୧୨୦୦ କୋଟି ବ୍ୟବସାୟ କଲା କେଜିଏଫ ୨, ଆର୍‌ଆର୍‌ଆର୍‌କୁ ପଛରେ ପକାଇଲା

ମୁମ୍ବାଇ: ରକିଂ ଷ୍ଟାର ୟଶଙ୍କ ଫିଲ୍ମ କେଜିଏଫ୍ ଚାପ୍ଟର ୨ ରିଲିଜ ହେବାକୁ ୫ ସପ୍ତାହ ହୋଇଗଲାଣି । ହେଲେ ଏବେବି ଏହା ରେକର୍ଡ ପରେ ରେକର୍ଡ କରି ଚାଲିଛି । ଏହି ଫିଲ୍ମ ଏବେ ସାରା ବିଶ୍ୱରେ ୧୨୦୦ କୋଟି ବ୍ୟବସାୟ କରି ସାରିଲାଣି । ଏହାସହ କେଜିଏଫ ୨ ଏସଏସ ରାଜାମୌଳିଙ୍କ ଫିଲ୍ମ ଆରଆରଆରକୁ ପଛରେ ପକାଇ ଦେଇଛି ।
ଟ୍ରେଡ ଆନାଲିଷ୍ଟ ମନୋବଲ ବିଜୟବାଲା ଟୁଇଟ କରି ଏହି ସୂଚନା ଦେଇଛନ୍ତି । ସେ କେଜିଫ ଚାପ୍ଟର ୨ର ପ୍ରଥମ ସପ୍ତାହରୁ ନେଇ ପଞ୍ଚମ ସପ୍ତାହ ପର୍ଯ୍ୟନ୍ତ କରିଥିବା ବ୍ୟବସାୟ ସମ୍ପର୍କରେ ସୂଚନା ଦେଇଛନ୍ତି । ଏବେ କେଜିଏଫ ୨ ୱାର୍ଲଡ ୱାଇଡ ୧୨୦୦.୭୬ କୋଟି ଟଙ୍କା ଆୟ କରିଛି । ଭାରତୀୟ ବକ୍ସ ଅଫିସରେ ଏହାର ହିନ୍ଦି ଭର୍ସନ ୪୨୭.୦୫ କୋଟି ବ୍ୟବସାୟ କରିଛି ।
୧୪ ଏପ୍ରିଲ ୨୦୨୨ରେ କେଜିଏଫ ୨ ସାରା ବିଶ୍ୱରେ ରିଲିଜ୍ ହୋଇଥିଲା । ରିଲିଜର ପ୍ରଥମ ଦିନରେ ଦେଶରେ ଏହା ୧୩୪ କୋଟି ଟଙ୍କାର ବ୍ୟବସାୟ କରିଥିଲା । ସେହିପରି ସାରା ବିଶ୍ୱରେ ପ୍ରଥମ ସପ୍ତାହରେ ଏହା ୭୨୦.୩୧ କୋଟି ବ୍ୟବସାୟ କରିଥିଲା । ଗତ ସପ୍ତାହରେ ଫିଲ୍ମର ପ୍ରଯୋଜକ ସ୍ପଷ୍ଟ କରିଥିଲେ କି କେଜିଏଫ ଚାପ୍ଟର ୩ ଆସିବ । ଏହାର ଶୁଟିଂ ଅକ୍ଟୋବର ୨୦୨୨ରୁ ଆରମ୍ଭ କରାଯିବ ଓ ୨୦୨୪ ରେ କେଜିଏଫ ୩ ରିଲିଜ ହେବ ।


Enter your email to get our daily news in your inbox.

All Right Reserved By Dharitri.Com

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri