ମୟୂର ପୁଚ୍ଛର କରନ୍ତୁ ଏପରି ବ୍ୟବହାର: ଖୋଲିଦେବ ଭାଗ୍ୟ, ହେବ ଧନୀ

ମୟୂର ପୁଚ୍ଛ ସମସ୍ତ ଦେବୀଦେବତାଙ୍କ ପ୍ରିୟ ହୋଇଥାଏ। ଏହାକୁ ପ୍ରଭୁ ଶ୍ରୀକୃଷ୍ଣ ତାଙ୍କ ମସ୍ତକରେ ଧାରଣ କରିଛନ୍ତି। ବିଶ୍ୱାସ ଅଛି ଯେ, ଏହା ମଧ୍ୟ ଜୀବନର ଗତିପଥ ଓ ଅବସ୍ଥାରେ ପରିବର୍ତ୍ତନ ଆଣିଥାଏ।

ଯଦି ଆପଣ ଆର୍ଥିକ ସମସ୍ୟା ସହ ସଂଘର୍ଷ କରୁଛନ୍ତି, ତେବେ ଆପଣଙ୍କ ଅଫିସ କିମ୍ବା ଲକରରେ ଦକ୍ଷିଣ-ପୂର୍ବ ଦିଗରେ ମୟୂର ପୁଚ୍ଛ ରଖନ୍ତୁ। ଆପଣ ଏଥିରୁ ବହୁତ ଉପକୃତ ହେବେ। କଦାପି ଟଙ୍କା ଅଭାବ ରହିବ ନାହିଁ। ପାଇବାକୁ ଥିବା ଟଙ୍କା ମଧ୍ୟ ସହଜରେ ମିଳିଯିବ।

ଶୋଇବା ଘରର ପୂର୍ବ କିମ୍ବା ଦକ୍ଷିଣ-ପୂର୍ବ ଦିଗରେ ମୟୂର ପୁଚ୍ଛ ରଖିବା ଫଳରେ ଅଟକିଥିବା ସମସ୍ତ କାର୍ଯ୍ୟ ସହଜରେ ହୋଇଯାଏ।

ଯେଉଁ ପିଲାଙ୍କର ପଢ଼ାପଢ଼ିରେ ମନଲାଗେ ନାହିଁ, ସେମାନଙ୍କ ପଢ଼ାଘର କିମ୍ବା ବହିରେ ମୟୂର ପୁଚ୍ଛ ରଖିବା ଫଳରେ ପିଲାଙ୍କ ଏକାଗ୍ରତା ବଢ଼ିଥାଏ।

ଘରର ମୁଖ୍ୟ ଦ୍ୱାରରେ ଗଣେଶଙ୍କ ମୂର୍ତ୍ତି ସହିତ ମୟୂର ପୁଚ୍ଛ ରଖିଲେ, ସମସ୍ତ ପ୍ରକାରର ବାସ୍ତୁ ଦୋଷ ଦୂର ହୁଏ। ଘରେ କୌଣସି ନକରାତ୍ମକ ଶକ୍ତି ରହେ ନାହିଁ।

ଯଦି ଆପଣ ଘରେ ମୟୂର ପୁଚ୍ଛ ରଖିଛନ୍ତି ତେବେ କୌଣସି ଅଶୁଭ ଶକ୍ତି ଘରେ ପ୍ରବେଶ କରିପାରିବ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମକୁଣ୍ଡଳୀରେ ମଙ୍ଗଳଦୋଷ ଅଛି କି? ଜାଣନ୍ତୁ ମାଙ୍ଗଳିକ ହେବାର କାରଣ, ଉପାୟ..

ଭାରତରେ ବିବାହ ପୂର୍ବରୁ ବରକନ୍ୟାଙ୍କ ଜନ୍ମକୁଣ୍ଡଳୀ ମିଶା ଯାଇଥାଏ। ଏହି ସମୟରେ ପୁଅ କିମ୍ବା ଝିଅର ମାଙ୍ଗଳିକ ଦୋଷ ବିଷୟରେ ଜଣାପଡ଼ିଥାଏ। ପରେ ପଣ୍ଡିତମାନେ ସେହି...

 ସୁନ୍ଦର ପୁଅଙ୍କୁ ପାଖରେ ଦେଖି କ’ଣ ଭାବନ୍ତି ଝିଅ…

ଅନେକ ସମୟରେ ପାଖରେ ସୁନ୍ଦର ପୁଅକୁ ଦେଖିଲେ ଝିଅମାନେ ଅନେକ କିଛି ଭାବିଥାନ୍ତି। ତେବେ ସେମାନେ କ’ଣ ଭାବିଥାନ୍ତି ଏହା ସମସ୍ତଙ୍କ ଜାଣିବାକୁ ଇଚ୍ଛା ଥାଏ।...

କୃତ୍ରିମ ରେଟିନା

ବେଶ୍‌ କିଛିବର୍ଷ ପରିଶ୍ରମ କରିବା ପରେ ଇଂଲଣ୍ଡର ବିଶେଷଜ୍ଞମାନେ କୃତ୍ରିମ ରେଟିନା ପ୍ରସ୍ତୁତ କରିବାରେ ସକ୍ଷମ ହୋଇଛନ୍ତି। ବିଶେଷଭାବରେ ଏହି ନୂଆ ରେଟିନା ଦୃଷ୍ଟିହୀନମାନଙ୍କ ପାଇଁ...

ମନସୁନ୍‌ ଗାର୍ଡେନିଂ

  ଗାର୍ଡେନିଂ ନିମନ୍ତେ ବର୍ଷାଦିନ ବହୁତ ଭଲ। କିନ୍ତୁ ଏହି ଋତୁରେ ମଧ୍ୟ କିପରି ଗଛର ଯତ୍ନ ନେବେ ଜାଣି ରଖନ୍ତୁ… ବର୍ଷାଦିନେ ଗଛରେ ଆବଶ୍ୟକତା...

ତ୍ୱଚା ପାଇଁ ଉପକାରୀ ବିଟ୍‌

ବିଟ୍‌ ଖାଇବା ସ୍ବାସ୍ଥ୍ୟ ପକ୍ଷେ ଯେତିକି ଲାଭଦାୟକ ଏଥିରେ ଥିବା ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ଉପାଦାନ ତ୍ୱଚା ପାଇଁ ମଧ୍ୟ ସେତିକି ଉପକାରୀ। ଆସନ୍ତୁ ଜାଣିବା ଏହାକୁ...

ଏହି ୪ ରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି ବହୁତ ଭାଗ୍ୟଶାଳୀ, କମ୍‌ ବୟସରେ ହୁଅନ୍ତି ଧନୀ; ଜାଣନ୍ତୁ…

କିଛି ଲୋକ କମ୍‌ ପରିଶ୍ରମରେ ସଫଳତାର ସ୍ବାଦ ଚାଖିଥାନ୍ତି। ଜ୍ୟୋତିଷଶାସ୍ତ୍ର ଅନୁସାରେ ଗହ-ନକ୍ଷତ୍ରର ଚଳନ ଯୋଗୁ ବ୍ୟକ୍ତିଟିଏ ସଫଳ ହୋଇପାରେ। ଆମେ କଥା ହେବା ସେଭଳି...

ପନିର ନୁରାନି

ପର୍ଯ୍ୟଟନ ସହର ପୁରୀରେ ପର୍ଯ୍ୟଟକଙ୍କ ସମାଗମକୁ ଦୃଷ୍ଟିରେ ରଖି ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯାଏ । ବଳିଆପଣ୍ଡାସ୍ଥିତ ହୋଟେଲ ଲକି...

ବଢ଼ାନ୍ତୁ ଶିଶୁଙ୍କ ରୋଗ ପ୍ରତିରୋଧକ ଶକ୍ତି

ସାଧାରଣତଃ ଶିଶୁମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବଡ଼ମାନଙ୍କ ତୁଳନାରେ ଖୁବ୍‌ କମ୍‌; ଯେଉଁଥିଲାଗି ସେମାନେ ସହଜରେ ଥଣ୍ଡା, ଜ୍ୱର, କାଶ ଭଳି ଅନ୍ୟାନ୍ୟ ସମସ୍ୟାର ସମ୍ମୁଖୀନ...

Advertisement
Archives

Model This Week