ଋଷିକୂଲ୍ୟାରେ ଭାରତ ମାନଚିତ୍ର, ଭାଇରାଲ ହେଉଛି ଫଟୋ

ପୁରୁଷୋତ୍ତମପୁର,୨ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ନିକଟରେ ପ୍ରବାହିତ ଋଷିକୂଲ୍ୟା ନଦୀ କୂଳରେ ପ୍ରକୃତି ସୃଷ୍ଟି କରିଛି ଏକ ଭାରତ ମାନଚିତ୍ର। ନଦୀରେ ପାଣି ପ୍ରବାହିତ ହେଉଥିବା ବେଳେ ଆପେ ଆପେ ଏଭଳି ଭାରତ ମାନଚିତ୍ର ସଦୃଶ ଭଳି ପାଣି ରହି ପ୍ରବାହିତ ହେଉଥିବାର ଦେଖିବାକୁ ମିଳିଛି। ପ୍ରକୃତିର ଏଭଳି ସୌନ୍ଦର୍ଯ୍ୟ ଭରା ଚିତ୍ର ଦେଖି ଲୋକେ ଏଠାରେ ଉତ୍ସାହିତ ହେବାରେ ଲାଗିଛନ୍ତି। ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅବକ୍ଷୟମୁଖୀ ଜଙ୍ଗଲ, ଅସୁରକ୍ଷିତ ବନ୍ୟପ୍ରାଣୀ

ଜଗତ୍‌ସିଂହପୁର ଅଫିସ, ୫।୬: ପରିବେଶକୁ ନେଇ ସାରା ବିଶ୍ୱରେ ଚିନ୍ତା ପ୍ରକଟ କରାଯାଉଛି। ବର୍ଯ୍ୟବସ୍ତୁ, ଯାନବାହାନ ଚଳାଚଳ, ଶିଳ୍ପ ଆଦି ମାଧ୍ୟମରେ ପରିବେଶ ପ୍ରଦୂଷିତ ହେଉଛି।...

କଲ୍ୟାଣ ମଣ୍ଡପର ଅନ୍‌ଲାଇନ୍‌ ବୁକିଂ ଆରମ୍ଭ

ଭୁବନେଶ୍ୱର,୩।୧୧(ବ୍ୟୁରୋ) : ଭୁବନେଶ୍ୱରରେ ଖୋଲିବ କଲ୍ୟାଣ ମଣ୍ଡପ। ସୋମବାର ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀଙ୍କ ନିର୍ଦ୍ଦେଶ ପରେ ବିଏମ୍‌ସି ପକ୍ଷରୁ ଏ ନେଇ ସ୍ବତନ୍ତ୍ର ନିର୍ଦ୍ଦେଶନାମା...

କରୋନା ମୁକାବିଲା ଚିନ୍ତା: ତାଲିମ ନେବେ ୧୬୨୦ ଆୟୁଷ ଡାକ୍ତର

ଭୁବନେଶ୍ୱର,୮।୪(ବ୍ୟୁରୋ): କରୋନା ମୁକାବିଲା ଲାଗି ଏମ୍‌ବିବିଏସ୍‌ ଛାତ୍ରୀଛାତ୍ରଙ୍କୁ ତାଲିମ ଦେଇ ନିୟୋଜିତ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ ହୋମିଓପାଥିକ, ଆୟୁର୍ବେଦିକ, ଏଏନ୍‌ଏମ୍‌ଙ୍କୁ...

ବିଚାରାଧୀନ କଏଦୀଙ୍କୁ ଜେଲ କର୍ମଚାରୀଙ୍କ ମାଡ଼: ଭିମସାରରେ ଭର୍ତ୍ତି

ସମ୍ବଲପୁର,୯।୩(ବ୍ୟୁରୋ): ସମ୍ବଲପୁର ମଣ୍ଡଳ କାରାଗାରରେ ଥିବା ଜଣେ ବିଚାରାଧୀନ କଏଦୀ ଜେଲ କର୍ମଚାରୀଙ୍କ ମାଡ଼ରେ ଗୁରୁତର ହୋଇଛନ୍ତି। ସେ ହେଲେ ଟାଉନ ଥାନା ଦଳେଇପଡ଼ାର ଅଭିଷେକ...

ଯାଆଁଳ ଉତ୍ପାଦନ କେନ୍ଦ୍ର ନାହିଁ: ପଡ଼ୋଶୀ ରାଜ୍ୟ ଉପରେ ଚାଷୀ ନିର୍ଭର

ମହାକାଳପଡ଼ା, ୬ା୬ (ଡି.ଏନ୍‌.ଏ.): ଗ୍ରାମାଞ୍ଚଳରେ ମାଛ ଚାଷ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ଋଣ ଯୋଗାଇ ଦିଆଯିବା ସହ ସମସ୍ତ ପ୍ରକାର ସୁବିଧା ଯୋଗାଇ...

ରାଜସ୍ବ ବିଭାଗ ସ୍ବତନ୍ତ୍ର ସଚିବଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୧୩।୮(ବ୍ୟୁରୋ)-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ସ୍ବତନ୍ତ୍ର ସଚିବ ଅଜୟ କୁମାର ଦାସଙ୍କୁ ଗୁରୁବାର ଭିଜିଲାନ୍ସ ଗିରଫ କରିଛି।...

ଛିଡ଼ିଲା ଦୁଃଖର ପାହାଡ଼: ସ୍ବାମୀଙ୍କ ପରେ ପରେ ୨ ଝିଅ ବୁଜିଲେ ଆଖି

ରେଢ଼ାଖୋଲ, ୮।୬(ଡି.ଏନ.ଏ): ରେଢ଼ାଖୋଲ ଉପଖଣ୍ଡ କିସିଣ୍ଡା ଥାନା ଅଧୀନ ହିରାଲୋଇ ଗ୍ରାମରେ ବିଷଧର ସାପ କାମୁଡାରେ ୨ ଭଉଣୀଙ୍କ ମୃତ୍ୟୁ ଘଟିଛି। ମୃତ ୨ ଭଉଣୀ...

ଛତିଷାପାଟରେ ଲୁଚି ରହିଛନ୍ତି ହାତୀପଲ: ଲୋକେ ଆତଙ୍କିତ

ଚୌଦ୍ୱାର,୨୪।୧୦(ଡି.ଏନ୍‌.ଏ): କଟକ ଜିଲା ଚୌଦ୍ୱାର ଥାନା ଅନ୍ତର୍ଗତ ବାଣୀପଦା ଗ୍ରାମ ପଡ଼ିଆରେ ୨୨ ଘରିଆ ହାତୀପଲ ଦେଖିବାକୁ ମିଳିଛି। ଏ ନେଇ ଅଞ୍ଚଳରେ ଆତଙ୍କ ସୃଷ୍ଟି...

Advertisement
Archives

Model This Week