ମିସୋର ନ୍ୟୁ ବ୍ରାଣ୍ଡ୍‌ ଆଇଡେଣ୍ଟି ଉନ୍ମୋଚିତ

ଭୁବନେଶ୍ୱର,୯।୬: ଦେଶର ପ୍ରମୁଖ ଇ-କର୍ମସ ପ୍ଲାଟ୍‌ଫର୍ମ ମିସୋର ନବୀକରଣ ଯୋଗ୍ୟ ନୂତନ ବ୍ରାଣ୍ଡ୍‌ ଆଇଡେଣ୍ଟି ନିକଟରେ ଉନ୍ମୋଚିତ ହୋଇଯାଇଛି। ୱାନ୍‌ ଷ୍ଟପ୍‌ ଭୂ-ସମାନ୍ତର ପ୍ଲାଟ୍‌ଫର୍ମ ଭାବେ ଏହାର ସ୍ଥିତିକୁ ମଜଭୁତ କରିବାକୁ କମ୍ପାନୀ ଲକ୍ଷ୍ୟ ରଖିଛି, ଯାହା ଲକ୍ଷ ଲକ୍ଷ ଭାରତୀୟ ଦୋକାନୀଙ୍କ ଦୈନନ୍ଦିନ ଆବଶ୍ୟକତା ପୂରଣ କରିବ। ଏପରିକି ଇ-କମର୍ସ ପ୍ଲାଟ୍‌ଫର୍ମର ଅନ୍ତର୍ଭୁକ୍ତିକୁ ମୂଲ୍ୟ ଓ ପ୍ରଥମ ଉତ୍ପାଦଗୁଡିକର ଏକ ବୃହତ୍‌ ସଂଗ୍ରହ ସହିତ ପ୍ରଦର୍ଶନ କରିବା ତଥା ଏହା କିପରି ଭାବେ ଆୟ ବିଭାଗ, ଭୌଗୋଳିକ, ଭାଷା, ଲିଙ୍ଗ ଏବଂ ବୟସ ଶ୍ରେଣୀରେ ଗ୍ରାହକଙ୍କୁ ସେମାନଙ୍କର ଶପିଂ ଆକାଂକ୍ଷାକୁ ହୃଦୟଙ୍ଗମ କରିବାରେ ସାହାଯ୍ୟ କରିବା ସହିତ ବ୍ରାଣ୍ଡ୍‌ ରିଭ୍ୟାମ୍ପ୍‌ ମଧ୍ୟ ଲକ୍ଷ୍ୟ ରଖିଛି। ସେହିଭଳି ନୂତନ ରଙ୍ଗ ପ୍ୟାଲେଟ୍‌ରେ ‘ଜାମୁନି’ ଏବଂ ‘ଆମ୍‌’ ରଙ୍ଗ ସାମିଲ ରହିଛି, ଯାହା ଭାରତର ବିବିଧତାର ସ୍ପନ୍ଦନ ଏବଂ ମହାନତାକୁ ଆବଦ୍ଧ କରିଥାଏ। ଏହି ରଙ୍ଗ ସିଦ୍ଧାନ୍ତ ଅନୁଯାୟୀ ଜାମୁନିଙ୍କର ଆକାଂକ୍ଷା ସହିତ ଏକ ସଙ୍ଗଠନ ଥିବାବେଳେ ଆମ୍‌ ଆମନ୍ତ୍ରଣ ଏବଂ ସ୍ବାଗତଯୋଗ୍ୟ ଭାବରେ ଦେଖାଯାଏ । ସତେଜ ରଙ୍ଗ ପ୍ୟାଲେଟ୍‌ ହେଉଛି ମେସୋ ଗ୍ରାହକ ଏବଂ ବିକ୍ରେତାମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଏବଂ ନିକଟତର ତା’ର ବ୍ୟକ୍ତିତ୍ୱର ଗୁଣ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି।
ଏ ସମ୍ପର୍କରେ ମିସୋର ପ୍ରତିଷ୍ଠାତା ତଥା ସିଇଓ ଭିଦିତ ଆଟ୍ରେ କହିଛନ୍ତି, ଆମର ନବୀକରଣ ହୋଇଥିବା ବ୍ରାଣ୍ଡ୍‌ ପରିଚୟକୁ ଉପସ୍ଥାପନକରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏହା ଆମର ପରିବର୍ତ୍ତନକୁ ଏକ ପ୍ରକୃତ ଅନ୍ତର୍ଭୁକ୍ତ ଏବଂ ସମାନ୍ତରାଳ ଇ-କର୍ମସ ପ୍ଲାଟ୍‌ଫର୍ମରେ ପରିଣତ କରିବ। ଏପରିକି ନୂତନ ରଙ୍ଗ ପ୍ୟାଲେଟ୍‌ ଏବଂ ସୋନିକ୍‌ ପରିଚୟ ଆମର ବ୍ରାଣ୍ଡ୍‌ ପରିଚୟରେ ଏକ ଶକ୍ତିଶାଳୀ ନୂତନ ଦିଗ ଯୋଗକରିବ। ସେହିଭଳି ଆଜି ଏବଂ ଭବିଷ୍ୟତରେ ଲୋକମାନେ କିପରି ମିସୋକୁ ଚିହ୍ନିବେ, ତା’ର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ହେବ। ବିଶେଷକରି ଆମେ ବିଶ୍ୱାସକରୁ ଯେ ଭାରତରେ ଇ-କର୍ମସକୁ ବହୁଳ ଭାବେ ଗ୍ରହଣ କରିବା ପାଇଁ ବହୁତ ସୁଯୋଗ ରହିଛି ଏବଂ ପରବର୍ତ୍ତୀ ଅଭିବୃଦ୍ଧିର ତରଙ୍ଗ ଏହାକୁ ସମସ୍ତ ଦୋକାନୀଙ୍କ ପାଇଁ ପ୍ରଯୁଜ୍ୟ କରିବ ବୋଲି ଆଟ୍ରେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ିରେ ଏକଲବ୍ୟ ମଡେଲ୍‌ ସ୍କୁଲର ଭିତ୍ତିପ୍ରସ୍ତର ସ୍ଥାପନ, ଭର୍ଚୁଆଲରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଦାରିଙ୍ଗବାଡି,୧୫ା୧୧(ଅରୁଣ ସାହୁ ):ରବିବାର ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଭର୍ଚୁଆଲ୍ ମାଧ୍ୟମରେ ଏକଲବ୍ୟ ମୋଡେଲ ରେସିଡେଣ୍ଟିଆଲ ସ୍କୁଲର ଭିତ୍ତିପ୍ରସ୍ତର ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରରିପ୍ରେକ୍ଷୀରେ…

ବାତ୍ଯା ପୂର୍ବରୁ ଆକ୍ସନ୍ ମୋଡରେ ଜିଲାପାଳ, ପୁରୁଷୋତ୍ତମପୁରରେ କଲେ ସ୍ଥିତି ସମୀକ୍ଷା

ପୁରୁଷୋତ୍ତମପୁର,୧୫ା୧୧(ସବିତା ମିଶ୍ର): ସମ୍ଭାବ୍ୟ ବାତ୍ୟାକୁ ନେଇ ଓଡ଼ିଶାବାସୀଙ୍କ ମନରେ ପୁଣି ଛନକା ପଶିଛି । ପୂର୍ବ ବନ୍ୟାର କ୍ଷତ ଏଯାଏ ଶୁଖିନଥିବା ବେଳେ ପୁଣି ଏକ ସମ୍ଭାବ୍ୟ…

ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କଲେ ବ୍ରତଧାରୀ

ବାଲିଶଙ୍କରା,୧୫ା୧୧(ହୃଦାନନ୍ଦ ବାରିକ): ସୁନ୍ଦରଗଡ଼ ଜିଲା ବାଲିଶଙ୍କରା ବ୍ଲକର ବିଭିନ୍ନ ସ୍ଥାନରେ ଶ୍ରଦ୍ଧା ଓ ଭକ୍ତିର ସହ ଛଟ ପୂଜା ପାଳିତ ହୋଇଯାଇଛି। ଏହି ଅବସରରେ ବାଲିଶଙ୍କରା ଡୁଡୁଙ୍ଗନାଳା…

ମାଇକ୍ରୋସଫ୍ଟ ଆଉଟେଜ୍ ଯୋଗୁ କ୍ଷତି ସହିଛନ୍ତି କି? କମ୍ପାନୀ ଦେଉଛି ୧୦୦% ପର୍ଯ୍ୟନ୍ତ କ୍ରେଡିଟ୍, ଜାଣନ୍ତୁ କ୍ଲେମ୍ କରିବାର …

ନୂଆଦିଲ୍ଲୀ,୧୫।୧୧: ପ୍ରାୟ ୩୬ ଘଣ୍ଟା ଧରି ମାଇକ୍ରୋସଫ୍ଟ ସର୍ଭିସ୍ ପ୍ରଭାବିତ ହେବା ପରେ ବର୍ତ୍ତମାନ ସେବାଗୁଡ଼ିକ ସ୍ୱାଭାବିକ ହୋଇଯାଇଛି। ମାଇକ୍ରୋସଫ୍ଟରେ ଦେଖାଯାଇଥିବା ଏକ ବୈଷୟିକ ତ୍ରୁଟି କାରଣରୁ…

ଛତ୍ରପୁର ପୌରପରିଷଦରେ ବଢ଼ୁଛି ଅବ୍ୟବସ୍ଥା! ଉପାଧ୍ୟକ୍ଷ ଓ କାଉନସିଲରଙ୍କ ଅସନ୍ତୋଷ

ଛତ୍ରପୁର,୧୫ା୧୧(ଦିଲ୍ଲୀପି ସାମଲ ): ଛତ୍ରପୁର ପୌରପରିଷଦରେ ଦିନକୁ ଦିନ ପ୍ରଶାସନିକ ଅବ୍ୟବସ୍ଥା ବୃଦ୍ଧି ପାଉଥିବା ବେଳେ ସରକାରୀ ଅର୍ଥର ବିନିଯୋଗକୁ ନେଇ ଉଠିଛି ସାଂଘାତିକ ପ୍ରଶ୍ନ ।…

ହାତୀପଲରୁ ଅଲଗା ହୋଇଥିବା ଅସୁସ୍ଥ ଛୁଆ ହାତୀର ମୃତ୍ୟୁ

ଖଲ୍ଲିକୋଟ,୧୫ା୧୧(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବନ ବିଭାଗ ଅଧୀନ ଭାଲେରି ପାହାଡ଼ରେ ହାତୀପଲରୁ ଅଲଗା ହୋଇଯାଇଥିଲା ଛୁଆ ହାତୀର ରବିବାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।…

କଂଗ୍ରେସ ବିଧାୟକଙ୍କ ହାଇଭୋଲଟେଜ୍‌ ଡ୍ରାମା! ମାଇକ୍‌ ଫିଙ୍ଗିଲେ, ଚେୟାର…

ନୂଆଦିଲ୍ଲୀ,୧୫ା୧୧: ଉତ୍ତରାଖଣ୍ଡରେ ଜଣେ କଂଗ୍ରେସ ବିଧାୟକଙ୍କ ହାଇଭୋଲଟେଜ୍‌ ଡ୍ରାମାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି । ପିଥୋରାଗଡ଼ରେ ଆୟୋଜିତ ଜୌଲଜୀବୀ ମେଳାର ମଞ୍ଚରେ ବିଧାୟକ…

ଗଞ୍ଜାମ ବିଇଓଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ଗଞ୍ଜାମ,୧୫ା୧୧(ବିଦ୍ୟାଧର ସାହୁ): ୟୁନିଟ୍‌-୩ ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲରେ ଆୟୋଜିତ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହରେ ପୁରସ୍କୃତ ହୋଇଛନ୍ତି ଗଞ୍ଜାମ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ସରୋଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?