ମା’ଦରିଆ ରାମଚଣ୍ଡୀଙ୍କ ବିଗତ ବର୍ଷ ଅପେକ୍ଷା ଆୟ ବଢ଼ିଛି

କେନ୍ଦ୍ରାପଡ଼ା ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ଦରିଆ ରାମଚଣ୍ଡୀଙ୍କ ଝାମୁଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଝାମୁଯାତ୍ରାରେ ବିଗତ ବର୍ଷ ଅପେକ୍ଷା ଆୟ ବଢ଼ିଛି। ହୁଣ୍ଡି ଦାନବାକ୍ସ

ମହାକାଳପଡ଼ା, ୩୦।୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ଦରିଆ ରାମଚଣ୍ଡୀଙ୍କ ଝାମୁଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଝାମୁଯାତ୍ରାରେ ବିଗତ ବର୍ଷ ଅପେକ୍ଷା ଆୟ ବଢ଼ିଛି। ହୁଣ୍ଡି ଦାନବାକ୍ସ, ଦୋକାନ ବଜାର ମାହାସୁଲ, ସାଇକେଲ ଷ୍ଟାଣ୍ଡ, ଭୋଗ ଦୋକାନ ସହିତ ଅନ୍ୟାନ୍ୟ ସୂତ୍ରରୁ ମୋଟ ଆୟ ୧୦ଲକ୍ଷ ଟଙ୍କାରୁ ଅଧିକ ହୋଇଥିବା ସୂଚନା ମିଳିଛି। ସେହିପରି ମା’ଙ୍କ ଝାମୁଯାତ୍ରା ପାଇଁ ମୋଟ ୩ ଲକ୍ଷ ୨୫ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି। ବକଳା ଅର୍ଥରୁ ମା’ଙ୍କ ବ୍ୟାଙ୍କ ଖାତାରେ ୫ ଲକ୍ଷ ଟଙ୍କା ଜମା କରାଯାଇଛି। ଅବଶିଷ୍ଟ ଦେଢ଼ ଲକ୍ଷ ଟଙ୍କା ମା’ଙ୍କ ବାର୍ଷିକ ନିତୟାନି ଖର୍ଚ୍ଚ ପାଇଁ ଟ୍ରଷ୍ଟ ବୋର୍ଡରେ ଗଚ୍ଛିତ ରହିଛି ବୋଲି ଟ୍ରଷ୍ଟି ପକ୍ଷରୁ ସୂଚନା ଦିଆଯାଇଛି।
ପୂର୍ବତନ ଟ୍ରଷ୍ଟି ମଥୁରୀ ଚରଣ ସେନାପତି ଦାୟିତ୍ୱ ହସ୍ତାନ୍ତର ବେଳେ ଗତ ୧୦ ବର୍ଷ ମଧ୍ୟରେ ମୋଟ ୮୫୧ ଟଙ୍କା ଆୟ ହୋଇଥିବା ଦର୍ଶାଇଥିଲେ। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହାପରେ ମା’ଙ୍କ ମଧ୍ୟବର୍ତ୍ତୀକାଳୀନ ଟ୍ରଷ୍ଟି ଭାବେ ତହସିଲଦାର ଶିବ ମଲିକ ସେହି ଦାୟିତ୍ୱ ନିର୍ବାହ କରୁଛନ୍ତି। ଏହି ମେଳାକୁ ସୁଚାରୁ ରୁପେ ପରିଚାଳନା କରିବା ପାଇଁ ସ୍ଥାନୀୟ ରାଜସ୍ବ ନୀରିକ୍ଷକ ବିଜୟ କୁମାର ବେହେରାଙ୍କୁ ତହସିଲଦାର ମଲିକ ଦାୟିତ୍ୱ ଦେଇଥିଲେ। ଏଥିସହିତ ମେଳା ପରିଚାଳନା କମିଟି ଗଠନ କରାଯାଇଥିଲା। ଏ ନେଇ ଭାରପ୍ରାପ୍ତ ଟ୍ରଷ୍ଟି ମଲିକ କହିଛନ୍ତି, ଖୁବ୍‌ଶୀଘ୍ର ମା’ଙ୍କ ଆୟବ୍ୟୟ ହିସାବ ଓ ମନ୍ଦିର ପରିଚାଳନା ଉପରେ ବୈଠକ ହେବ। ସେହି ବୈଠକରେ ସମସ୍ତ ବିଷୟରେ ଆଲୋଚନା କରାଯିବ। , ଦୋକାନ ବଜାର ମାହାସୁଲ, ସାଇକେଲ ଷ୍ଟାଣ୍ଡ, ଭୋଗ ଦୋକାନ ସହିତ ଅନ୍ୟାନ୍ୟ ସୂତ୍ରରୁ ମୋଟ ଆୟ ୧୦ଲକ୍ଷ ଟଙ୍କାରୁ ଅଧିକ ହୋଇଥିବା ସୂଚନା ମିଳିଛି। ସେହିପରି ମା’ଙ୍କ ଝାମୁଯାତ୍ରା ପାଇଁ ମୋଟ ୩ ଲକ୍ଷ ୨୫ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି। ବକଳା ଅର୍ଥରୁ ମା’ଙ୍କ ବ୍ୟାଙ୍କ ଖାତାରେ ୫ ଲକ୍ଷ ଟଙ୍କା ଜମା କରାଯାଇଛି। ଅବଶିଷ୍ଟ ଦେଢ଼ ଲକ୍ଷ ଟଙ୍କା ମା’ଙ୍କ ବାର୍ଷିକ ନିତୟାନି ଖର୍ଚ୍ଚ ପାଇଁ ଟ୍ରଷ୍ଟ ବୋର୍ଡରେ ଗଚ୍ଛିତ ରହିଛି ବୋଲି ଟ୍ରଷ୍ଟି ପକ୍ଷରୁ ସୂଚନା ଦିଆଯାଇଛି।
ପୂର୍ବତନ ଟ୍ରଷ୍ଟି ମଥୁରୀ ଚରଣ ସେନାପତି ଦାୟିତ୍ୱ ହସ୍ତାନ୍ତର ବେଳେ ଗତ ୧୦ ବର୍ଷ ମଧ୍ୟରେ ମୋଟ ୮୫୧ ଟଙ୍କା ଆୟ ହୋଇଥିବା ଦର୍ଶାଇଥିଲେ। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହାପରେ ମା’ଙ୍କ ମଧ୍ୟବର୍ତ୍ତୀକାଳୀନ ଟ୍ରଷ୍ଟି ଭାବେ ତହସିଲଦାର ଶିବ ମଲିକ ସେହି ଦାୟିତ୍ୱ ନିର୍ବାହ କରୁଛନ୍ତି। ଏହି ମେଳାକୁ ସୁଚାରୁ ରୁପେ ପରିଚାଳନା କରିବା ପାଇଁ ସ୍ଥାନୀୟ ରାଜସ୍ବ ନୀରିକ୍ଷକ ବିଜୟ କୁମାର ବେହେରାଙ୍କୁ ତହସିଲଦାର ମଲିକ ଦାୟିତ୍ୱ ଦେଇଥିଲେ। ଏଥିସହିତ ମେଳା ପରିଚାଳନା କମିଟି ଗଠନ କରାଯାଇଥିଲା। ଏ ନେଇ ଭାରପ୍ରାପ୍ତ ଟ୍ରଷ୍ଟି ମଲିକ କହିଛନ୍ତି, ଖୁବ୍‌ଶୀଘ୍ର ମା’ଙ୍କ ଆୟବ୍ୟୟ ହିସାବ ଓ ମନ୍ଦିର ପରିଚାଳନା ଉପରେ ବୈଠକ ହେବ। ସେହି ବୈଠକରେ ସମସ୍ତ ବିଷୟରେ ଆଲୋଚନା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମାର୍କଣ୍ଡି ବେଳାଭୂମିରେ ମାରି ଫିଙ୍ଗି ଦେଲେ! ବେକରେ କଟା ଚିହ୍ନ, ଗୋଳନ୍ଥରା ପୋଲିସର ଛାନଭିନ ଆରମ୍ଭ

ଗୋପାଳପୁର, ୧୬।୫(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ମାର୍କଣ୍ଡି ସମୁଦ୍ର ବେଳାଭୂମିରୁ ଜଣେ ଯୁବକଙ୍କ ମୃତଦେହକୁ ଗୋଳନ୍ଥରା ପୋଲିସ ଶୁକ୍ରବାର ସାରେ ଠାବ କରିଛି ।...

ସହି ହେଲାନି ଯନ୍ତ୍ରଣା, ମହାଦେବ ମନ୍ଦିରରେ ରଶି ଲଗାଇ ଝୁଲି ପଡ଼ିଲେ ମହିଳା

ଯୋଗେଶ୍ୱରପୁର,୧୬।୫(ରଶ୍ମିରଞ୍ଜନ ସାହୁ): ଜଣେ ମହିଳା ରୋଗର ଯନ୍ତ୍ରଣା ସହି ନ ପାରି ଏକ ମହାଦେବ ମନ୍ଦିରରେ ବେକରେ ରସି ଲଗାଇ ଗୁରୁବାର ବିଳମ୍ବିତ ରାତିରେ ଆତ୍ମହତ୍ୟା...

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଥାନା ପ୍ରତିଷ୍ଠା ଦାବି: ବନ୍ଦ ପାଳନକୁ ସ୍ବତଃସ୍ଫୂର୍ତ୍ତ ସମର୍ଥନ

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ):  ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର ସହ ଥାନା ପ୍ରତିଷ୍ଠା ଦାବିରେ ଶୁକ୍ରବାର ବରଗଡ଼ ଜିଲା ସୋହେଲା ବ୍ଲକ ଘେଁସରେ ୬ ଘଣ୍ଟିଆ ବନ୍ଦ ପାଳନ ହୋଇଯାଇଛି...

ରାସ୍ତା ମରାମତି ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ

ଦିଗପହଣ୍ଡି,୧୬। ୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଆସିକା ୩୨୬ ନଂ ଜାତୀୟ ରାଜପଥ ସାନଖେମୁଣ୍ଡି ବ୍ଳକ ଚୁଡଙ୍ଗପୁର ଗ୍ରାମର ମୁଖ୍ୟ ରାସ୍ତାରେ...

ଚାଲିବ ଯୁଦ୍ଧ, ଦୁଇ ଘଣ୍ଟାରୁ କମ୍‌ ସମୟରେ ହିଁ ଶେଷ ହୋଇଗଲା…

ଇସ୍ତାନବୁଲ୍‌,୧୬ା୫ : ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧକୁ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଥିବାବେଳେ ୨ ଦେଶର ପ୍ରତିନିଧି ତୁର୍କୀର ଇସ୍ତାନବୁଲ୍‌ରେ ଶୁକ୍ରବାର ପ୍ରଥମ...

ଆଇସକ୍ରିମ୍‌ କିଣି ଘରକୁ ଫେରୁଥିଲେ କୁନି ଝିଅକୁ ଧକ୍କା ଦେଲା ବାଇକ୍‌, ପରେ…

ଦିଗପହଣ୍ଡି,୧୬ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଚୁଡୁଙ୍ଗପୁର ଗ୍ରାମ ମିଲ ସାହିର ୨ୟ ଶ୍ରେଣୀ ଛାତ୍ରୀ ସିଏଚ୍‌.ପ୍ରିୟଙ୍କା ପାତ୍ର(୬) ବାଇକ (ଓଡ଼ି୦୭ ଏ...

ଯୁଦ୍ଧକୁ ନେଇ ବଡ଼ ଘୋଷଣା କଲା ପାକିସ୍ତାନ, କହିଲା ମେ ୧୮ ପରେ ଭାରତ ସହ…

ଇସଲାମବାଦ,୧୬।୮: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତିକୁ ମେ ୧୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ ଏହାରି ଭିତରେ ପାକିସ୍ତାନର ବଡ଼ ବୟାନ ସାମ୍ନାକୁ ଆସିଛି।...

ମାମୁଁଘରକୁ ବୁଲି ଆସିଥିଲେ, ନାବାଳିକାଙ୍କୁ ଅପହରଣ କରିନେଲେ; ଅଭିଯୁକ୍ତଙ୍କୁ ଖୋଜୁଛି ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୬।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୩ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri