Posted inଜାତୀୟ

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।

୨୮୮ଟି ମହାରାଷ୍ଟ୍ର ନଗର ପରିଷଦ ଏବଂ ପଞ୍ଚାୟତ ନିର୍ବାଚନ ଫଳାଫଳ ଘୋଷିତ ହୋଇଥିବା ବେଳେ ଭାଜପା ୧୨୯ଟିକୁ ଦଖଲ କରିଛି। ବିରୋଧୀ କଂଗ୍ରେସ ଏବଂ ଶିବସେନା(ୟୁବିଟି) ପରାଜିତ ହୋଇଥିବା ବେଳେ ଏଥିପାଇଁ ନିର୍ବାଚନ କମିଶନଙ୍କୁ ଦୋଷ ଦେଇଛନ୍ତି।

ନିର୍ବାଚନ ଫଳାଫଳ ପାଇଁ ଭାଜପାର ମୁଖ୍ୟ ରଣନୀତିକାର ଅମିତ୍‌ ଶାହା ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ବିଜୟ କେନ୍ଦ୍ର ଓ ରାଜ୍ୟର ଏନ୍‌ଡିଏ ସରକାରଙ୍କ ଦୂରଦୃଷ୍ଟିକୁ ଜନସାଧାରଣଙ୍କ ଆଶୀର୍ବାଦ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୈଳ ସଙ୍କଟ ମଧ୍ୟରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ପେଟ୍ରୋଲ ଉପରେ ପ୍ରଥମ ଥର ପାଇଁ ଲାଗିବ…

ନୂଆଦିଲ୍ଲୀ,୧୬।୫: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ (ATF) ରପ୍ତାନି ଉପରେ ଲାଗୁ ହେଉଥିବା ସ୍ପେଶାଲ ଆଡିସନାଲ ଏକ୍ସାଇଜ ଡ୍ୟୁଟି (SAED) ର ଦରରେ…

ଭୋଜଶାଳାରେ ସରସ୍ବତୀ ମନ୍ଦିର ଥିଲା: ହାଇକୋର୍ଟ

ଇନ୍ଦୋର,୧୬ା୫: ମଧ୍ୟପ୍ରଦେଶ ଧାର ଜିଲାରେ ଥିବା ବିବାଦୀୟ ଭୋଜଶାଳା କମ୍ପ୍ଲେକ୍ସ ଦେବୀ ସରସ୍ବତୀଙ୍କୁ ସମର୍ଥତ୍ତ ଏକ ମନ୍ଦିର ବୋଲି ମଧ୍ୟପ୍ରଦେଶ ହାଇକୋର୍ଟ ଶୁକ୍ରବାର ଘୋଷଣା କରିଛନ୍ତି। ମସ୍‌ଜିଦ…

NEET ପେପର ଲିକ୍‌ ମାମଲାରେ CBIର ବଡ଼ କାର୍ଯ୍ୟାନୁଷ୍ଠାନ: ମାଷ୍ଟରମାଇଣ୍ଡ ପି.ଭି. କୁଲକର୍ଣ୍ଣି ଗିରଫ

ନୂଆଦିଲ୍ଲୀ/ପୁଣେ,୧୫।୫: NEET-UG 2026 ପ୍ରଶ୍ନପତ୍ର ଲିକ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI)କୁ ଏକ ବଡ଼ ସଫଳତା ମିଳିଛି। ତଦନ୍ତକାରୀ ସଂସ୍ଥା ଏହି ସାରା ଘଟଣାର ମାଷ୍ଟରମାଇଣ୍ଡ…

ଇନ୍ଧନ ସଞ୍ଚୟ ଚାପ ମଧ୍ୟରେ ସୁପ୍ରିମକୋର୍ଟରେ ହେବ ଭର୍ଚୁଆଲ ଶୁଣାଣି

ନୂଆଦିଲ୍ଲୀ,୧୫।୫: ଶୁକ୍ରବାର ସୁପ୍ରିମକୋର୍ଟ ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ଏକ ସର୍କୁଲାର ଅନୁଯାୟୀ, ସୁପ୍ରିମକୋର୍ଟ ହାଇବ୍ରିଡ କାର୍ଯ୍ୟ ମଡେଲ ବାଛିଛନ୍ତି, ବିବିଧ ଦିନ ଏବଂ ଆଂଶିକ କାର୍ଯ୍ୟ…

କେରଳ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ନାହିଁ ଥରୁର

ନୂଆଦିଲ୍ଲୀ,୧୫।୫: କେରଳର ନୂଆ ମୁଖ୍ୟମନ୍ତ୍ରୀ, ଭି.ଡି. ସତିସନ, ସୋମବାର (୧୮ ମଇ) ଶପଥ ଗ୍ରହଣ କରିବେ ବୋଲି ଆଶା କରାଯାଉଛି। ବ୍ୟାପକ ବିଚାର ବିମର୍ଶ ପରେ, କଂଗ୍ରେସ…

ଆର.ଜି କର ବଳାତ୍କାର ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ: ପୂର୍ବତନ ପୋଲିସ କମିଶନର ବିନୀତ ଗୋୟଲଙ୍କ ସମେତ ତିନି ଜଣ ଅଧିକାରୀଙ୍କୁ ନିଲମ୍ବନ

କୋଲକାତା,୧୫।୫: ବଙ୍ଗଳାରେ ନୂଆ ସରକାର ଗଠନ ହେବା ପରେ, ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଶୁକ୍ରବାର ହାଇପ୍ରୋଫାଇଲ ଆର.ଜି. କର ମାମଲା ସମ୍ପର୍କରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଆରମ୍ଭ…

ଇଶାନଙ୍କୁ ୧ କୋଟି ଟଙ୍କାର ଚେକ୍‌ ଦେଲେ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୧୫।୫: ବିସ୍ଫୋରକ ବ୍ୟାଟସମ୍ୟାନ ଇଶାନ କିଷାନ ଶୁକ୍ରବାର ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ଭେଟଛନ୍ତି। ଏହି ସମୟରେ ସମ୍ରାଟ ଚୌଧୁରୀ ପାଟନାର ବାସିନ୍ଦା ଇଶାନ କିଷାନଙ୍କୁ…

ମୌସୁମୀ ଆଗମନ ନେଇ IMDର ବଡ଼ ଆକଳନ: ୨୬ରେ ଛୁଇଁବ କେରଳ

ନୂଆଦିଲ୍ଲୀ,୧୫।୫: ଭାରତୀୟ ପାଣିପାଗ ବିଭାଗ(IMD) ଏକ ବଡ଼ ଆକଳନ କରିଛି। ଆସନ୍ତା ମେ’ ୨୬ କିମ୍ବା ୨୭ ତାରିଖରେ କେରଳରେ ମୌସୁମୀ ବାୟୁ ପ୍ରବେଶ କରିପାରେ ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri