Posted inଜାତୀୟ

ଗଣେଶ ଚତୁର୍ଥୀରେ ମାଂସ ବିକ୍ରି,ପଶୁ ହତ୍ୟା ବାରଣ

ବେଙ୍ଗାଲୁରୁ,୨୯।୮: ଆସନ୍ତା ୩୧ରେ ଗଣେଶ ଚତୁର୍ଥୀ। ଏହାକୁ ଦୃଷ୍ଟିରେ ରଖି ବେଙ୍ଗାଲୁରୁରେ ମାଂସ ବିକ୍ରି ଏବଂ ପଶୁ ହତ୍ୟା ବାରଣ କରାଯାଇଛି। ଏ ନେଇ ବୃହତ ବେଙ୍ଗାଲୁରୁ ମହାନଗର ପାଲିକେ(ବିବିଏମ୍‌ପି) ନିଷେଧାଦେଶ ଜାରି କରିଛି।
ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ବୁରହାଟ ବେଙ୍ଗାଲୁରୁ ମହାନଗର ନିଗମ ଅଧୀନରେ ଥିବା ସମସ୍ତ ମାଂସ ବିକ୍ରୟ ଷ୍ଟଲରେ ପଶୁ ହତ୍ୟାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଏହାପୂର୍ବରୁ ଜନ୍ମାଷ୍ଟାମୀ ଅବସରରେ ମଧ୍ୟ ମାଂସ ବିକ୍ରୟ ତଥା ପଶୁ ହତ୍ୟା ଉପରେ କଟକଣା ଜାରି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ହୋଲି-ଇଷ୍ଟର୍‌-ଇଦ୍‌: ରାଜ୍ୟକୁ ଚିଠି ଲେଖିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୪।୩: ଆଗକୁ ହୋଲି, ଶବ୍‌-ଇ-ବାରାତ୍‌, ବିହୁ, ଇଷ୍ଟର ଏବଂ ଇଦ୍‌-ଉଲ୍‌-ଫିତର ଆଦି ପର୍ବ ପାଳନ କରାଯିବ। ତେବେ ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ମଧ୍ୟ...

ପଦ୍ମଶ୍ରୀ ଫାତିମା ଆର ଜାକରିଆଙ୍କ ପରଲୋକ

ନୂଆଦିଲ୍ଲୀ,୭।୪: ବିଶିଷ୍ଟ ଖବରଦାତା-ଲେଖକ ଫାତିମା ଆର ଜାକରିଆଙ୍କ ୮୫ ବର୍ଷ ବୟସରେ ଦେହାନ୍ତ ହୋଇଛି। କିଛି ଦିନ ପୂର୍ବରୁ ଫାତିମାଙ୍କ କରୋନା ଆକ୍ରାନ୍ତ ହୋଇଥିଲେ। ଏହା...

କରୋନା ଭୟ: ସଂକ୍ରମଣ ପୂର୍ବରୁ ନିଜକୁ ଅଲଗା କରି ରଖିଲେ ମୋଦିଙ୍କ ମନ୍ତ୍ରୀ

ନୂଆଦିଲ୍ଲୀ,୧୭।୩: କରୋନା ଭାଇରସ ଏବେ ବିଶ୍ୱପାଇଁ ଚିନ୍ତାର କାରଣ ପାଲଟି ଯାଇଛି। ଚାଇନା ପରେ ଏବେ ଇଟାଲି, ଇରାନରେ ସବୁଠାରୁ ଅଧିକ ପରିମାଣରେ ଲୋକ କରୋନାରେ...

ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳାକୁ ଖିଲାପକାରୀ ଘୋଷଣା କଲା ବିଏମ୍‌ସି

ମୁମ୍ବାଇ,୨୪।୬: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କ ବଙ୍ଗଳା ‘ବର୍ଷା’କୁ ବ୍ରିହାନମୁମ୍ବାଇ ମ୍ୟୁନସିପାଲ କର୍ପୋରେଶନ(ବିଏମ୍‌ସି) ଖିଲାପକାରୀ ଘୋଷଣା କରିଛନ୍ତି। ଏହି ବଙ୍ଗଳା ଉପରେ ୭ଲକ୍ଷ ୪୪ ହଜାର...

ପ୍ରୟାଗରାଜ ହିଂସା ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କ ଘରେ ଚଢିଲା ବୁଲ୍‌ଡୋଜର୍‌

ପ୍ରୟାଗରାଜ,୧୨।୬: ପ୍ରୟାଗରାଜ ହିଂସା ଘଟଣାରେ ଯୋଗୀ ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଜାଭେଦ ପମ୍ପଙ୍କ ଘରେ ବୁଲଡୋଜର ଚଢିଛି।...

ସଡ଼କରେ ବୁଲୁଛନ୍ତି ଯମରାଜା-ଯମଦୂତ: କରୁଛନ୍ତି ବିକଟାଳ ଶବ୍ଦ….

ନୂଆଦିଲ୍ଲୀ,୧୫।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଦିଲ୍ଲୀ ସମେତ କେତେକ ରାଜ୍ୟରେ ସରକାରଙ୍କ ପକ୍ଷରୁ କଡ଼ାକଟକଣା ଜାରି କରାଯାଇଛି। ତେବେ...

ଦୁର୍ନୀତି ପର୍ଦ୍ଦାଫାସରୁ ଖବରଦାତାଙ୍କୁ ହତ୍ୟା

ହାଇଦ୍ରାବାଦ,୯ା୮: ନିଲମ୍ବିତ କନଷ୍ଟେବଳ ସ୍କ୍ରୁଡ୍ରାଇଭର ଭୁସି ଜଣେ ଖବରଦାତାଙ୍କୁ ହତ୍ୟା କରିଛନ୍ତି। ଆନ୍ଧ୍ରପ୍ରଦେଶର କୁର୍ନୋଲ ଜିଲାରେ ରବିବାର ରାତିରେ ଏହି ଘଟଣା ଘଟିଛି। ମୃତକ କେଶବ...

ହାଥରସ ବଳାତ୍କାର ପୀଡ଼ିତାଙ୍କ ପରିବାରର ଦୁଃଖ ଦେଖୁଛି ଦେଶ: ରାହୁଲ

ଚଣ୍ଡିଗଡ଼,୬ ।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍କଳବାର ହାଥରସ ବଳାତ୍କାର ଘଟଣାକୁ ନେଇ ପୁଣିଥରେ କେନ୍ଦ୍ରର ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି । ଏକ...

Advertisement
Archives

Model This Week