Posted inଜାତୀୟ

‘ମୁଁ ବ୍ଲାକମେଲ କରିବି ନାହିଁ’, ମୁଖ୍ୟମନ୍ତ୍ରୀ ନାମ ଘୋଷଣା ପୂର୍ବରୁ ଶିବକୁମାର କହିଲେ ସୋନିଆ ଗାନ୍ଧୀ ମୋର ରୋଲ ମଡେଲ

ନୂଆଦିଲ୍ଲୀ,୧୬।୫: କର୍ନାଟକ ନିର୍ବାଚନ ଜିତିବା ପରେ କଂଗ୍ରେସ ନେତା ଡି.କେ. ଶିବକୁମାର ମଙ୍ଗଳବାର ଦିଲ୍ଲୀ ଯାତ୍ରା କରିବେ। ଏହା ପୂର୍ବରୁ ସେ ମିଡିଆ ସହ କଥା ହୋଇ କହିଛନ୍ତି, ଏବେ ସେ ସୁସ୍ଥ ହୋଇଯାଇଛନ୍ତି, ତାଙ୍କର ବିପି କଣ୍ଟ୍ରୋଲରେ ରହିଛି ସେଥିପାଇଁ ସେ ଆଜି ଦିଲ୍ଲୀ ଗସ୍ତ କରୁଛନ୍ତି। ଆଉ ସେଠାରେ ସେ ଯାଇ କଂଗ୍ରେସର ହାଇକମାଣ୍ଡଙ୍କୁ ଭେଟିବେ।

ଶିବକୁମାର ଗଣମାଧ୍ୟମକୁ କହିଛନ୍ତି କି ସେ କୌଣସି ପଦ ପାଇଁ କାହାକୁ ବ୍ଲାକମେଲ କରିବେ ନାହିଁ। ସୋନିଆ ଗାନ୍ଧୀ ତାଙ୍କର ରୋଲ ମଡେଲ। କଂଗ୍ରେସ ଏବେବି ତାଙ୍କ ପରିବାର। ଆମର ସମ୍ବିଧାନ ବହୁତ ମହତ୍ୱପୂର୍ଣ୍ଣ, ସେଥିପାଇଁ ଆମେ ଦଳର ସମସ୍ତ ସଦସ୍ୟଙ୍କ ହିତ ଚାହିଁଥାଉ।

ଡି.କେ ଶିବକୁମାର କହିଛନ୍ତି, ଯଦି ଦଳ ଚାହେଁ ମୋତେ ଦାୟିତ୍ୱ ଦେଇପାରେ, ଏହା ଆମର ମିଳିତ ଗୃହ, ଏଠାରେ ଆମର ସଂଖ୍ୟା ୧୩୫। ମୁଁ ଏଠାରେ କାହାକୁ ଭାଗ କରିବାକୁ ଚାହେଁ ନାହିଁ। ସେମାନେ ମୋତେ ପସନ୍ଦ କରନ୍ତୁ ବା ନ କରନ୍ତୁ, ମୁଁ କାହାକୁ ବ୍ୟାକଷ୍ଟେପ ଦେବି ନାହିଁ କିମ୍ବା କାହାକୁ ବ୍ଲାକମେଲ କରିବି ନାହିଁ ।

ଦଳ ମୋର ଭଗବାନ, ଆମେ ଏହି ପାର୍ଟି ର୍ନିମାଣ କରିଛୁ ଏବଂ ମୁଁ ଏହାର ଏକ ଅଂଶ ଏବଂ ମୁଁ ଏଥିରେ ଏକା ନୁହେଁ ବୋଲି ସେ କହିଛନ୍ତି। ଆମେ ଏହି ଦଳ (କଂଗ୍ରେସ) କରିଛୁ, ଆମେ ଏହି ଘର ତିଆରି କରିଛୁ ଏବଂ ମୁଁ ଏହାର ଏକ ଅଂଶ ଅଟେ। ଜଣେ ମା’ ନିଜ ପିଲାକୁ ସବୁକିଛି ଦେଇଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଖବର: ବଢ଼ିଲା ସ୍ନାତକ ନାମଲେଖା ଅବଧି, ୨୨ରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା

ଭୁବନେଶ୍ବର,୧୦।୬: ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ସମୟସୀମା ବୃଦ୍ଧି ପାଇଛି । ଜୁନ୍‌ ୧୬ ତାରିଖ ଯାଏଁ ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରୀଛାତ୍ର ।…

ଜୁନ୍ ୩୦ରୁ ବନ୍ଦ ହେବକି କାଗଜ ନୋଟ୍? ଆସିଲା କେନ୍ଦ୍ର ସରକାରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧୦।୬: ଗତ କିଛି ଦିନ ଧରି ସୋସିଆଲ ମିଡିଆରେ RBI ସମ୍ପର୍କରେ ବିଭିନ୍ନ ରିପୋର୍ଟ ଭାଇରାଲ ହେଉଛି । ଏପରି ଏକ ରିପୋର୍ଟରେ ଦାବି କରାଯାଇଛି ଯେ RBI…

ସଂଘାପଶି ଗ୍ରାମରେ ହାତୀ ଆତଙ୍କ: ଯୁବକଙ୍କୁ ମାରିବା ପରେ ମୃତଦେହ ଜଗି ରହିଛନ୍ତି ୧୮ ହାତୀ !

ରିଆମାଳ, ୧୦ା୬ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ଅନ୍ତର୍ଗତ କୁଣ୍ଢେଇଗୋଳା ସେକ୍ସନ ସଂଘାପଶି ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ହାତୀ…

ନେହେରୁଙ୍କ ରେକର୍ଡ ଭାଙ୍ଗିବା ପରେ ଆସିଲା ମୋଦିଙ୍କ ପ୍ରଥମ ପ୍ରତିକ୍ରିୟା, କଂଗ୍ରେସର ପ୍ରତାରଣା ପରେ ଦେଶବାସୀ…

ନୂଆଦିଲ୍ଲୀ,୧୦।୬: କେନ୍ଦ୍ରରେ ମୋଦି ସରକାରଙ୍କ ୧୨ ବର୍ଷ ପୂରଣ ଉପଲକ୍ଷେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA)ର ଏକ ପ୍ରମୁଖ ବୈଠକ ଅନୁଷ୍ଠିତ ହୋଇଥିଲା।…

Inverter Care: ବାରମ୍ବାର କାର୍ବନ ଜମି ଇନଭର୍ଟର ଖରାପ ହେଉଛି କି? ଜାଣନ୍ତୁ ସଫା କରିବାର ୩ ସହଜ ଉପାୟ…

ନୂଆଦିଲ୍ଲୀ,୧୦।୬: ଇନଭର୍ଟର ଆଜିର ସମୟରେ ପ୍ରତ୍ୟେକ ଘରର ଏକ ଅତି ଜରୁରୀ ଆବଶ୍ୟକତା ପାଲଟିଛି। ବିଶେଷ କରି ଗ୍ରୀଷ୍ମ ଋତୁରେ ଯେତେବେଳେ ବାରମ୍ବାର ବିଦ୍ୟୁତ କାଟ୍ (Power Cut)…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ଅକାଳ ବିୟୋଗ, ଅଞ୍ଚଳରେ ଶୋକର ଛାୟା

ଛତ୍ରପୁର,୧୦।୬( ଦିଲ୍ଲୀପ ସାମଲ) : ଛତ୍ରପୁର ପୌର ପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଅକାଳ ବିୟୋଗ ହୋଇଛି । ସେ ଗତ ଏକ ମାସରୁ ଅଧିକ ଦିନ…

ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି

କଟକ,୧୦ା୬(ପ୍ରଭୁକଲ୍ୟାଣ ପାଲ୍): ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି ଯୋଗେଶ ବାହାଦୂର ଖୁରାନିଆ। ଚଳିତ ମାସ ୧୯ ଓ ୨୦ ତାରିଖରେ…

ଫସିଗଲେ ପ୍ରଣିତ ମୋରେ, ବାଧ୍ୟ ହୋଇ ଇନଷ୍ଟାଗ୍ରାମ ଆକାଉଣ୍ଟ କଲେ ଡିଲିଟ୍‌ !

ମୁମ୍ବାଇ: ବିବାଦ ଘେରରେ ଜଣାଶୁଣା ଷ୍ଟାଣ୍ଡ-ଅପ କମେଡିଆନ ପ୍ରଣିତ ମୋରେ। ତାଙ୍କ ଶୋ’ର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ତାଙ୍କୁ ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri