ବୟସ ୬୦। କିନ୍ତୁ ବେଙ୍ଗାଲୁରୁରେ ଏକ ଶୁଷ୍କ ହ୍ରଦକୁ ପୁନରୁଦ୍ଧାର କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ରେବତୀ କମାଥ। ସେ ଜଳ ସମସ୍ୟା ସୁଧାରିବା ଲାଗି ସଂଗ୍ରାମ ଜାରି ରଖିବା ସହ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରୁଛନ୍ତି। ବେଙ୍ଗାଲୁରୁର ୨୫ ଏକର ପରିମିତ ସୋମାନହାଲ୍ଲିି ହ୍ରଦ ଶୁଖିଯିବା ଫଳରେ ତା’କଡ଼ରେ ଥିବା ରାଜା କେନାଲ ବନ୍ଦ ହୋଇଯାଇଥିଲା। ଏବେ ଏହି ହ୍ରଦର ପୁନରୁଦ୍ଧାର ହେବା ଫଳରେ କେନାଲରେ ପାଣିଯାଉଛି ଓ କୃଷକମାନେ ଉପକୃତ ହେଉଛନ୍ତି। ୪୫ ବର୍ଷ ପରେ ସ୍ଥାନୀୟ ଲୋକେ ହ୍ରଦରୁ ପାନୀୟ ଜଳ ପାଇପାରୁଛନ୍ତି। ଆର୍ଥମୁଭର ଦ୍ୱାରା ଏହି କାର୍ଯ୍ୟ କରିବାକୁ ରେବତୀଙ୍କୁ ୬ ମାସ ଲାଗିଥିଲା। ସେ ମଧ୍ୟ ନଦୀ ସଂରକ୍ଷଣ ପାଇଁ ଏକ ପ୍ରୋଜେକ୍ଟ ଚଳାଉଛନ୍ତି। ଏହି ପ୍ରୋଜେକ୍ଟକୁ ସ୍ବୀକୃତି ମିଳିବା ପରେ ସେ ଏଯାବତ ୪,୦୦୦ ଗଛ ଲଗାଇ ସାରିଲେଣି। ଆଗକୁ ପିଲାମାନଙ୍କୁ ପରିସଂସ୍ଥା ସୁରକ୍ଷା ଲାଗି ସଚେତନ କରିବା ସହ ପ୍ରଶିକ୍ଷିତ କରିବା ସକାଶେ ଯୋଜନା ପ୍ରସ୍ତୁତ କରୁଥିବା କହନ୍ତି ରେବତୀ।
ଏଇ ଭାରତରେ
ସଶସ୍ତ୍ର ସୀମା ବଳ(ଏସ୍ଏସ୍ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...
ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା
କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...
ସଙ୍କଟରେ ପକ୍ଷୀକୁଳ
ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...
ଉଦ୍ଦେଶ୍ୟ ଓ ଉଦାସୀନତା
ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...
ସ୍ବାସ୍ଥ୍ୟ ଓ ଜୀବନଶୈଳୀ
ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...
୨୦୨୬ର ଚିନ୍ତା
୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...
କାର୍ଯ୍ୟରେ ବିଳମ୍ବ
ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...
ଏଇ ଭାରତରେ
ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍ବିଏ ପାସ୍ କରିବା...
Archives


