ୍ବାଭାବିକ ଯୌନ ନିର୍ଯ୍ୟାତନା ଅଭିଯୋଗରେ ଗିରଫ ହୋଇଥିବା ପାର୍ଟି ଏମଏଲସି ଏବଂ ଜେଡିଏସ ନେତା ଡକ୍ଟର ସୁରଜ ରେଭନ୍ନାଙ୍କୁ...

ମୁହଁ ମୋଡିଲେ ମୋଦି ସରକାର, ଲାଲୁ ବି ଦାବି କଲେ ଇସ୍ତଫା, ଚିନ୍ତାରେ ନୀତୀଶ!

ପାଟନା,୨୨।୭: ବିହାର ପାଇଁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପାଇବା ସମ୍ଭବ ନୁହେଁ। ମୋଦି ସରକାରଙ୍କ ତରଫରୁ କେନ୍ଦ୍ର ଅର୍ଥ ରାଜ୍ୟମନ୍ତ୍ରୀ ପଙ୍କଜ ଚୌଧୁରୀ ଜେଡିୟୁ ଏମପି...

NEET-UG ବିବାଦରେ ଆଇଆଇଟି ଦିଲ୍ଲୀକୁ ବଡ଼ ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ, ୨୨।୦୭: NEET-UG ୨୦୨୪ ପରୀକ୍ଷା ବିବାଦକୁ ନେଇ ସୁପ୍ରିମ୍‌କୋର୍ଟ ଆଜି ଶୁଣାଣି କରିଛନ୍ତି । ଶୁଣାଣି ସମୟରେ ସୁପ୍ରିମ୍‌କୋର୍ଟ ଆଇଆଇଟି ଦିଲ୍ଲୀକୁ ଏକ ବଡ଼...

ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତାଙ୍କ ବଡ଼ ଦାବି, ବର୍ଷକୁ ଦରକାର ୮୦ ଲକ୍ଷ ଚାକିରି

ନୂଆଦିଲ୍ଲୀ, ୨୨।୦୭: ଭାରତରେ ପ୍ରତିବର୍ଷ ୮୦ ଲକ୍ଷ ଚାକିରି ସୃଷ୍ଟି କରିବାର ଆବଶ୍ୟକତା ରହିଛି । ଏମିତି ଏକ ବଡ଼ ଦାବି କରିଛନ୍ତି ଭାରତର ମୁଖ୍ୟ...

ସ଼୍ବତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ଏମିତି ରହିଛି ସର୍ତ୍ତ, ଓଡ଼ିଶାକୁ…

ନୂଆଦିଲ୍ଲୀ, ୨୨।୭: ବିହାରକୁ ସ଼୍ବତନ୍ତ୍ର ରାଜ୍ୟ ମାନ୍ୟତା ନେଇ ଜେଡିୟୁ ନେତା ମାଗିଥିବା ଉତ୍ତରରେ ରାଜ୍ୟ ଅର୍ଥମନ୍ତ୍ରୀ ପଙ୍କଜ ଚୌଧରୀ ଲିଖିତ ଭାବେ ଜଣାଇଛନ୍ତି ।...

ମୁଖ୍ୟମନ୍ତ୍ରୀ ଶିନ୍ଦେଙ୍କୁ ଭେଟିଲେ ଶରଦ ପାଓ୍ବାର

ମୁମ୍ବାଇ,୨୨।୭: ଲୋକ ସଭା ନିର୍ବାଚନ ଫଳାଫଳ ପରେ ମହାରାଷ୍ଟ୍ରରେ ଶାସକ ଦଳର ନେତା ଏବଂ ବିରୋଧୀଙ୍କ ମଧ୍ୟରେ ଏକ ବୈଠକ ଚାଲିଛି। ମୁମ୍ବାଇରେ ଶରଦ ପାୱାର...

ବିହାରକୁ ବଡ଼ ଝଟ୍‌କା ଦେଲେ ମୋଦି ସରକାର, ଆଉ ମିଳିବନି…

ନୂଆଦିଲ୍ଲୀ, ୨୨।୭: ମୋଦି ସରକାରଙ୍କ ତୃତୀୟ ପାଳି ବଜେଟ୍‌ ଆସନ୍ତାକାଲି ଅର୍ଥାତ ଜୁଲାଇ ୨୩ ତାରିଖରେ ସଂସଦରେ ଉପସ୍ଥାପନ ହେବାକୁ ଯାଉଛି । ଏହାର ଠିକ୍‌...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri