କ୍ରିକେଟର୍ସ ଭୂମିକାରେ ନଜର ଆସିବେ ଜାହ୍ନବୀ!

ମୁମ୍ବାଇ: ବଲିଉଡ୍ ନାୟିକା ଜାହ୍ନବୀ କପୁରଙ୍କ ହାତରେ ଏବେ ଅଫର ପରେ ଅଫର୍ । ମାର୍ଚ୍ଚରେ ରିଲିଜ୍ ହୋଇଥିବା ଫିଲ୍ମ ‘ରୁହି’ରେ ଜାହ୍ନବୀ ରାଜକୁମାର ରାଓଙ୍କ ସହ ନଜର ଆସିଥିଲେ । ଏଥର ପୁଣିଥରେ ଏହି ଯୋଡିଙ୍କୁ ଦେଖିବାକୁ ମିଳିବ ବୋଲି ଶୁଣାଯାଉଛି । ମୁଭି ‘ଗୁଞ୍ଜନ ସାକ୍ସେନା’ର ନିର୍ଦ୍ଦେଶକ ଶରନ ଶର୍ମା ପୁଣିଥରେ ଜାହ୍ନବୀଙ୍କୁ ନେଇ କୁଆଡେ କାମ ଆରମ୍ଭ କରିବାକୁ ଯାଉଛନ୍ତି । ଏଥିରେ ସେ ରାଜକୁମାର ରାଓଙ୍କୁ ନାୟକ ଭୂମିକାରେ ନେଇ ପାରନ୍ତି ବୋଲି କୁହାଯାଉଛି । ମିଡିଆ ରିପୋର୍ଟ ଅନୁଯାୟୀ, ଏବେ ସ୍କ୍ରିପ୍ଟ ଉପରେ କାମ ଚାଲିଛି । ଫିଲ୍ମର ଟାଇଟଲ ଫାଇନାଲ ହୋଇ ନ ଥିଲେ ବି ଜାହ୍ନବୀ ଓ ରାଜକୁମାର ଏଥିରେ କ୍ରିକେଟର୍ସ ଭୂମିକାରେ ନଜର ଆସିବେ ବୋଲି କୁହାଯାଉଛି । ଏଥିପାଇଁ ସେମାନଙ୍କୁ ଟ୍ରେନିଂ ବି ଦିଆଯିବ । ଏବେ ଜାହ୍ନବୀଙ୍କ ହାତରେ ହେଲେନ୍‌, ଦୋସ୍ତାନା ୨ ଭଳି ବଡ ବଡ ପ୍ରୋଜେକ୍ଟ ଥିବା ବେଳେ ରାଜକୁମାର ରାଓଙ୍କ ହାତରେ ବି ଡଜନେ ଅଫର ରହିଛି । ସେ ହମ ଦୋ ହମାରେ ଦୋ, ବଧାଇ ଦୋ, ସେକେଣ୍ଡ ଇନିଙ୍ଗସ୍ ରେ ନଜର ଆସିବେ ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଦେବୀଙ୍କ ଜୀବନୀକୁ ନେଇ ଲେଖାହେଲା ପୁସ୍ତକ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶ୍ରୀଦେବୀ ଆଉ ନାହାଁନ୍ତି ସତ। ହେଲେ ତାଙ୍କ ଅଭିନୟ ଏବେବି ଦର୍ଶକଙ୍କ ମନରେ ଘର କରି ରହିଛି। ଅଭିନୟରେ ପାରଦର୍ଶିତା ଥିବା...

ରାଇମୋହନଙ୍କ ଆତ୍ମହତ୍ୟାର କାରଣ ଖୋଜୁଛି ପୋଲିସ

ଭୁବନେଶ୍ୱର,୨୬ା୬(ବ୍ୟୁରୋ): ଅଭିନେତା ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟାକୁ ୩ ଦିନ ପୂରିଛି। ତେବେ ଏହି ମାମଲାର ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି କମିଶନରେଟ୍‌ ପୋଲିସ। ବର୍ତ୍ତମାନ...

ଏକଦା ଓମ୍‌ ପୁରୀ-ରାଜପାଲ ଯାଦବଙ୍କ ସହ ଆଇଟମ୍‌ ନମ୍ବର କରିବାକୁ ମନା କରିଦେଇଥିଲେ ମଲ୍ଲିକା; ପରେ ଏଭଳି…

ବମ୍ବେ: ବଲିଉଡ୍‌ର ବୋଲ୍ଡ ଅଭିନେତ୍ରୀ ମଲ୍ଲିକା ଶେରାଓ୍ବତ ଏବେ ଲାଇମଲାଇଟ୍‌ ଦୂରରେ। କେବଳ ସୋସିଆଲ ମିଡିଆ ଜରିଆରେ ସେ ପ୍ରଶଂସକଙ୍କ ସହ ଯୋଡ଼ି ହୋଇ ରହିଛନ୍ତି।...

ସବୁ ନିର୍ମାତା, ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ଏହି ଅଭିନେତ୍ରୀ: ଫିଲ୍ମରେ ତାଙ୍କ ପାଇଁ ଲେଖାଯାଉଛି ସ୍ବତନ୍ତ୍ର ସଂଳାପ

ଫିଲ୍ମ ‘ବାହୁବଳୀ’ରେ ଦେବସେନା ଭୂମିକାରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀଙ୍କ ପାଇଁ ଆଉ କୌଣସି ପରିଚୟର ଆବଶ୍ୟକତା ନାହିଁ। ଏହି ଗୋଟିଏ...

ଆସିଲା ଅକ୍ଷୟଙ୍କ ପ୍ରଥମ ମ୍ୟୁଜିକ୍‌ ଭିଡିଓ ‘ଫିଲ୍‌ହାଲ୍‌’ର ଝଲକ

ଖିଲାଡି ହିରୋ ଅକ୍ଷୟ କୁମାର ତାଙ୍କ ପ୍ରଥମ ମ୍ୟୁଜିକ୍‌ ଭିଡିଓ ‘ଫିଲ୍‌ହାଲ୍‌’ର ଟିଜର ଶେୟାର କରିଛନ୍ତି। ଏଥିରେ ତାଙ୍କୁ କ୍ରିତି ସେନନ୍‌ଙ୍କ ଭଉଣୀ ନୂପୁରଙ୍କ ସହ...

‘ଦବଙ୍ଗ-୩’ର ଶୁଟିଂସେଟ୍‌ରେ ସଲମାନ୍‌

ଜୟପୁର: ବଲିଉଡ ସୁପରଷ୍ଟାର ସଲମାନ୍‌ ଖାନ୍‌ ‘ଦବଙ୍ଗ’ର ତୃତୀୟ ଭାଗ ଶୁଟିଂରେ ବର୍ତ୍ତମାନ ବ୍ୟସ୍ତ ଅଛନ୍ତି। ପ୍ରବଳ ବର୍ଷା ସତ୍ତ୍ୱେ ସେ ଏଠାରେ ଶୁଟିଂ ଆରମ୍ଭ...

ପରଲୋକରେ ହରର ଫିଲ୍ମ ନିର୍ଦ୍ଦେଶକ

ମୁମ୍ବାଇ,୧୮।୯: ବଲିଉଡ୍‌ରେ ୭୦ ଓ ୮୦ ଦଶକରେ ଆସିଥିବା ହରର ଫିଲ୍ମର ନିର୍ଦ୍ଦେଶକ ଶ୍ୟାମ ରାମସେଙ୍କ ବୁଧବାର ପରଲୋକ ହୋଇଛି। ୬୭ବର୍ଷ ବୟସରେ ଚିକିତ୍ସିତ ଅବସ୍ଥାରେ...

ବେବି ବମ୍ପ ସହିତ ଭାଇରାଲ୍‌ ହେଉଛି ଅନୁଷ୍କାଙ୍କ ଫଟୋ: ପ୍ରଶଂସକ ଲେଖିଲେ ଏମିତି

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ବର୍ତ୍ତମାନ ସେ ତାଙ୍କ ଗର୍ଭଧାରଣ ସମୟକୁ ଉପଭୋଗ କରୁଛନ୍ତି। ବେବି ବମ୍ପ ସହିତ ତାଙ୍କର...

Advertisement
Archives

Model This Week