Posted inଜାତୀୟ

ମାଓବାଦୀଙ୍କ ଦ୍ୱାରା ଆଇଇଡି ବ୍ଲାଷ୍ଟ: ଯବାନ ଆହତ

ରାଜନନ୍ଦଗାଁଓ,୧୮।୪: ଛତିଶଗଡ଼ର ରାଜନନ୍ଦଗାଁଓ ନିକଟରେ ମାଓବାଦୀଙ୍କ ଦ୍ୱାରା ଗୁରୁବାର କରାଯାଇଥିବା ଆଇଇଡି ବିସ୍ଫୋରଣରେ ଆଇଟିବିପିର ଜଣେ ଯବାନ ଆହତ ହୋଇଥିବା ସୂଚନା ମିଳିଛି। କନଷ୍ଟେବଳ ମାନ ସିଂ ନାମକ ଏହି ଯବାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ଆଟିବିପିର ରୋଡ ଓପନିଂ ପାର୍ଟି ସମୟରେ ସକାଳ ପ୍ରାୟ ୧୧ଟାରେ ମାଓବାଦୀଙ୍କ ଦ୍ୱାରା ଏହି ବିସ୍ଫୋରଣ କରାଯାଇଥିଲା। ଗୋଟିଏ ପଟେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନକୁ ନେଇ ଦେଶର ପରିବେଶ ସରଗରମ ଥିବା ବେଳେ ଅନ୍ୟପଟେ ଏହି ମାଓ ହମ୍‌ଲା ସାଧାରଣ ଜନତାଙ୍କୁ ଏକ ପ୍ରକାର ଡରାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସିଲାଣି କରୋନାର ନୂଆ ଲହର! ଏସବୁ ଏସୀୟ ଦେଶରେ ଲୋକେ ଭୟଭୀତ

ନୂଆଦିଲ୍ଲୀ,୧୬।୫: କ’ଣ ବିଶ୍ୱରୁ କରୋନା ଭାଇରସ ସମ୍ପୂର୍ଣ୍ଣ ଲୋପ ପାଇଗଲା? ଯଦି ଆପଣ ଭାବୁଛନ୍ତି ଯେ ସାରା ବିଶ୍ୱରେ ତାଣ୍ଡବ ସୃଷ୍ଟି କରିଥିବା କୋଭିଡ-୧୯ ଶେଷ...

ପାକିସ୍ତାନୀଙ୍କୁ ନେଇ ଭାରତ ଆସିଲା ଇରାକ ଜାହାଜ, କଡ଼ା ଆକ୍ସନ ନେଲା ଭାରତ

ନୂଆଦିଲ୍ଲୀ,୧୬।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ଚୁକ୍ତିନାମା ହୋଇଛି, କିନ୍ତୁ ତଥାପି ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପରୁ ନିବୃତ୍ତ ହେଉନାହିଁ। ସେମାନଙ୍କ ପକ୍ଷରୁ ଆତଙ୍କବାଦୀମାନଙ୍କୁ...

ଗୋଟିଏ ଲେମ୍ବୁ ପାଇଁ ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସା, ବୁଲିଲା ଖଣ୍ଡା

ଉଦୟପୁର,୧୬।୫: ରାଜସ୍ଥାନ ଉଦୟପୁରର ଧାନମଣ୍ଡି ଥାନା ଅଞ୍ଚଳରେ ଏକ ସାମାନ୍ୟ ଝଗଡ଼ା ହିଂସାର ରୂପ ନେଇଛି। ଉଦୟପୁରରେ ଏକ ଲେମ୍ବୁକୁ ନେଇ ବିବାଦ ଆରମ୍ଭ ହୋଇଥିଲା।...

ଶକ୍ତିଶାଳୀ ହେବ ଭାରତୀୟ ସେନା: ପ୍ରତିରକ୍ଷା ବଜେଟରେ ୫୦,୦୦୦ କୋଟି ଟଙ୍କା ବୃଦ୍ଧି କରିବେ ମୋଦି

ନୂଆଦିଲ୍ଲୀ,୧୬।୫: ଭାରତର ସଫଳ ସାମରିକ ଅଭିଯାନ ‘ଅପରେସନ ସିନ୍ଦୁର’ ପରେ ଦେଶର ପ୍ରତିରକ୍ଷା ବଜେଟରେ ୫୦,୦୦୦ କୋଟି ଟଙ୍କାର ବୃଦ୍ଧି ହୋଇପାରେ ବୋଲି ସରକାରୀ ସୂତ୍ର...

ଭାରତ ପ୍ରଥମ ଥର ପାଇଁ ପ୍ରକାଶ କଲା ମାସିକ ବେକାରୀ ହାର; ଆସିଲା ଚିନ୍ତାଜନକ ରିପୋର୍ଟ

ନୂଆଦିଲ୍ଲୀ,୧୬।୫: ଭାରତ ପ୍ରଥମ ଥର ପାଇଁ ମାସିକ ବେକାରୀ ତଥ୍ୟ ପ୍ରକାଶ କରି ରୋଜଗାର ବଜାରର ଗତିଶୀଳତା ଉପରେ ରିଅଲ୍-ଟାଇମ୍ ତଥ୍ୟ ପ୍ରଦାନ କରିଛି। ଗୁରୁବାର...

Operation Sindoor: ହିଟ ଲିଷ୍ଟରେ ୧୪ ଆତଙ୍କବାଦୀ, ନିହତ ହେଲେଣି ୬, ବାକି ଅଛନ୍ତି ୮

ନୂଆଦିଲ୍ଲୀ,୧୬।୫: ଜମ୍ମୁ-କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ଆରମ୍ଭ ହୋଇଥିବା ‘ଅପରେଶନ ସିନ୍ଦୂର’ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦର ମେରୁଦଣ୍ଡ ଭାଙ୍ଗି ଦେଇଛି। ଭାରତୀୟ ସେନା ଏବଂ...

ଜୟଶଙ୍କରଙ୍କ ମାଷ୍ଟରଷ୍ଟୋକ୍; ଭାରତ-ଆଫଗାନିସ୍ତାନ ସମ୍ପର୍କ ବିଗାଡିବା ପ୍ରୟାସକୁ ଦେଲେ ଚକମା

ନୂଆଦିଲ୍ଲୀ,୧୬।୫: ଗୁରୁବାର ଭାରତ ଆଫଗାନିସ୍ତାନର ଦୁଇ ଦେଶ ମଧ୍ୟରେ “ଅବିଶ୍ୱାସ ସୃଷ୍ଟି” କରିବାର ପ୍ରୟାସକୁ ପ୍ରତ୍ୟାଖ୍ୟାନ କରିବାକୁ ସ୍ୱାଗତ କରିଛି, ଯେତେବେଳେ ବୈଦେଶିକ ମନ୍ତ୍ରୀ ଏସ...

ପାକ୍‌ ହାତରେ ଅଣୁଅସ୍ତ୍ର ବିପଜ୍ଜନକ

ଶ୍ରୀନଗର,୧୬ା୫(ପି.ଟି.): ପାକିସ୍ତାନ ନିକଟରେ ଥିବା ଅଣୁଅସ୍ତ୍ରଗୁଡ଼ିକର ନିରାପତ୍ତାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୁରୁବାର ପ୍ରଶ୍ନ ଉଠାଇଛନ୍ତି। ସେଗୁଡ଼ିକ ଅନ୍ତର୍ଜାତୀୟ ପରମାଣୁ ଶକ୍ତି ସଂସ୍ଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri