ମୟୂର ପୁଚ୍ଛର କରନ୍ତୁ ଏପରି ବ୍ୟବହାର: ଖୋଲିଦେବ ଭାଗ୍ୟ, ହେବ ଧନୀ

ମୟୂର ପୁଚ୍ଛ ସମସ୍ତ ଦେବୀଦେବତାଙ୍କ ପ୍ରିୟ ହୋଇଥାଏ। ଏହାକୁ ପ୍ରଭୁ ଶ୍ରୀକୃଷ୍ଣ ତାଙ୍କ ମସ୍ତକରେ ଧାରଣ କରିଛନ୍ତି। ବିଶ୍ୱାସ ଅଛି ଯେ, ଏହା ମଧ୍ୟ ଜୀବନର ଗତିପଥ ଓ ଅବସ୍ଥାରେ ପରିବର୍ତ୍ତନ ଆଣିଥାଏ।

ଯଦି ଆପଣ ଆର୍ଥିକ ସମସ୍ୟା ସହ ସଂଘର୍ଷ କରୁଛନ୍ତି, ତେବେ ଆପଣଙ୍କ ଅଫିସ କିମ୍ବା ଲକରରେ ଦକ୍ଷିଣ-ପୂର୍ବ ଦିଗରେ ମୟୂର ପୁଚ୍ଛ ରଖନ୍ତୁ। ଆପଣ ଏଥିରୁ ବହୁତ ଉପକୃତ ହେବେ। କଦାପି ଟଙ୍କା ଅଭାବ ରହିବ ନାହିଁ। ପାଇବାକୁ ଥିବା ଟଙ୍କା ମଧ୍ୟ ସହଜରେ ମିଳିଯିବ।

ଶୋଇବା ଘରର ପୂର୍ବ କିମ୍ବା ଦକ୍ଷିଣ-ପୂର୍ବ ଦିଗରେ ମୟୂର ପୁଚ୍ଛ ରଖିବା ଫଳରେ ଅଟକିଥିବା ସମସ୍ତ କାର୍ଯ୍ୟ ସହଜରେ ହୋଇଯାଏ।

ଯେଉଁ ପିଲାଙ୍କର ପଢ଼ାପଢ଼ିରେ ମନଲାଗେ ନାହିଁ, ସେମାନଙ୍କ ପଢ଼ାଘର କିମ୍ବା ବହିରେ ମୟୂର ପୁଚ୍ଛ ରଖିବା ଫଳରେ ପିଲାଙ୍କ ଏକାଗ୍ରତା ବଢ଼ିଥାଏ।

ଘରର ମୁଖ୍ୟ ଦ୍ୱାରରେ ଗଣେଶଙ୍କ ମୂର୍ତ୍ତି ସହିତ ମୟୂର ପୁଚ୍ଛ ରଖିଲେ, ସମସ୍ତ ପ୍ରକାରର ବାସ୍ତୁ ଦୋଷ ଦୂର ହୁଏ। ଘରେ କୌଣସି ନକରାତ୍ମକ ଶକ୍ତି ରହେ ନାହିଁ।

ଯଦି ଆପଣ ଘରେ ମୟୂର ପୁଚ୍ଛ ରଖିଛନ୍ତି ତେବେ କୌଣସି ଅଶୁଭ ଶକ୍ତି ଘରେ ପ୍ରବେଶ କରିପାରିବ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ୱାରିୟମ୍‌ ରଖୁଥିଲେ ଜାଣିରଖନ୍ତୁ ଏସବୁ ବାସ୍ତୁ ନିୟମ, ବଢ଼ିବ ଐଶ୍ୱର୍ଯ୍ୟ…

ଘରେ ଆକ୍ୱାରିୟମ୍‌ ରଖିଲେ ବହୁତ ଉନ୍ନତି ହୋଇଥାଏ ବୋଲି ବିଶ୍ୱାସ ରହିଛି। କିନ୍ତୁ ଏଥିପାଇଁ କିଛିଟା ବାସ୍ତୁ ନିୟମ ଜାଣିବା ବି ଜରୁରୀ… *ଆକ୍ୱାରିୟମ୍‌ରେ ସର୍ବଦା...

ସମ୍ପତ୍ତି ବଢାଇବାକୁ ଚାହୁଁଛନ୍ତିକି? ଆପଣାନ୍ତୁ ଏଭଳି ବାସ୍ତୁ ଉପାୟ…

ଧନପ୍ରାପ୍ତିର ଇଚ୍ଛା ସମସ୍ତଙ୍କର ଥାଏ। ସେଥିପାଇଁ କିଏ କେତେ ପରିଶ୍ରମ ବି କରିଥାନ୍ତି। ହେଲେ ଏମିତି କେତୋଟି ସହଜ ବାସ୍ତୁ ଉପାୟ ରହିଛି; ଯାହାକୁ ଆପଣାଇଲେ...

ପିଲାମାନଙ୍କୁ ସବୁକ୍ଷେତ୍ର ସଫଳ କରିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଟିପ୍ସ

ପିଲାଙ୍କର ସବୁକ୍ଷେତ୍ରରେ ସଫଳତା ନିମନ୍ତେ ଶିଷ୍ଟାଚାର ଓ ଅନୁଶାସନର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ପିଲାବେଳୁ ଅଭିଭାବକମାନେ ହିଁ ଏନେଇ ଧ୍ୟାନଦେବା ଦରକାର… ପିଲାଙ୍କ...

ଡିପ୍‌ଥେରିଆ: କାରଣ, ପ୍ରତିକାର

ଏବେ ଶିଶୁମାନଙ୍କର ଏକ ବିରଳ ରୋଗ ହେଲା ‘ଡିପ୍‌ଥେରିଆ’ ବା କଣ୍ଠ ଆଳତି। ସାର୍ବଜନୀନ ଟିକା ପ୍ରଦାନ ଦ୍ୱାରା ଏହା ବହୁମାତ୍ରାରେ କମିଯାଇଛି। ସମଗ୍ର ଦେଶରେ...

ବିଶାଳ ସୌର ଶିଖା ଓ ଚମତ୍କାର ମେରୁ ଆଲୋକ

ଏହି ବର୍ଷ ମେ ମାସ ଦ୍ୱିତୀୟ ସପ୍ତାହରେ ମହାକାଶରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଥିଲା। ଏହା ଥିଲା ବିଶାଳ ସୌର ଶିଖା ଏବଂ ଚମତ୍କାର...

୧୦୦ ବର୍ଷ ପରେ ଅଦ୍ଭୁତ ସଂଯୋଗ: ୩ ରାଶିର ବ୍ୟକ୍ତି ହେବେ ମାଲାମାଲ

ବିଶ୍ୱାସ କରାଯାଏ ଯେ, ମାତା ଗଙ୍ଗା ଜ୍ୟେଷ୍ଠ ଶୁକ୍ଲ ପକ୍ଷର ଦଶମୀ ତିଥିରେ ପୃଥିବୀକୁ ଅପତରଣ କରିଥିଲେ। ତେଣୁ ଏହି ଦିନ ଗଙ୍ଗା ଦଶହରା ବା...

ଟାଇଲ୍ସ ସଫା କରିବେ କିପରି

ଘର ହେଉ କି ବାଥ୍‌ରୁମ୍‌ର ଚଟାଣକୁ ଆକର୍ଷଣୀୟ କରିବା ପାଇଁ ଆଜିକାଲି ଟାଇଲ୍ସ ବ୍ୟବହାର କରାଯାଉଛି। ତେବେ ଏହାକୁ କିପରି ସଫାକରିବେ କେତୋଟି ଟିପ୍ସ… ଭିନେଗାର...

ଜମିଲାଣି ରଜ ଉତ୍ସାହ

ପାଖେଇ ଆସୁଛି ରଜ। ପିଠାପଣାରେ ମହକିବ ଗାଁଠୁ ସହର। ଝିଅ, ବୋହୂମାନେ ନୂଆ ନୂଆ ପୋଷାକ ପିନ୍ଧି ହାତରେ ମେହେନ୍ଦି, ଗୋଡ଼ରେ ଅଳତା ଲଗାଇ ସଜେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri