ଏଇ ଭାରତରେ

ଦିନେ ଉପାସରେ ଶୋଉଥିବା ଝିଅଟି ଏବେ ଅନ୍ୟମାନଙ୍କ ପେଟ କଥା ଚିନ୍ତା କରୁଛନ୍ତି। ସେ ହେଉଛନ୍ତି ତାମିଲନାଡୁ ତ୍ରିରୁଚି ନିବାସୀ ଚିନ୍ନାଥାମ୍ବି। ୨ ଟଙ୍କାରେ ସେ ଦୋଷା ବିକ୍ରି କରୁଛନ୍ତି। ଇଡ୍‌ଲି ପ୍ଲେଟ୍‌ ଦାମ୍‌ ୩ ଟଙ୍କା ଓ ଉପମାର ମୂଲ୍ୟ ୪ ଟଙ୍କା ରଖିଛନ୍ତି। ପ୍ରତିଦିନ ପାଖାପାଖି ୮୦୦ ଦୋଷା ବିକ୍ରି କରୁଛନ୍ତି। ଏହା ସନ୍ଧ୍ୟା ୬.୩୦ରୁ ବିଳମ୍ବିତ ରାତି ଯାଏ ଚାଲୁ ରହୁଛି। ଦୋଷା ସହ ଲୋକମାନଙ୍କୁ ଇଡ୍‌ଲି, ପରଟା, ଉପମା, ଆମ୍‌ଲେଟ ମାଗଣାରେ ଦେଉଛନ୍ତି। ଏସବୁ ଆଇଟମ୍‌କୁ ନେଇ ମୋଟରେ ସେ ୨୪ ପ୍ରକାର ଖାଦ୍ୟ ପ୍ରସ୍ତୁତ କରୁଛନ୍ତି। ହେଲେ ଦୋଷାର ଚାହିଦା ସବୁଠୁ ଆଗରେ ରହିଛି। ଚିନ୍ନାଥାମ୍ବିଙ୍କ ବୟସ ୪୯। ରାସ୍ତାକଡ଼ରେ ରହୁଥିବା ଅନେକ ଲୋକଙ୍କୁ ସେ କମ୍‌ ମୂଲ୍ୟରେ ପେଟପୂରା ଖାଇବାକୁ ଦେଉଛନ୍ତି। ୬ ବର୍ଷ ହେବ ସେ ଏହି କାର୍ଯ୍ୟ କରିଆସୁଛନ୍ତି। ପ୍ରତିଦିନ ସକାଳୁ ଉଠି ଖାଦ୍ୟ ଲାଗି ଜିନିଷ ପ୍ରସ୍ତୁତରେ ଲାଗିପଡ଼ନ୍ତି। ଦୋକାନରୁ ଯାହା ରୋଜଗାର ହୁଏ ତାହା ଜିନିଷ କିଣାରେ ଶେଷ ହୋଇଯାଏ, ଲାଭ କହିଲେ ସେ ପାଉଥିବା ଆନନ୍ଦ ବୋଲି କହନ୍ତି ଚିନ୍ନାଥାମ୍ବି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଏକଚାଟିଆ ବ୍ୟବସାୟ

ଭାରତରେ ଗତ ୫ ଦିନ ହେବ ଯେଉଁଭଳି ଭାବେ ବିମାନ ସେବାରେ ବିଭ୍ରାଟ ଦେଖାଦେଇଛି, ତାହା ଦେଶରେ ଅନ୍ୟତମ ସର୍ବାଧିକ ଆଲୋଚନାର ବିଷୟ ପାଲଟିଯାଇଛି। ଘରୋଇ...

ଏଇ ଭାରତରେ

ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...

ଏକ ପରିବେଶୀୟ ଆହ୍ୱାନ

ନିଭର୍ସିଟି ଅଫ ଶିକାଗୋର ଏନର୍ଜି ପଲିସି ଇନ୍‌ଷ୍ଟିଟ୍ୟୁଟ (ଏପିକ) ଦ୍ୱାରା ପ୍ରକାଶିତ ୨୦୨୫ ବାୟୁ ଗୁଣବତ୍ତା ଜୀବନ ସୂଚକାଙ୍କ (ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା...

ସୃଷ୍ଟିର ଚିରନ୍ତନ ଆଧାର

ନୁଷ୍ୟର ଉଚ୍ଚତର ଚେତନଶୀଳତା ତାକୁ ବାଧ୍ୟ କରିଛି ଏ ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଉପରେ ପ୍ରଶ୍ନ ଉତ୍‌ଥାପନ କରିବା ପାଇଁ। ଏ ଜଗତର ସୃଷ୍ଟି କିପରି...

ବିଭାଜନକାରୀ ରାଜନୀତି

ଡିସେମ୍ୱର ୬ ଆଧୁନିକ ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ କଥା ସ୍ମରଣ କରାଇଦିଏ। ରାଜନୀତିକୁ ସବୁଦିନ ପାଇଁ ପରିବର୍ତ୍ତନ କରିଦେଇଥିବା ଏହି ଆନ୍ଦୋଳନ ବିଷୟରେ ଲେଖିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri