ମଙ୍ଗଳ ମୁହାଁ ମହାକାଶ ଯାନ ‘ଅଲ୍‌-ଅମଲ’

ଟୋକିଆ, ୨୦।୭: ମଙ୍ଗଳ ଅଭିମୁଖେ ୟୁଏଇର ମହାକାଶ ଯାନ ‘ଅଲ୍‌-ଅମଲ’ ଅର୍ଥାତ୍‌ ‘ଆଶା’(ହୋପ୍‌) ସୋମବାର ଯାତ୍ରା ଆରମ୍ଭ କରିଛି। ଏହାକୁ ଜାପାନର ମହାକାଶ ଗବେଷଣା କେନ୍ଦ୍ରରୁ ଭୋର୍‌ ୬ଟା ୫୮ ମିନିଟ୍‌ରେ ଉତ୍‌କ୍ଷେପଣ କରାଯାଇଛି। ଏହା ୟୁଏଇର ପ୍ରଥମ ମହାକାଶ ଅଭିଯାନ। ମହାକାଶ ଯାନ ‘ଅଲ୍‌-ଅମଲ’ ସାତ ମାସ ପରେ ୨୦୨୧ ଫେବୃୟାରୀରେ ମଙ୍ଗଳର କକ୍ଷ ପଥରେ ପ୍ରବେଶ କରିବାର ସମ୍ଭାବନା ରହିଛି। ଏହାକୁ ଜାପାନ ରକେଟ ଏଚ୍‌-୨-ଏ ସହାୟତାରେ ଉତ୍‌କ୍ଷେପଣ କରାଯାଇଛି। ପ୍ରଥମେ ଜୁଲାଇ ୧୫ରେ ଉତ୍‌କ୍ଷେପଣ କରାଯିବାର ଯୋଜନା ଥିଲା। ତେବେ ଖରାପ ପାଗ ଯୋଗୁ ଉତ୍‌କ୍ଷେପଣକୁ ସ୍ଥଗିତ ରଖାଯାଇଥିବା ରକେଟ ନିର୍ମାତା ମିତୁସ୍‌ବିଶି ହେଭି ଇଣ୍ଡଷ୍ଟ୍ରି ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ସିଏସ୍‌ରେ ଚାଇନାର କ୍ଷେପଣାସ୍ତ୍ର ମାଡ଼

ଓ୍ବାଶିଂଟନ, ୨୮।୮(ଆଇଏଏନ୍‌ଏସ୍‌):ଆମେରିକା ଓ ଚାଇନା ମଧ୍ୟରେ ସମ୍ପର୍କ ତିକ୍ତ ହେବାରେ ଲାଗିଛି। ସଦସ୍ୟ ଦକ୍ଷିଣ ଚାଇନା ସାଗରର ସାମରିକୀକରଣ ଲାଗି ଚାଇନା ସରକାରୀ ସଦସ୍ୟମାନଙ୍କୁ ଦାୟୀ...

ଶରିଫଙ୍କୁ ମିଳିଲା ଜାମିନ

ଇସ୍‌ଲାମାବାଦ,୨୫।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କୁ ଜାମିନ ମିଳିଛି। ଲାହୋର ହାଇକୋର୍ଟ ତାଙ୍କୁ ସ୍ବାସ୍ଥ୍ୟଗତ କାରଣ ପାଇଁ ଶୁକ୍ରବାର ଏହି ଜାମିନ ପ୍ରଦାନ କରିଛନ୍ତି।...

ହସ୍ପିଟାଲର ୩୬ ଗର୍ଭବତୀ ନର୍ସଙ୍କ ମଧ୍ୟରୁ ୨୦ ଜଣ ମା’ହେଲେ

ଗୋଟିଏ ବର୍ଷରେ ଏକ ହସ୍ପିଟାଲର ୩୬ଜଣ ନର୍ସ ଗର୍ଭବତୀ ହୋଇଥିବା ଖବର ସାମ୍ନାକୁ ଆସିଥିବା ବେଳେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସୋସିଆଲ ମିଡିଆରେ ମା’...

ଆମେରିକାରେ ୭୦ ହଜାରରୁ ଅଧିକ ଟୁଇଟର୍‌ ଆକାଉଣ୍ଟ ଉପରେ ସ୍ଥାୟୀ ପ୍ରତିବନ୍ଧକ

ଓ୍ବାଶିଂଟନ୍‌,୧୨।୧: କ୍ୟାପିଟୋଲ ହିଂସାକାଣ୍ଡ ପରେ ଆମେରିକାରେ ୭୦ ହଜାରରୁ ଅଧିକ ଟୁଇଟର୍‌ ଆକାଉଣ୍ଟ୍‌ ଉପରେ ସ୍ଥାୟୀ ପ୍ରତିବନ୍ଧକ ଲଗାଯାଇଛି। ଏସବୁ ଆକାଉଣ୍ଟ୍‌ରେ ଆପତ୍ତି ଜନକ କଣ୍ଟେଟ୍‌...

ହିମନଦୀରୁ ମିଳିଲା ୫୪ ବର୍ଷ ତଳର ଭାରତୀୟ ଖବର କାଗଜ…

ଲଣ୍ଡନ, ୧୪।୭: ଫ୍ରାନ୍ସ୍‌ର ହିମନଦୀରୁ ୫୪ ବର୍ଷ ତଳର ଭାରତୀୟ ଖବର କାଗଜ ମିଳିଛି। ସ୍ଥାନୀୟ ମୋଣ୍ଟ୍‌ ବ୍ଲାଙ୍କ୍‌ ପର୍ବତଶ୍ରେଣୀର ବୋସନ୍ସ୍‌ ହିମନଦୀରୁ ନ୍ୟାଶନାଲ୍‌ ହେର୍ଲାଡ୍‌,...

ବିଶ୍ୱର ପ୍ରଥମ ପାଇଲଟ୍‌ ଥିଲେ ରାବଣ

କଲମ୍ବୋ, ୧।୮: ରାଜା ରାବଣ ବିଶ୍ୱର ପ୍ରଥମ ବିମାନ ଚାଳକ ଥିଲେ ବୋଲି ଶ୍ରୀଲଙ୍କା ସରକାର ଦାବି କରିଛନ୍ତି। ୫୦୦୦ବର୍ଷ ପୂର୍ବରୁ ସେ ଉଡାଣ କରିଥିଲେ।...

ଶେନ୍‌ଜେନ୍‌ରେ ବିଲେଇ, କୁକୁର ଖାଇବାକୁ ବାରଣ

ଶେନ୍‌ଜେନ୍‌,୩ା୪: ଚାଇନାର ଦକ୍ଷିଣାଞ୍ଚଳ ସହର ତଥା ଟେକ୍ନୋଲୋଜିର ହବ୍‌ କୁହାଯାଉଥିବା ଶେନ୍‌ଜେନ୍‌ରେ ବିଲେଇ ଓ କୁକୁରଙ୍କ ମାଂସ ଖାଇବା ଉପରେ ନିଷେଧାଦେଶ ଜାରି କରାଯାଇଛି। ଆସନ୍ତା...

ଦକ୍ଷିଣକୋରିଆ ସହିତ ସମସ୍ତ ସମ୍ପର୍କ ଛିନ୍ନ କରିବାକୁ କହିଲା ଉତ୍ତରକୋରିଆ

ସିଓଲ,୯।୬: ଦକ୍ଷିଣକୋରିଆ ସହିତ ସମସ୍ତ ସମ୍ପର୍କ ଛିନ୍ନ କରିବା ଲାଗି ଉତ୍ତରକୋରିଆର ମଙ୍ଗଳବାର ନିଷ୍ପତ୍ତି ନେଇଛି। ଉତ୍ତରକୋରିଆ ବିରୋଧରେ ହେଉଥିବା ଅପପ୍ରଚାର ରୋକିବାରେ ଦକ୍ଷିଣକୋରିଆ ଅସମର୍ଥ...

Advertisement

BGU

Archives

Model This Week

Why Dharitri