କିଏ ଦହି ତ ଆଉ କିଏ ନଡିଆ ତେଲ, ଏମିତି କେଶର ଯତ୍ନ ନିଅନ୍ତି ୭ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀଙ୍କ ସୁନ୍ଦର କେଶ ପ୍ରାୟତଃ ସମସ୍ତଙ୍କୁ ଆକର୍ଷିତ କରିଥାଏ। ଅଭିନେତ୍ରୀ ନିଜ ଶରୀର ସହିତ କେଶର ବିଶେଷ ଯତ୍ନ ନିଅନ୍ତି। ଅଧିକାଂଶ ଅଭିନେତ୍ରୀମାନେ କେଶକୁ କ୍ଷତିକାରକ କେଶ ଦ୍ରବ୍ୟରୁ ରକ୍ଷା କରନ୍ତି। କେଶକୁ ସୁନ୍ଦର ରଖିବା ପାଇଁ ଘରୋଇ ଉପଚାର କରିବାକୁ ଚେଷ୍ଟା କରନ୍ତି।

ଏହି ଅଭିନେତ୍ରୀମାନଙ୍କ ମଧ୍ୟରେ କଙ୍ଗନା ରାନାୱତ ଅନ୍ୟତମ। ତାଙ୍କ କେଶ ବହୁତ କୁଞ୍ଚ କୁଞ୍ଚିଆ ଏବଂ ସୁନ୍ଦର। ସେ କେଶ ଯତ୍ନ ପାଇଁ ତାଙ୍କ ଜେଜେମା’ଙ୍କ ଟିପ୍ସ ଅନୁସରଣ କରନ୍ତି। ସପ୍ତାହକୁ ୩ ଥର କେଶରେ ସେ ତେଲ ମାଲିସ୍‌ କରନ୍ତି।

ଅନୁଷ୍କା ଶର୍ମା କେଶ ମଜଭୁତ ରଖିବା ପାଇଁ ଗରମ ତେଲ ବ୍ୟବହାର କରନ୍ତି। ସେ ଗରମ ନଡିଆ ତେଲରେ ପ୍ରଥମେ କେଶ ମସାଜ୍‌ କରିବା ପରେ ହଁି ସଫା କରନ୍ତି।

ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ କେଶରେ ଫୁଟ୍‌ ଅଏଲ୍‌ରେ ମସାଜ୍‌ କରନ୍ତି। ଏହାଛଡା ଲଗାତର ସ୍ପା ଏବଂ କଣ୍ଡିସନିଂ କରିବାକୁ ମଧ୍ୟ ସେ ଭୁଲନ୍ତି ନାହିଁ।

ପ୍ରିୟା ଚୋପ୍ରା କେଶକୁ ସୁନ୍ଦର ରଖିବା ପାଇଁ ଦହି ପ୍ରୟୋଗ କରନ୍ତି। ଅଧା କପ୍‌ ଦହିରେ ଲେମ୍ବୁ ପକାଇ ମସାଜ କରନ୍ତି। ଏହାର ୩୦ ମିନିଟ୍‌ ପରେ ସଫା କରନ୍ତି।

କରିନା କପୁର କପୁର ମଧ୍ୟ ନଡିଆ ତେଲରେ ମସାଜ କରନ୍ତି। ଏହାଛଡା ଅଲିଭ୍‌ ଏବଂ ବାଦାମ ଅଏଲ୍‌ରେ ମଧ୍ୟ ସେ ମସାଜ୍‌ କରିବାକୁ ପସନ୍ଦ କରନ୍ତି।

ଦୀପିକା ପାଦ୍ୟୁକୋନ୍‌ ଅଲିଭ୍‌ ଅଏଲ୍‌ ମସାଜ୍‌ କରନ୍ତି।

ଆଲିଆ ଭଟ୍ଟ କେଶକୁ ମଜଭୁତ୍‌ ରକବବା ପାଇଁ ପ୍ରତିଦିନ ଭିଟାମିନ୍‌ ଏ ଯୁକ୍ତ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି। ଏହାଛଡା ପ୍ରତି ଦୁଇ ଦିନରେ ଥରେ ସାମ୍ପୁ କରନ୍ତି।

ଜ୍ୟାକଲିନ୍‌ ଫର୍ନାଡିଜ୍‌
କେଶକୁ ସୁନ୍ଦର ରଖିବା ପାଇଁ ଅଣ୍ଡା ଲଗାନ୍ତି। ଏହାଛଡା ନଡିଆ ତେଲ ମସାଜ୍‌ ମଧ୍ୟ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ରାଜ୍ୟର ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୯।୪: କେରଳମ୍‌, ଆସାମ ଓ ପୁଡୁଚେରୀର ମୋଟ ୨୯୬ ଆସନରେ ଗୁରୁବାର ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳୁ ସକାଳୁ ଲାଇନରେ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri