ଏଇ ଭାରତରେ

ତାମିଲନାଡୁ-କର୍ନାଟକ ସୀମାରେ ୧୦୦ ଏକର ଜମିରେ ଜଙ୍ଗଲ ସୃଷ୍ଟିକରି ପରିବେଶ ସୁରକ୍ଷାର ବାର୍ତ୍ତାବହ ସାଜିଛନ୍ତି ବରୁଣ ରବୀନ୍ଦ୍ର। ଏହି ଜମିରେ ପ୍ରଚୁର ରାସାୟନିକ ସାର ବ୍ୟବହାର ଯୋଗୁ ତାହା ଉର୍ବରତା ହରାଇବା ପରେ ପଡ଼ିଆ ପଡ଼ିଥିଲା। କିଛି ବି ଚାଷ ହେଉ ନ ଥିଲା। ହେଲେ ବରୁଣ ସେଥିରେ ୨୫୦ ପ୍ରଜାତିର ୪୦, ୦୦୦ ଗଛ ଲଗାଇ ଏକ ସୁନ୍ଦର ଜଙ୍ଗଲ କରିପାରିଛନ୍ତି। ଏହି କାର୍ଯ୍ୟରେ ସେ ୪୪ ଜଣ ଲୋକଙ୍କୁ ସାମିଲ କରିଛନ୍ତି। ଏହି ଜଙ୍ଗଲର ନାମ ରଖିଛନ୍ତି ବନନ୍ତର କମ୍ୟୁନିଟି ଫରେଷ୍ଟ ଓ ଏହା କରିବାକୁ ବରୁଣ ଓ ତାଙ୍କ ଟିକ୍‌ମୁ ୫ ବର୍ଷ ଲାଗିଯାଇଛି। ଏଥିରେ ଏବେ ୭୦ ପ୍ରଜାତିର ପକ୍ଷୀ ଆସି ରହିଲେଣି। ୨୦୧୬ରେ ଆରମ୍ଭ କରାଯାଇଥିବା ଏହି ଜଙ୍ଗଲରେ ସିଞ୍ଚନ ଜଳସେଚନ ବ୍ୟବସ୍ଥା କରାଯାଇଛି। ବରୁଣଙ୍କ ବୟସ ୩୮। ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ପାସ୍‌ କରିବା ପରେ କର୍ପୋରେଟ ଜବ୍‌ କରିଥିଲେ। ତାହାକୁ ଛାଡ଼ି ସେ ଏବେ ପରିବେଶ ସୁରକ୍ଷା ଲାଗି ଅଭିଯାନ ଚଳାଇଛନ୍ତି। ସ୍ଥାନୀୟ ଲୋକମାନେ ଜଙ୍ଗଲର ଅଂଶୀଦର ରହିଛନ୍ତି ଓ ତାହାର ସୁରକ୍ଷା କରୁଛନ୍ତି । ଆଗକୁ ଗୋଷ୍ଠୀଗତ ଉଦ୍ୟମରେ ଏଭଳି ଜଙ୍ଗଲ ବିଭିନ୍ନ ରାଜ୍ୟରେ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି କହନ୍ତି ବରୁଣ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri