ସୀତା ଚରିତ୍ରରେ କରିନା!

ମୁମ୍ବାଇ: ବଲିଉଡ୍ ବେବୋ କରିନା କପୁର ଖାଁଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର । ଗତ କିଛିଦନ ହେବ ‘ସୀତା’ ଚରିତ୍ରକୁ ନେଇ କିଛି ଫିଲ୍ମର ଘୋଷଣା କରାଯାଇଥିବା ବେଳେ ଏହି ଚରିତ୍ରରେ ଅଭିନୟ କରିବାକୁ ଯାଉଥିବା ଅଭିନେତ୍ରୀମାନଙ୍କ ନାମ ମଧ୍ୟ ସାମ୍ନାକୁ ଆସିଥିଲା । ଏବେ ଏହି ଅଭିନେତ୍ରୀଙ୍କ ତାଲିକାରେ କରିନା କପୁରଙ୍କ ନାଁ ବି ଯୋଡି ହୋଇ ଯାଇଛି । ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ଆଲୌକିକ ଦେଶାଇ ତାଙ୍କ ଆଗାମୀ ଫିଲ୍ମ ‘ସୀତା-ଦ-ଇନକାରନେଶନ’ ବିଷୟରେ ଘୋଷଣା କରିଥିଲେ । ଏହାସହ କହିଥିଲେ କି ସୀତା ଚରିତ୍ରରେ ଅଭିନୟ ପାଇଁ ଏବେ ସେ ନାୟିକା ଖୋଜୁଛନ୍ତି । ବଲିଉଡ୍ ହଙ୍ଗାମାର ଏକ ରିପୋର୍ଟ ଅନୁଯାୟୀ, ଏବେ ଅଲୌକିକ ଦେଶାଇଙ୍କ ଫିଲ୍ମରେ ସୀତା ଚରିତ୍ର ପାଇଁ କରିନାଙ୍କ ନାମ ଫାଇନାଲ ହୋଇଛି । ହେଲେ ଏହା ଅଫିସିୟାଲି ଘୋଷଣା କରାଯାଇନାହିଁ । ଯଦି ଏଥିରେ କରିନା ଅରାଜି ହୁଅନ୍ତି ତେବେ ଆଲିଆ ଭଟ୍ଟଙ୍କୁ ଏହି ସୁଯୋଗ ଦିଆଯିବ ବୋଲି ଜଣାପଡିଛି । ଫିଲ୍ମ ‘ସୀତା-ଦ-ଇନକାରନେଶନ’ ରାମାୟଣ କଥାବସ୍ତୁଠାରୁ ସମ୍ପୂର୍ଣ୍ଣ ଅଲଗା ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ କେତେ ଦିନ

ଓଡ଼ିଆ ସିନେମାର ଇତିହାସ ବେଶ୍‌ ରୁଦ୍ଧିମନ୍ତ। ୧୯୩୬ରେ ମୁକ୍ତିଲାଭ କରିଥିଲା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତା ବିବାହ’। ବର୍ତ୍ତମାନ ଗୁଣାତ୍ମକ ଦୃଷ୍ଟିକୋଣରୁ ଆଲୋଚନା କଲେ ଆମ...

ମୁଁ ଅସୁସ୍ଥ: ବିଗ୍‌ ବି

ମୁମ୍ବାଇ: ମେଗାଷ୍ଟାର ଅମିତାଭ ବଚ୍ଚନ ୮୦ ବର୍ଷରେ ମଧ୍ୟ କଠିନ ପରିଶ୍ରମ କରନ୍ତି । ଏହି ବୟସରେ ସେ ୧୨ ଘଣ୍ଟା କାମ କରିବା ବ୍ୟତୀତ...

ବିଜୟ ନୁହନ୍ତି ଏହି ଅଭିନେତାଙ୍କ ପ୍ରେମରେ ପଡ଼ିଥିଲେ ରଶ୍ମିକା, କରିଥିଲେ ନିର୍ବନ୍ଧ…

ବମ୍ବେ: ଭାରତର ‘ନ୍ୟାଶନାଲ କ୍ରସ’ ରଶ୍ମିକା ମନ୍ଦାନାଙ୍କ ପାଇଁ ଆଜିର ଦିନ ବହୁତ ଖାସ୍‌। କାରଣ ୧୯୯୬ ମସିହା ଆଜିର ଦିନରେ କର୍ନାଟକର ବିରାଜପେଟରେ ଜନ୍ମଗ୍ରହଣ...

ବାସ୍କେଟ୍‌ବଲ ଖେଳାଳିଙ୍କ ପ୍ରେମରେ ଟାଇଗରଙ୍କ ଭଉଣୀ

ମୁମ୍ବାଇ: ଚର୍ଚ୍ଚାରେ ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫ୍‌ଙ୍କ ଭଉଣୀ କୃଷ୍ଣା। ସେ ବି ବଲିଉଡ୍‌ରେ ଏଣ୍ଟ୍ରି ପାଇଁ ନୁହେଁ ବରଂ ବ୍ୟକ୍ତିଗତ ଜୀବନକୁ ନେଇ। କୃଷ୍ଣା...

ସୁଶାନ୍ତଙ୍କ ପରେ ମୁମ୍ବାଇରେ ଆଉ ଜଣେ ବିହାର ଅଭିନେତାଙ୍କ ପରଲୋକ

ମୁମ୍ବାଇ, ୨୯।୯: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ପରେ ବିହାରର ଆଉ ଜଣେ ଉଦୀୟମାନ କଳାକାରଙ୍କ ବିୟୋଗ ସାମ୍ନାକୁ ଆସିଛି। ଯୁବ ଅଭିନେତା...

ସିଲ୍‌ ହେଲା ଧର୍ମେନ୍ଦ୍ରଙ୍କ ‘ହି ମ୍ୟାନ’ ରେସ୍ତୋରାଁ

ହରିୟାଣା,୮।୩: ବଲିଉଡ୍‌ର ହି ମ୍ୟାନ ଭାବେ ପରିଚିତ ଭେଟେରାନ ଆକ୍ଟର ଧର୍ମେନ୍ଦ୍ର ଭାଲେଣ୍ଟାଇନ୍ସ ଡେ’ ଅବସରରେ ଏକ ରେସ୍ତୋରାଁ ଖୋଲିଥିଲେ। ଆଉ ଏହାର ନାଁ ରହିଥିଲେ...

ଫିଲ୍ମ‘ରାଧେ ଶ୍ୟାମ୍‌’ରିଲିଜ୍‌ ସ୍ଥଗିତ

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ‘ରାଧେ ଶ୍ୟାମ୍‌’ରିଲିଜ୍‌ ଡେଟ୍‌ ଘୁଞ୍ଚାଇ ଦିଆଯାଇଛି। କୋଭିଡ ସଂକ୍ରମଣ ବୃଦ୍ଧି ଯୋଗୁ ଏହି ଫିଲ୍ମ ରିଲିଜ୍‌କୁ ସ୍ଥଗିତ ରଖାଯାଇଛି। ଏ ନେଇ...

କ୍ରିକେଟ୍‌ ପରେ ଅଭିନୟରେ ଜଲଓ୍ବା ଦେଖାଇବେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଲରାଉଣ୍ଡ ଇର୍‌ଫାନ୍‌ ପଠାନ କ୍ରିକେଟ୍‌ ପରେ ଏବେ ବଲିଉଡ୍‌ ମୁହାଁ ହୋଇଛନ୍ତି। ଖୁବ୍‌ଶୀଘ୍ର ତାଙ୍କ ଅଭିନୀତ ତାମିଲ ଫିଲ୍ମ ‘କୋବ୍‌ରା’ରେ...

Advertisement
Archives

Model This Week