ଏଇ ଭାରତରେ

ଲୋକେ ଅନ୍‌ଲାଇନ କିମ୍ବା ନଗଦ ଟଙ୍କା ଦେଇ ମନପସନ୍ଦର ଦୁଇଚକିଆ ହେଉ କିମ୍ବା ୪ ଚକିଆ ଯାନ କିଣିଥାନ୍ତି। କିନ୍ତୁ ଆସାମରେ ମହମ୍ମଦ ସଇଦୁଲ ହକ୍‌ କେବଳ ୯୦,୦୦୦ ଟଙ୍କାର କଏନ ବା ଧାତବ ମୁଦ୍ରା ବିନିମୟରେ ସ୍କୁଟର କିଣିଛନ୍ତି। ହକ୍‌ ଡାରଙ୍ଗ ଜିଲା ସିପଜହର ଅଞ୍ଚଳରେ ରହୁଛନ୍ତି। ଗୁଆହାଟୀରେ ତାଙ୍କର ଏକ ଦୋକାନ ଅଛି। ସେ ସ୍କୁଟର କରିବା ଲକ୍ଷ୍ୟରେ ୨୦୧୭ରୁ କଏନ୍‌ ସଞ୍ଚୟ କରିବା ଆରମ୍ଭ କରିଥିଲେ। ମୁଖ୍ୟତଃ ଦୋକାନରୁ ମିଳୁଥିବା କଏନଗୁଡ଼ିକୁ ସେ ପ୍ରତିଦିନ ସଞ୍ଚୟ କରୁଥିଲେ। ତେବେ କଏନସବୁ ଦେଖି ଗାଡ଼ି ଶୋ‘ରୁମ୍‌ର ମାଲିକ ଆଶ୍ଚର୍ଯ୍ୟ ହେବା ସହ ଖୁସି ପ୍ରକଟ କରିଛନ୍ତି। ଶୋ ରୁମ୍‌ର ୪ ଜଣ କର୍ମଚାରୀ ସବୁ କଏନକୁ ୨ ଘଣ୍ଟା ଧରି ଗଣିଥିଲେ। ଦୀର୍ଘ ୬ ବର୍ଷ ହେଲା ଏହିସବୁ କଏନ ସଞ୍ଚୟ କରି ତାଙ୍କ ସ୍କୁଟର କିଣବା ସ୍ବପ୍ନ ପୂରଣ କରିଥିବାରୁ ଖୁସି ଅଛନ୍ତି ବୋଲି କହିଛନ୍ତି ହକ୍‌। ଉଲ୍ଲେଖଯୋଗ୍ୟ ଯେ, ଗତବର୍ଷ ଉତ୍ତରାଖଣ୍ଡର ରୁଦ୍ରପୁରରେ ଜଣେ ବ୍ୟକ୍ତି ୫୦,୦୦୦ ଟଙ୍କାର କଏନ ଦେଇ ଟିଭିଏସ୍‌ ଜୁପିଟର ସ୍କୁଟି କଣିିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri