ଆଇଏସର ନରସଂହାର: ପନିପରିବା ସଂଗ୍ରହ କରିବାକୁ ଆସିଥିବା ୩୧ ଲୋକଙ୍କ ହତ୍ୟା…

ଦାମାସକସ,୧୭।୪ : ଇସଲାମିକ ଷ୍ଟେଟ (ଆଇଏସ) ଆତଙ୍କବାଦୀମାନେ ଋତୁକାଳୀନ ପନିପରିବା ଖୋଜୁଥିବାବେଳେ ହମା ଅଞ୍ଚଳରେ ୩୧ ଜଣଙ୍କୁ ହତ୍ୟା କରିଛନ୍ତି। ଅନ୍ୟ ଏକ ଘଟଣାରେ ସିରିଆର ମାନବିକ ଅଧିକାର ଅନୁଯାୟୀ ଚାରିଜଣ ମେଷପାଳକଙ୍କୁ ହତ୍ୟା କରାଯାଇଛି। ଅନ୍ୟ ଦୁଇଜଣଙ୍କୁ ଆଇଏସ ଜିହାଦୀମାନେ ଅପହରଣ କରି ନେଇଛନ୍ତି।

ମୃତକଙ୍କ ମଧ୍ୟରେ ୧୨ ଜଣ ସରକାରୀ ଯବାନ ଅଛନ୍ତି। ଏହି ଲୋକମାନେ ହାମା (କେନ୍ଦ୍ରୀୟ ସହର)ର ପୂର୍ବ ମରୁଭୂମିରେ ଋତୁକାଳୀନ ପନିପରିବା ସଂଗ୍ରହ କରୁଥିଲେ। ପୂର୍ବରୁ ଏହି ସଂଖ୍ୟାକୁ ୨୬ ବୋଲି କୁହାଯାଉଥିଲା।

ଉଲ୍ଲେଖନୀୟ କଥା ହେଉଛି, ଗତ କିଛି ବର୍ଷ ଧରି ସିରିଆରେ ଚାଲିଥିବା ଗୃହଯୁଦ୍ଧ ଯୋଗୁଁ ଲୋକମାନେ ଆର୍ଥିକ ସଙ୍କଟ ସହ ସଂଘର୍ଷ କରୁଛନ୍ତି। ଏଭଳି ପରିସ୍ଥିତିରେ ଲୋକଙ୍କୁ ଋତୁକାଳୀନ ପନିପରିବା ରୋଜଗାର କରିବାରେ ସାହାଯ୍ୟ କରୁଛି। ଏହି ଋତୁତୁକାଳୀନ ପନିପରିବାର ମୂଲ୍ୟ ବହୁତ ଅଧିକ। ଅନ୍ୟପକ୍ଷରେ, ପୃଥିବୀର ମଧ୍ୟ ପୂର୍ବରେ ଅବସ୍ଥିତ ସିରିଆରେ ଇସଲାମିକ ଷ୍ଟେଟ ଗୋଷ୍ଠୀର ଆତଙ୍କବାଦୀମାନେ ଆଜିକାଲି ମରୁଭୂମିରେ ଏଭଳି ଋତୁକାଳୀନ ପନିପରିବା ସଂଗ୍ରହ କରୁଥିବା କୃଷକମାନଙ୍କୁ ଟାର୍ଗେଟ କରୁଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନିକଟରେ ଆଇଏସ ଆତଙ୍କବାଦୀମାନେ ୧୫ ଜଣ ଚାଷୀଙ୍କୁ ଗଳା କାଟି ହତ୍ୟା କରିଥିଲେ।

ସିରିଆର ମାନବ ଅଧିକାର ସଂସ୍ଥରା ଅନୁଯାୟୀ ଫେବୃଆରୀରୁ ଅତିକମରେ ୧୫୦ ଋତୁକାଳୀନ ପନିପରିବା ସଂଗ୍ରହ କରୁଥିବା ଚାଷୀ ନିଖୋଜ ଅଛନ୍ତି। ଅନେକ କୃଷକ ଋତୁକାଳୀନ ପନିପରିବା ସଂଗ୍ରହ କରୁଥିବାବେଳେ ଆଇଏସ ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri