ଏହି ୪ ମାମଲାରେ ମହିଳା ପୁରୁଷଙ୍କଠାରୁ ଆଗରେ; ଜାଣନ୍ତୁ ଏପରି କାହିଁକି କହିଛନ୍ତି ଚାଣକ୍ୟ…

ଚାଣକ୍ୟ ଭାରତର ମହାନ ରାଜନୈତିଜ୍ଞ, କୁଟନିତିଜ୍ଞ ଏବଂ ଅର୍ଥଶାସ୍ତ୍ରୀ ଥିଲେ। ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ରାଜା କରିବାରେ ଚାଣକ୍ୟଙ୍କ ବଡ଼ ଯୋଗଦାନ ଥିଲା। ଆଜିର ସମୟରେ ମଧ୍ୟ ତାଙ୍କର ନୀତି ବେଶ ପ୍ରଭାବଶାଳୀ। କୁହାଯାଏ ଯେଉଁ ବ୍ୟକ୍ତି ଏହି ନୀତିଗୁଡ଼ିକୁ ଅନୁସରଣ କରେ ସେ ତାର ଜୀବନରେ ଅନେକ ସମସ୍ୟାର ସମାଧାନ ପାଇଥାଏ। ଆଜି ଆସନ୍ତୁ ଜାଣିବା ମହିଳାମାନେ କେଉଁ ମାମଲାରେ ପୁରୁଷଙ୍କଠାରୁ ଆଗରେ ରହିଥାନ୍ତି।

ଚାଣକ୍ୟ କୁହନ୍ତି, ମହିଳାଙ୍କୁ ପୁରୁଷଙ୍କଠାରୁ ଦୁଇଗୁଣା ଅଧିକ ଭୋକ ଲାଗିଥାଏ। ଏଣୁ ଏହି ମାମଲାରେ ମହିଳାମାନେ ପୁରୁଷଙ୍କଠାରୁ ଆଗରେ ରହିଥାନ୍ତି। ମହିଳାଙ୍କ ଶାରିରୀକ ସଂରଚନା କାରଣରୁ ତାଙ୍କୁ ପୁରୁଷଙ୍କଠାରୁ ଅଧିକ ଉର୍ଜାର ଆବଶ୍ୟକତା ହୋଇଥାଏ। ଏଥିପାଇଁ ତାଙ୍କୁ ଅଧିକ ଭୋକ ଲାଗିଥାଏ।

ଚାଣକ୍ୟ କୁହନ୍ତି, ମହିଳାମାନେ ପୁରୁଷଙ୍କ ତୁଳନାରେ ଅଧିକ ବୁଦ୍ଧିମାନ ହୋଇଥାନ୍ତି। ସେମାନେ ଅଧିକ ଚତୁର ଏବଂ ବୁଦ୍ଧିମାନ ହୋଇଥାଏ। ନିଜର ଉତ୍ତମ ବୁଝାବଣା ଦ୍ୱାରା ସେ ଯେକୌଣସି ସମସ୍ୟା ସହ ଲଢ଼ିବାକୁ ପ୍ରସ୍ତୁତ ଥାନ୍ତି। ସେ ଜୀବନରେ ଆସୁଥିବା ସବୁ ଦୁଃଖକଷ୍ଟକୁ ସାହସର ସହ ସାମ୍ନା କରିଥାନ୍ତି।

ଚାଣକ୍ୟ କୁହନ୍ତି, ମହିଳାମାନେ ପୁରୁଷଙ୍କଠାରୁ ଅଧିକ ସାହସୀ ହୋଇଥାନ୍ତି। ଏଥିପାଇଁ ସେମାନେ ଜୀବନର କୌଣସି ପରିସ୍ଥିତି ସହ ଲଢ଼ିବାକୁ ପ୍ରସ୍ତୁତ ଥାନ୍ତି। ଚାଣକ୍ୟ କୁହନ୍ତି ମହିଳାମାନେ ପୁରୁଷଙ୍କ ମୁକାବିଲାରେ ଛଅଗୁଣ ଅଧିକ ସାହସୀ ହୋଇଥାନ୍ତି।
ଚାଣକ୍ୟ କୁହନ୍ତି, ମହିଳାମାନେ ପୁରୁଷଙ୍କ ମୁକାବିଲାରେ ଆଠଗୁଣ ଅଧିକ କାମୁକ ହୋଇଥାନ୍ତି। ଏଣୁ ଏହି ମାମଲାରେ ମଧ୍ୟ ସେମାନେ ପୁରୁଷଙ୍କଠାରୁ ଅନେକ ଗୁଣରେ ଆଗରେ ରହିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତଦିନେ ଖାଆନ୍ତୁ ମକାରେ ତିଆରି ରୁଟି

ମକା ଶରୀର ପାଇଁ ବେଶ୍‌ ଲାଭଦାୟକ। ଏଥିରେ ରହିଛି ଫାଇବର, ଭିଟାମିନ୍ସ ଓ ପୋଷକ ତତ୍ତ୍ୱ। ଯାହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଏହା...

ପର୍ସରେ ରଖନ୍ତୁ ନାହିଁ ଏଭଳି ଜିନିଷ, ହୋଇଥାଏ ଦୁର୍ଭାଗ୍ୟର କାରଣ

ପର୍ସ ବା ଓ୍ବାଲେଟ ଟଙ୍କା ପଇସା ରଖିବା ପାଇଁ ଉଦ୍ଦିିଷ୍ଟ। ତେବେ ଅନେକେ ଏଥିରେ ଏଭଳି କିଛି ଜିନିଷ ରଖିଥାନ୍ତି, ଯାହା ଧନହାନି ବା ଦୁର୍ଭାଗ୍ୟର...

ସୁଖୀ ହର୍‌ମୋନ

  ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନଶୈଳୀରେ ଅନେକଙ୍କ ଠାରେ ଷ୍ଟ୍ରେସ୍‌ ହରମୋନ୍‌ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ଯାହାଦ୍ୱାରା ମାନସିକ ଚାପ, ଅବସାଦ ଆଦି ଲକ୍ଷଣ ଦେଖିବାକୁ...

ଓଭର ଏକ୍ସରସାଇଜ୍‌

ଆଜିର ଦିନରେ ସଭିଏଁ କାର୍ଯ୍ୟବ୍ୟସ୍ତ। ଆଉ ଏହି ବ୍ୟସ୍ତବହୁଳ ଜୀବନରେ ସୁସ୍ଥ ରହିବା କୌଣସି ବରଦାନଠୁ କମ୍‌ ନୁହେଁ। ଏମିତିରେ ଅନେକଙ୍କ ପାଇଁ ଫିଟ୍‌ନେସ୍‌ ମନ୍ତ୍ର...

ଡେଙ୍ଗୁ ସଚେତନତା

ଡେଙ୍ଗୁ ଭୂତାଣୁଜନିତ ମଶାବାହକ ଜ୍ୱର। ବର୍ଷାଋତୁରେ ସଂକ୍ରମଣ ବେଶି। ଏଥିରେ ବହୁତ ଜ୍ୱର ହୁଏ। ମୁଣ୍ଡବିନ୍ଧା ହୁଏ। ମୁହଁ ନାଲି ଦେଖାଯାଏ। ଗୋଡ଼ ହାତ ଘୋଳାବିନ୍ଧା...

ଆଧ୍ୟାତ୍ମିକ ସାଧନା ଓ ଅଷ୍ଟାଙ୍ଗ ଯୋଗ

ସର୍ବୋଚ୍ଚ ଚୈତନ୍ୟ ଲାଭ କରିବା ପାଇଁ ଯୋଗ ଏକ ସୁସମ୍ବନ୍ଧ ଧାର୍ମିକ ଶୃଙ୍ଖଳା ଯାହା ଚରମ ମୁକ୍ତି ପାଇଁ ପଥ ଦେଖାଇଥାଏ। ଭାରତରେ ସମସ୍ତ ଆଧ୍ୟାତ୍ମିକ...

ଅବସାଦ ଦୂର କରିବ ରୋବୋ

ଆଜିକାଲି ରୋବୋର ବ୍ୟବହାର ଦିନକୁ ଦିନ ବଢ଼ିଚାଲିଛି। ବିଭିନ୍ନ କ୍ଷେତ୍ରରେ ଏହାକୁ ବ୍ୟବହାର କରାଯାଇ ସେଥିରୁ ସଫଳତା ମିଳୁଛି। ଏହି ତାଲିକାରେ ନିକଟରେ ଆଉ ଏକ...

ସ୍ବପ୍ନରେ ଫୁଲ

ଆମର ସଚେତନ ମସ୍ତିଷ୍କ ଯାହା ସବୁ ଦେଖିଥାଏ ଶୋଇବାବେଳେ ସେଇସବୁ ଜିନିଷ ଅବଚେତନ ମସ୍ତିଷ୍କରେ ସ୍ବପ୍ନ ଆକାରରେ ଆମକୁ ଦେଖାଯାଇଥାଏ। ଏହିସବୁ ସ୍ବପ୍ନ କେବେ ମନେ...

Advertisement
Archives

Model This Week