ସଙ୍ଗୀତ ମାଧ୍ୟମରେ କରୋନା ଯୋଦ୍ଧାଙ୍କୁ ସମ୍ମାନ ଦେବ କୈଳାସ ଖେରଙ୍କ ‘ଜଜ୍‌ବା ଏ ଭାରତ’

ବମ୍ବେ: କରୋନା ସହ ଲଢ଼େଇରେ କୋଭିଡ ଯୋଦ୍ଧାମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେମାନଙ୍କ ବାହାଦୂରୀ, ପ୍ରତିବଦ୍ଧତା ଏବଂ ଉତ୍ସାହକୁ ସମ୍ମାନ ଜଣାଇବେ ପଦ୍ମଶ୍ରୀ କୈଳାସ ଖେର। ତାଙ୍କ ସହ ରହିବେ ରିକି କେଜ୍‌। ଅନ୍‌ଲାଇନ୍‌ କନ୍ସଟ ତଥା ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ (ଜଜ୍‌ବା ଏ ଭାରତ)ରେ ଉଭୟ କଣ୍ଠଶିଳ୍ପୀ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବେ। ସଙ୍ଗୀତ ଜରିଆରେ ସେମାନେ ଦେଶର କୋଣାନୁକୋଣରେ ମହାମାରୀ ସହ ଲଢ଼ୁଥିବା ଏହି ଗୁମନାମ୍‌ ନାୟକମାନଙ୍କୁ ସମ୍ମାନିତ କରିବେ। ଏହି କାର୍ଯ୍ୟକ୍ରମରେ ଉଦିତ ନାରାୟଣ ଯୋଡି ହେବେ। ଏହାସହ ତାଙ୍କ ପୁଅ ଆଦିତ୍ୟ ମଧ୍ୟ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

‘ଆରଆରଆର’ ଗୋଲଡେନ ଗ୍ଲୋବସ୍‌ ପୁରସ୍କାର ପାଇଁ ମନୋନୀତ

ମୁମ୍ବାଇ: ନିର୍ଦ୍ଦେଶକ ଏସ ଏସ ରାଜାମୌଲିଙ୍କ ଫିଲ୍ମ‘ଆରଆରଆର’ ବର୍ତ୍ତମାନ ଚଳିତ ବର୍ଷ ବିଗ୍‌ ବଜେଟ୍‌ ଚଳଚ୍ଚିତ୍ର। ଯାହା ବକ୍ସ ଅଫିସରେ ଧମାକାଦାର ଆୟ କରି ସମସ୍ତ...

ସାଉଥ୍‌ର ଏହି ସୁନ୍ଦରୀଙ୍କ ସହ ବଡ଼ ପରଦାରେ ରୋମାନ୍ସ କରିବେ ଆମିରଙ୍କ ବଡ ପୁଅ ଜୁନୈଦ !

ବମ୍ବେ: ନିଜର ଡେବ୍ୟୁକୁ ନେଇ ଚର୍ଚ୍ଚାରେ ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ନାମରେ ଖ୍ୟାତ ଆମିର ଖାନ୍‌ଙ୍କ ପୁଅ ଜୁନୈଦ ଖାନ୍‌। ସେ ୟଶରାଜ ଫିଲ୍ମସ୍‌ର ଏକ...

ଶହେ କୋଟି କ୍ଲବରେ ‘ବାଲା’, ପାର୍ଟି କରି ଖୁସି ମନାଇଲା ଟିମ୍‌

ବମ୍ବେ: ପରଦାକୁ ଆସିବାର ତିନି ସପ୍ତାହ ମଧ୍ୟରେ ଶହେ କୋଟି କ୍ଲବରେ ଏଣ୍ଟ୍ରି ମାରିଛି ‘ବାଲା’। ଫିଲ୍ମରେ ନାୟକ ଆୟୁଷ୍ମାନ ଖୁରାନ୍ନା ଓ ନାୟିକା ଭୂମି...

ଆଙ୍କର-ଆକ୍ଟର ସୁବାସ

ଯାତ୍ରା ଦେଖିବାକୁ ଯାଉଥିବା ଦର୍ଶକଟିଏ ପ୍ରଥମେ ଯାହାର କଣ୍ଠସ୍ବର ଶୁଣେ ଆଉ ଯାହାକୁ ସର୍ବପ୍ରଥମେ ମଞ୍ଚରେ ଭେଟେ ସେ ହେଉଛି ଆଙ୍କର ବା ଘୋଷକ। ଓଡ଼ିଆ...

ଲତାଙ୍କ ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି: ୨୯ ଦିନ ହେବ ଭର୍ତ୍ତି ଅଛନ୍ତି ଆଇସିୟୁରେ

ମୁମ୍ବାଇ,୬ ।୨: ଭାରତ ରନ୍ନ, ସୁର ସାମ୍ରାଜ୍ଞି ଲତା ମଙ୍ଗେସକରଙ୍କର ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଛି । ମୁମ୍ବାଇର ବ୍ରିଚ କାଣ୍ଡି ହସ୍ପିଟାଲରେ ସେ...

କେତେ ପାଠ ପଢ଼ିଛନ୍ତି ସଲମାନ୍‌

ମୁମ୍ବାଇ: ୧୯୬୫ ଡିସେମ୍ବର ୨୭ ଅର୍ଥାତ୍‌ ଆଜିର ଦିନରେ ମଧ୍ୟପ୍ରଦେଶର ଇନ୍ଦୋରଠାରେ ଜନ୍ମଗ୍ରହଣ କରିଥିଲେ ଲୋକପ୍ରିୟ ଅଭିନେତା ସଲମାନ ଖାନ୍‌। ଆଜି ହେଉଛି ସଲମାନଙ୍କ ଜନ୍ମଦିନ।...

କ୍ଷମା ମାଗି ଟ୍ରୋଲ ହେଲେ ଆମିର

ମୁମ୍ବାଇ: ଫିଲ୍ମ ‘ଲାଲ ସିଂ ଚଢା’ ରିଲିଜ୍ ହେବା ପୂର୍ବରୁ ଆମିର ଖାଁ ଲଗାତାର ସମସ୍ୟା ମଧ୍ୟ ଦେଇ ଗତି କରୁଛନ୍ତି । ସେ କ୍ଷମା...

କାହାକୁ ବେଶି ଭୟ କରନ୍ତି ଅଭିଷେକ; ସ୍ତ୍ରୀ ନା ମା’

ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ୨୦୦୭ରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ବିବାହ କରିଥିଲେ। ସେହି ଦିନଠାରୁ ଏହି ଯୋଡି ପ୍ରଶଂସକଙ୍କ ପ୍ରିୟ ଯୋଡି ଆଖ୍ୟା ପାଇଛନ୍ତି।...

Advertisement
Archives

Model This Week