ଏଇ ଭାରତରେ

ପରିବାର ଅଣଦେଖା କରୁଥିବା ମାନସିକ ଓ ଶାରୀରିକ ଦିବ୍ୟାଙ୍ଗମାନଙ୍କ ଅଶାବାଡ଼ି ପାଲଟିଛନ୍ତି ଉତ୍ତରପ୍ରଦେଶର ୩୮ ବର୍ଷୀୟ ଅନିଲ ଜୋଶେଫ। ସେ ଏଭଳି ପିଲାମାନଙ୍କ ପାଇଁ ଖାଦ୍ୟ, ବସ୍ତ୍ର, ଚିକିତ୍ସା ଆଦିର ସମସ୍ତ ବ୍ୟବସ୍ଥା କରୁଛନ୍ତି। ଅନିଲ ଏକ ଏନ୍‌ଜିଓରେ କାମ କରୁଥିବା ସମୟରେ ଜଣେ ଦିବ୍ୟାଙ୍ଗ ସନ୍ତାନର ଜନନୀଙ୍କୁ ଭେଟିଥିଲେ। ଏଭଳି ଶିଶୁ ଲାଗି ତାଙ୍କୁ ତାଙ୍କ ସ୍ବାମୀ ବାହାର କରିଦେବାକୁ ଧମକ ଦେଇଥିବା ଜାଣିବା ପରେ ଅନିଲ ପିଲାଟିକୁ ସାହାରା ହୋଇଥିଲେ ଓ ନିଜ ଘରେ ଆଣି ରଖିଥିଲେ। ପରେ ଆଉ କେତେଜଣ ମା’ ସେମାନଙ୍କ ଦିବ୍ୟାଙ୍ଗ ସନ୍ତାନଙ୍କୁ ଆଣି ଅନିଲଙ୍କ ଘରେ ପହଞ୍ଚତ୍ଥିଲେ। ସେମାନଙ୍କୁ ନେଇ ତାଙ୍କ ପାଖରେ ଦିବ୍ୟାଙ୍ଗ ଶିଶୁଙ୍କ ସଂଖ୍ୟା ୩ରେ ପହଞ୍ଚତ୍ଲା। ଏମାନେ ଥିଲେ ବିଶାଲ, ଦେବୀ ଓ ଓମ୍‌ ଏବଂ ଏମାନଙ୍କ ବୟସ ଏବେ ୨୦ ପାଖାପାଖି ହୋଇଗଲାଣି। ଅନିଲଙ୍କ ପାଖରେ ଦିବ୍ୟାଙ୍ଗ ପିଲାଙ୍କ ସଂଖ୍ୟା ଏବେ ୭୨ରୁ ଅଧିକ ହୋଇଗଲେଣି। ଏମାନଙ୍କ ଯତ୍ନ ନେବା ଲାଗି ସେ ‘ଇଣ୍ଟିଗ୍ରେଟେଡ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ରିହାବିିଲିଟେଶନ ଫର୍‌ ଡିଜାବିଲିଟି’ ସଂସ୍ଥା ଗଢ଼ିଛନ୍ତି। ଆଗ୍ରା ନିକଟରେ ଏକ ସେଲଟର ହୋମ୍‌ ‘ଆଶ୍ରୟ’ ନିର୍ମାଣ କରି ଏହି ପିଲାମାନଙ୍କୁ ରଖିଛନ୍ତି। ସମସ୍ତ କାର୍ଯ୍ୟ ପାଇଁ ସେ ରୋଷେୟା, ହେଲ୍‌ପର, ଡ୍ରାଇଭରଙ୍କ ସମେତ ୧୫ ଜଣ କର୍ମଚାରୀ ନିଯୁକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri