ମାଲାବାରରେ ‘ମାଇନ ଡାଇମଣ୍ଡ ଫେଷ୍ଟିଭାଲ’

ଭୁବନେଶ୍ୱର,୧୭।୧୨ (ଅଭୟ ଦାଶ): ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍‌ସର ସ୍ବତନ୍ତ୍ର ପ୍ରଦଶନୀ ‘ମାଇନ ଡାଇମଣ୍ଡ ଫେଷ୍ଟିଭାଲ’ର ସର୍ବଭାରତୀୟ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ମାଲାବାରର ସବ୍‌ବ୍ରାଣ୍ଡ୍‌ ‘ମାଇନ ଡାଇମଣ୍ଡ୍‌ସ’ର ସବୁଠାରୁ ଅଧିକ ସୂକ୍ଷ୍ମ ହୀରା କାରୁକାର୍ଯ୍ୟର ଏକ ଅତି ସୁନ୍ଦର ପ୍ରଦର୍ଶନକାରୀ ଅଳଙ୍କାର ଭାବେ ପରିଚିତ। ଏହି ପ୍ରଦର୍ଶନ ୨୦୨୪ ଜାନୁୟାରୀ ୧୪ ପର୍ଯ୍ୟନ୍ତ ମାଲାବାରର ସମସ୍ତ ଷ୍ଟୋରରେ ପ୍ରଦର୍ଶିତ ହେଉଥିବାବେଳେ ୨୦୨୪ ଜାନୁୟାରୀ ୫ରୁ ଫେବୃୟାରୀ ୧୧ପର୍ଯ୍ୟନ୍ତ ଦିଲ୍ଲୀ ଏନ୍‌ସିଆର୍‌ର ସମସ୍ତ ସହର ସମେତ ପଞ୍ଜାବ, ହରିୟାଣା ତଥା ଉତ୍ତର ପ୍ରଦେଶରେ ଅନୁଷ୍ଠିତ ହେବ। ଉକ୍ତ ଉତ୍ସବର ଅଂଶ ବିଶେଷ ଭାବେ ଗ୍ରାହକମାନେ ହୀରା ମୂଲ୍ୟ ଉପେରେ ୨୫%ର ରିହାତି ପାଇବେ। ସେହିଭଳି ପୁରୁଣା ମାଇନ ହୀରା ଅଳଙ୍କାରର ପ୍ରତି ବଦଳରେ ୧୦୦% ର ରିହାତି ମଧ୍ୟ ପାଇପାରିବେ।
ଏ ସମ୍ପର୍କରେ ମାଲାବାର ଗ୍ରୁପ୍‌ର ଅଧ୍ୟକ୍ଷ ଏମ୍‌.ପି. ଅହମ୍ମଦ କହିଛନ୍ତି, ନମନୀୟତା ତଥା ଅନନ୍ୟତାର ନିରବଚ୍ଛିନ୍ନ ଯନତ୍ଶୀଳତା ସହ ଆମେ ଆମର ପୃଷ୍ଠପୋଷକମାନଙ୍କୁ ମାଲାବାର ଗୋଲ୍ଡ ଓ ଡାଇମଣ୍ଡସର ଏହି ହୀରା ଖିତ ଅଳଙ୍କାରର ବିଶାଳ ଆଭାରକୁ ସଂଗ୍ରହ କରିଛୁ। ଏପରିକି ଅତି ସାବଧାନତାର ସହ ଖୋଦେଇ ହୋଇଥିବା ଏହି କାରୁକାର୍ଯ୍ୟ ଅତ୍ୟନ୍ତ ମନଲୋଭାକାରୀ ସୁନ୍ଦର ତଥା ଏକ ଅଭୁଲା ସ୍ବର୍ଗୀୟ ସ୍ମୃତି ସହିତ ସଂଯୋଜିତ ହୋଇଛି। ହୀରା ଖିତ ଏହାର ଅତି କ୍ଷୁଦ୍ର ଲୋଭନୀୟତା ଗଠନ ତଥା ଏହାର ମଧ୍ୟଭାଗରେ ଖିତ ହୀରା, ଦମ୍ପତିଙ୍କର ଅତି ଗଭୀର ପ୍ରେମର ପ୍ରତୀକକୁ ସାର୍ଥକ କରିପାରିଛି। ଆମର ‘ମାଇନ ଅନନ୍ୟ’ ପ୍ରଦର୍ଶନକାରୀ ସବୁଠାରୁ ଅଲଗା ହୀରା ଅଳଙ୍କାର ପ୍ରତ୍ୟେକ ବିଶେଷ ମୁହୂର୍ତ୍ତ ଉପଲକ୍ଷେ ଅତି ସତର୍କତାର ସହିତ ଏହାକୁ ପିନ୍ଧୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ପ୍ରସ୍ତୁତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri