Posted inଫୁରସତ

ପ୍ରଜାପତି: କିଛି ଜାଣିବା କଥା

ପୃଥିବୀ ପୃଷ୍ଠରେ ପ୍ରାୟ ୨୮,୦୦୦ ପ୍ରକାରର ପ୍ରଜାପତି ଦେଖାଯାଇଥାନ୍ତି। ପ୍ରତି ପ୍ରଜାପତିଙ୍କର ଆକାର ଭିନ୍ନ ଭିନ୍ନ ହୋଇଥାଏ। ପୁରୁଷ ପ୍ରଜାପତିଙ୍କ ତୁଳନାରେ ସ୍ତ୍ରୀ ପ୍ରଜାପତିମାନେ ଦେଖିବାକୁ ଟିକେ ବଡ଼ ହୋଇଥାନ୍ତି। ଆଉ ସେମାନଙ୍କର ସଂଖ୍ୟା ବି ଟିକେ ଅଧିକ ଥାଏ।ଶ୍ରବଣ ଶକ୍ତି ନ ଥାଏ, କିନ୍ତୁ ସେମାନେ ନିଜର ଶିକାରର କମ୍ପନକୁ ବହୁତ ଭଲ ଭାବେ ଅନୁଭବ କରିପାରନ୍ତି। ସେମାନଙ୍କ ଡେଣାରୁ ବାହାରୁଥିବା ଶବ୍ଦକୁ ଅନୁକରଣ କରି ପରସ୍ପରର ଖବର ରଖିଥାନ୍ତି। ପୁରୁଷ ପ୍ରଜାପତି ସ୍ତ୍ରୀ ପ୍ରଜାପତି ସହ ସମ୍ପର୍କ ରଖିବା ପାଇଁ ନିଜ ଶରୀରରୁ ଏକ ପ୍ରକାରର ମହକ ଉତ୍ପନ କରିଥାଏ, ଯାହାକୁ ପ୍ରାୟ ୨ କି.ମି ଦୂରରୁ ସ୍ତ୍ରୀ ପ୍ରଜାପତି ଶୁଙ୍ଘି ଆକର୍ଷିତ ହୋଇ ଆସିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ତିରୁମାଲା ଗର୍ଭଗୃହରେ କାହିଁକି ନାହିଁ ଘଣ୍ଟି, ଜାଣନ୍ତୁ ଏହାର ରହସ୍ୟ…

ତିରୁମାଲାର ବିଶ୍ୱ ପ୍ରସିଦ୍ଧ ଭଗବାନ ଶ୍ରୀ ଭେଙ୍କଟେଶ୍ୱର ସ୍ବାମୀ (ବାଲାଜୀ) ମନ୍ଦିର ଏହାର ମହିମା, ଚମତ୍କାର ଏବଂ ଅନନ୍ୟ ପରମ୍ପରା ପାଇଁ ସାରା ବିଶ୍ୱରେ ଜଣାଶୁଣା। ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri