ଏଇ ଭାରତରେ

ଜଣେ ସ୍କୁଲ ପ୍ରିନ୍ସିପାଲଙ୍କ ଅଭିନବ ଶିକ୍ଷା ପଦ୍ଧତି କୋଭିଡ୍‌ ମହାମାରୀ ସମୟରେ ପିଲାମାନଙ୍କୁ ପଢ଼ାଇବାରେ ସହାୟକ ହେବା ସହ ଏବେ ତାହା ସେମାନଙ୍କ ଅଭିଭାବକଙ୍କୁ ମଧ୍ୟ ସାକ୍ଷର କରିପାରିଛି। ଝାଡ଼ଖଣ୍ଡ ଡୁମରର ଡୁମାର୍ଥର ଉତ୍‌କ୍ରମିତ ମଧ୍ୟବିଦ୍ୟାଳୟର ପ୍ରିନ୍ସିପାଲ ଡ. ସପନ ପତ୍ରଲେଖ ୨୦୨୦ରେ ଲକ୍‌ଡାଉନ ହେବା ପରେ ଡୁମାର୍ଥର ଗାଁର ପିଲାମାନଙ୍କ ପାଖରେ ମୋବାଇଲ ନ ଥିବାରୁ ସେମାନଙ୍କୁ ପଢ଼ାଇବା ଲାଗି ‘ବ୍ଲାକବୋର୍ଡ ମଡେଲ’ ଆପଣାଇଥିଲେ। ଅନ୍‌ଲାଇନରେ ପିଲାମାନେ ପଢ଼ି ନ ପାରିଲେ ସେମାନେ ସ୍କୁଲ ଛାଡ଼ି ଦେବା ଆଶଙ୍କା ପ୍ରକାଶ କରି ଡ. ସପନ ଏହି ପଦ୍ଧତି ଆରମ୍ଭ କରିଥିଲେ। ଏଥିରେ ସେ ପିଲାଙ୍କ ମାଟିଘର କାନ୍ଥରେ ବ୍ଲାକ୍‌ବୋର୍ଡ କରିବା ସହ ସେଥିରେ ପିଲାମାନଙ୍କୁ ପଢ଼ାଇଥିଲେ। ୨୦୨୦ରୁ ୨୦୨୨ ଯାଏ ସେ ଏହି ପଦ୍ଧତିରେ ପଢ଼ାଇଛନ୍ତି। ଫେବୃୟାରୀ ୨୦୨୨ରେ ସ୍କୁଲ ଖୋଲିବା ପରେ ପିଲାମାନେ ସ୍କୁଲକୁ ଆସିଲେ। ହେଲେ ସେହି ବ୍ଲାକବୋର୍ଡରେ ଏବେ ପିଲାମାନେ ସେମାନଙ୍କ ଅଭିଭାବକ, ଜେଜେବାପା ଓ ଜେଜେ ମା’ଙ୍କୁ ପଢ଼ାଉଛନ୍ତି। ଏବେ ଗାଁର ନିରକ୍ଷର ସାକ୍ଷର ହୋଇଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri