ଜାଣନ୍ତୁ ଏହି ରାଶିର ମହିଳାଙ୍କ ସ୍ବଭାବ: ବିବାହ ସମୟରେ ଆସିବ କାମରେ

ଅଧିକାଂଶ ପୁଅ ଚାହିଁଥାଆନ୍ତି ଯାହାକୁ ସେମାନେ ବିିବାହ କରିବେ ସେ ଭଲ ସ୍ବଭାବର ହେବା ସହ ତାଙ୍କୁ ମଧ୍ୟ ଅନୁରୂପ ଭାବେ ଭଲ ପାଆନ୍ତୁ। ତେବେ ଏପରି ଝିଅ ଖୋଜିବା ସମ୍ଭବ ହୋଇ ନ ଥାଏ। ସାଧାରଣତଃ ଅନ୍ୟ ଜଣଙ୍କୁ ଦେଖି ତାହାର ସ୍ବଭାବ ବିଷୟରେ ଜାଣିବା ସମ୍ଭବପର ନୁହେଁ। ମାତ୍ର ରାଶି ଦ୍ୱାରା ଝିଅଙ୍କ ସ୍ବଭାବ ସହଜରେ ଜାଣି ହୋଇଥାଏ ବୋଲି ଜ୍ୟୋତିଷ ଶାସ୍ତ୍ର ମତ ପୋଷଣ କରିଥାଏ। ତେବେ ଜାଣନ୍ତୁ କୁମ୍ଭରାଶି ମହିଳାଙ୍କ ସ୍ବଭାବ ସମ୍ପର୍କରେ …

ସମସ୍ତଙ୍କ ସହ କରିଥାନ୍ତି ବନ୍ଧୁତା
ଏହି ରାଶିର ମହିଳାମାନେ ସାଧାରଣତଃ ସମସ୍ତଙ୍କ ସହ ବନ୍ଧୁତା ସ୍ଥାପନ କରିଥାନ୍ତି। ଏମାନେ ବନ୍ଧୁତାରେ ବୟସର ତାରତମ୍ୟକୁ ନଜର ଦେଇ ନ ଥାଆନ୍ତି। ଏହା ସହ ଏମାନେ ଏହି ଦୋସ୍ତିକୁ ମୁଣ୍ଡରେ ନୁହେଁ, ବରଂ ହୃଦୟ ସହକାରେ ଗ୍ରହଣ କରିଥାଆନ୍ତି।

ସୁନ୍ଦର କଥା
ଏମାନଙ୍କ କଥା କହିବାଶୈଳୀ ଅଧିକ ସୁନ୍ଦର ହୋଇଥାଏ। ଏମାନଙ୍କ କଥା ମଧୁର। ଉଚ୍ଚ କଥା ଏମାନଙ୍କୁ ପସନ୍ଦ ହୋଇ ନ ଥାଏ।

ଦେଖିବାକୁ ସୁନ୍ଦର
ଏମାନଙ୍କ କଥା ଯେତିକି ସୁନ୍ଦର, ଦେଖିବାକୁ ମଧ୍ୟ ସେତିକି ସୁନ୍ଦର ହୋଇଥାନ୍ତି। ଏମାନେ ନିଜ ହିସାବରେ ଜୀବନଯାପନ କରିବାକୁ ପସନ୍ଦ କରିଥା’ନ୍ତି।

ମଧୁର କଥା କହୁଥିବା ପୁଅଙ୍କୁ ଭଲ ପାଇଥା’ନ୍ତି

ଏହି ରାଶିର ଝିଅ ତାଙ୍କ ପାର୍ଟନରଙ୍କୁ ଅଧିକ ଭଲ ପାଇଥା’ନ୍ତି। ଏମାନେ ଚାହାନ୍ତି ତାଙ୍କ ପାର୍ଟନର ତାଙ୍କ କଥାକୁ ଶୁଣନ୍ତୁ ଏବଂ ଧ୍ୟାନ ରଖନ୍ତୁ। ଏମାନଙ୍କୁ ଆରାମରେ ରହିବା ପାଇଁ ତାଙ୍କ ପସନ୍ଦର ଜିିନିଷ ଆବଶ୍ୟକ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri