ଏଇ ଭାରତରେ

ଶକ୍ତି ସଂରକ୍ଷଣ କ୍ଷେତ୍ରରେ ତେଲଙ୍ଗାନା ଓ୍ବାରାଙ୍ଗଲ ଜିଲା ଗୋପାଳପୁରମ୍‌ ଗାଁର ରାଜୁ ମୁପ୍ପାରପୁଙ୍କ ଉଦ୍ୟମ ବେଶ ପ୍ରଶଂସନୀୟ। ରାଜୁଙ୍କ ବୟସ ୩୦। ସେ ଏକ ଡିଭାଇସ ବିକାଶ କରିଛନ୍ତି ଯାହାଦ୍ୱାରା ବିଦ୍ୟୁତ ଶକ୍ତି ଅପଚୟ ରୋକାଯାଇପାରୁଛି । ଇଲେକ୍ଟ୍ରି ବିଲ ମଧ୍ୟ ୩୦ ପ୍ରତିଶତ କମ୍‌ ରହୁଛିି। ସେ ଲାଇଟ୍‌ ଡିପେଣ୍ଡେଣ୍ଟ୍‌ ରେଜିଷ୍ଟାର୍‌(ଏଲଡିଆର) ସେନ୍‌ସରକୁ ୧୨୦ଟି ପଞ୍ଚାୟତ ଓ ଓ୍ବାରାଙ୍ଗଲ ମ୍ୟୁନିସିପାଲିଟିରେ ଲଗାଇଛନ୍ତି। ଏହି ଯନ୍ତ୍ର ରାସ୍ତାରେ ଲାଇଟ ଜଳୁଛି କି ନାହିଁ ତାହା ଜଣାଇଦେଉଛି ଓ ଆବଶ୍ୟକସ୍ଥଳେ ମେନ୍‌ ସୁଇଚ୍‌ ସିଷ୍ଟମ୍‌କୁ ବନ୍ଦ କରାଯାଉଛି। ଏହି ଡିଭାଇସ୍‌ର ନାମ ନ୍ୟାଚୁରାଲ ଷ୍ଟ୍ରିଟ୍‌ ଲାଇଟ ସୁଇଚ୍‌ ରଖାଯାଇଛି ଓ ଏଥିରେ ଏକ ଫଟୋ ସେନସର ଲାଗିଛି। ରାଜୁ ବିଏସସି ପାସ୍‌ କରିବା ପରେ ଏହି କାର୍ଯ୍ୟରେ ଲାଗି ଯାଇଥିଲେ ଓ ସଫଳତା ମଧ୍ୟ ପାଇଥିଲେ। ୨୦୧୬ରେ ଏକ ଆଞ୍ଚଳିକ ଖବରକାଗଜରେ ଏ ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ ଓ୍ବାରଙ୍ଗଲ ଜିଲାପାଳ ପ୍ରଶାନ୍ତ ପାଟିଲଙ୍କ ନିର୍ଦ୍ଦେଶ କ୍ରମେ ସେ ୧୦ ଟି ପଞ୍ଚାୟତରେ ଦୁଇଟି ଲେଖାଁଏ ଯନ୍ତ୍ର ଲଗାଇଥିଲେ। ଏହି ଯନ୍ତ୍ରକୁ ସାରା ଭାରତରେ ଲଗାଯାଇ ବିଦ୍ୟୁତ ଅପଚୟକୁ ରୋକି ହେବ ବୋଲି କହନ୍ତି ରାଜୁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସହରୀକରଣରେ ବ୍ୟାପକ ଭାବେ ପୁରୁଣା ଆମ୍ବଗଛ କାଟି ଦିଆଯାଉଥତ୍ବାରୁ ବହୁ କିସମର ଦେଶୀ ଓ ସ୍ବାଦିଷ୍ଟ ଆମ୍ବ ସମୟକ୍ରମେ ଲୋପ ପାଇବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ ଯୋଗୁ…

ସମର୍ପିତ ସଙ୍ଗଠନ

ଭାରତରେ, ଏନ୍‍ଜିଓ କହିଲେ ବିଭିନ୍ନ ପ୍ରକାରର ବେସରକାରୀ ସଙ୍ଗଠନକୁ ବୁଝାଏ, ଯାହା ଅଣ-ସରକାରୀ, ସ୍ବେଚ୍ଛାସେବୀ କିମ୍ବା ଅଣ-ସ୍ବେଚ୍ଛାସେବୀ ଇତ୍ୟାଦି ହୋଇପାରେ। ଏହି ସଙ୍ଗଠନଗୁଡ଼ିକ ସରକାରୀ ନୁହେଁ ସତ…

କହିଦେଉଥାଏ ପରକୁ

ମୀରା ବେଉରା ଥରେ ଏକ ବିଦ୍ୟାଳୟରେ ସ୍ବଚ୍ଛତା ସମ୍ପର୍କରେ ଗୋଟିଏ ଆଲୋଚନାଚକ୍ରରେ ଅତିଥି ଭାବରେ ଯୋଗଦେବାକୁ ମୁଁ ନିମନ୍ତ୍ରିତ ହୋଇଥିଲି । ଛାତ୍ରୀଛାତ୍ର କିଭଳି ବାହ୍ୟ ପରିଷ୍କାର…

ସୁରକ୍ଷାର କବଚ ବିକାଶ

ଆଲେକ୍‍ଜାଣ୍ଡର ଡି କ୍ରୁ ଚଳିତ ବର୍ଷ ମ୍ୟୁନିଚ ସୁରକ୍ଷା ସମ୍ମିଳନୀରେ ଭୂରାଜନୈତିକ ସ୍ଥିତି, ପ୍ରଭାବର କ୍ଷେତ୍ର, ନାଟୋର ଭବିଷ୍ୟତ ତଥା ପ୍ରତିରକ୍ଷା ବଜେଟ ସମ୍ପର୍କରେ ବିସ୍ତୃତ ଆଲୋଚନା…

କ୍ଷମତା ନିୟନ୍ତ୍ରଣର ଯୁଗ

ଶିକ୍ଷାବିତ୍‌ଙ୍କ ବାସ୍ତବ ତଥ୍ୟ ଓ ରାଜନେତାଙ୍କ ବିଚାରର ଦ୍ୱନ୍ଦ୍ୱ ମଧ୍ୟରୁ କେଉଁଟିକୁ ପସନ୍ଦ କରିବ ବୋଲି ଭାରତ ଯେଭଳି ଜଟିଳତାର ସମ୍ମୁଖୀନ ହୋଇଛି ଚାଇନା ମଧ୍ୟ ସେହିଭଳି…

ଅସ୍ମିତାର ପ୍ରଥମ ପରିଚୟ

ପିଲାଟି ଯେତେବେଳେ ମାତୃଭାଷା ଛାଡି ଅନ୍ୟଭାଷାରେ ବିଶେଷ କରି ଇଂରାଜୀରେ ଦୁଇପଦ କହିଥାଏ ସେତେବେଳେ ତା’ମା’ବାପା ଖୁସିରେ ଫାଟି ପଡନ୍ତି। ଭାବନ୍ତି ପିଲାଟି କେତେ ଆଗେଇଲାଣି। ଆମ…

କୃଷି ବଜେଟର ଭିତିରି କଥା

ଆମ ଦେଶରେ କର୍ନାଟକ ସରକାର ପ୍ରଥମେ ୨୦୧୧-୧୨ରେ ସାଧାରଣ ବଜେଟ ସହିତ ସ୍ବତନ୍ତ୍ର କୃଷିବଜେଟ ପ୍ରସ୍ତୁତ କଲେ। ଓଡ଼ିଶା ୨୦୧୨-୧୩ ଆର୍ଥିକବର୍ଷଠାରୁ ସ୍ବତନ୍ତ୍ର କୃଷି ଓ ଆନୁଷଙ୍ଗିକ…

ମାତାପିତାଙ୍କୁ କାଉନ୍‌ସେଲିଂ

ପ୍ରତ୍ୟେକ ପିଲା ଅଦ୍ୱିତୀୟ। ଜଣଙ୍କୁ ଅନ୍ୟ ସହ ତୁଳନା କରିବା ଉଚିତ ନୁହେଁ। ଏବେ ଦେଖାଯାଉଛି ଅନେକ ମାତାପିତା, ଅଭିଭାବକ ଓ ଶିକ୍ଷୟିତ୍ରୀଶିକ୍ଷକ ପିଲାମାନଙ୍କୁ ମାର୍କ ମେଶିନ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri