‘ମୁଁ କେବଳ ଜଣେ ଭଲ ମଣିଷ ହେବାକୁ ଚାହେଁ’

ସାଉଥ ସୁପରଷ୍ଟାର୍‌ କମଲ ହାସନଙ୍କ ଫିଲ୍ମ ‘ବିକ୍ରମ’ ବକ୍ସ ଅଫିସରେ ସୁପରହିଟ୍‌ ହୋଇଛି। ଏହି ଆକ୍ସନ ପ୍ୟାକ ଫିଲ୍ମ ପ୍ରାୟ ୩୦୦ କୋଟିରୁ ଅଧିକ ଆୟ କରିଛି। ଏହି ସଫଳତାରେ ବେଶ୍‌ ଖୁସି ଅଛନ୍ତି ଫିଲ୍ମର ଲିଡ ଷ୍ଟାର କମଲ ହାସନ। ଏକ ସାକ୍ଷାତକାରରେ ଖୋଲାଖୋଲି ଭାବେ ତାଙ୍କ ହୃଦୟର କଥା କହିଛନ୍ତି। ଫିଲ୍ମର ଏହି ସଫଳତା ପରେ ସେ କଣ କରିବେ ବୋଲି ପ୍ରଶ୍ନରେ ସେ କହିଛନ୍ତି, ପ୍ରଥମେ ଋଣ ପରିଶୋଧ କରିବି। ପରେ ନିଜ ପସନ୍ଦର ଖାଦ୍ୟ ପେଟପୂରା ଖାଇବି। ବାକି ଯାହା କିଛି ଅଛି ପରିବାର ଏବଂ ବନ୍ଧୁଙ୍କୁ ଦେବି। ଏତେ ସବୁ କିଛି କରିବା ପରେ ମୋ ପାଖରେ ଆଉ କିଛି ଦେବା ପାଇଁ ନ ଥିବ। ଅତି କମ୍‌ରେ ଏତିକି କହିପାରିବି ମୋ ପାଖରେ ଦେବା ପାଇଁ ଆଉ କିଛି ନାହିଁ।
କମଲ ହାସନ କୁହନ୍ତି, ମୁଁ ଋଣ ଟଙ୍କାରେ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ଛଳନା କରିପାରିବି ନାହିଁ। ମୁଁ ନିଜ ପାଇଁ କିଛି ଚାହେଁ ନାହିଁ, ମୁଁ କେବଳ ଜଣେ ଭଲ ମଣିଷ ହେବାକୁ ଚାହେଁ।
ଫିଲ୍ମ ‘ବିକ୍ରମ’ ଲୋକେଶ କାନଗରାଜଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଛି। ଏହି ଫିଲ୍ମରେ ବିଜୟ ସେତୁପତି, ଫହାଦ ଫାସିଲ, କାଳିଦାସ ଜୟରାମ, ନାରାୟଣ, ଆଣ୍ଟୋନି ବର୍ଗସେ ଏବଂ ଅର୍ଜୁନ ଦାସ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପ୍ରଥମ ଅଭିନେତ୍ରୀ ଭାବେ ଟାଇମ୍‌ ମାଗାଜିନ୍‌ରେ ସ୍ଥାନ ପାଇଥିଲେ ପରବୀନ

ବଲିଉଡରେ ଏମିତି କିଛି ଅଭିନେତ୍ରୀ ଥିଲେ, ଯିଏ କି ନିଜ ବୋଲ୍ଡ ଅନ୍ଦାଜ ଯୋଗୁ ବେଶ୍‌ ପରିଚିତି ହାସଲ କରିଥିଲେ। ଏମିତି ଜଣେ ଅଭିନେତ୍ରୀ ହେଲେ...

ଏହି ପ୍ରସିଦ୍ଧ ଅଭିନେତ୍ରୀ ସିଗାରେଟ୍‌ ଟାଣୁଥିବା ଫଟୋ ଭାଇରାଲ

ସାଉଥ ଇଣ୍ଡଷ୍ଟ୍ରି ହେଉ କି ବଲିଉଡ ଚମତ୍କାର ଅଭିନୟ ପ୍ରଦର୍ଶନ କରି ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ଅଭିନେତ୍ରୀ କାଜଲ ଅଗ୍ରୱାଲ। କାଜଲ...

ଗୁପ୍ତଚର ଭୂମିକାରେ କଙ୍ଗନା

ନୂଆଦିଲ୍ଲୀ: ଅଭିନେତ୍ରୀ କଙ୍ଗ୍‌ନା ରଣାଓ୍ବତ୍‌ ଅପକମିଂ ଆକ୍ସନ ଥ୍ରିଲର ‘ଧାକଡ଼’ରେ ଜଣେ ଗୁପ୍ତଚର ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି। ଏ ସମ୍ପର୍କରେ କଙ୍ଗ୍‌ନା କହନ୍ତି, ‘ଏହା...

‘ଆଶିକି-୩’ରେ ଏହି ଅଭିନେତ୍ରୀଙ୍କ ସହ ରୋମନ୍ସ କରିବେ କାର୍ତ୍ତିକ

ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ତାଙ୍କ ଅଭିନୀତ ମୁଭି ‘ଶହଜାଦା’କୁ ନେଇ ଏବେ ଚର୍ଚ୍ଚାରେ । ଏବେ ଏହା ସିନେମା ହଲରେ ଦର୍ଶକଙ୍କ ମନୋରଞ୍ଜନ...

ପରଲୋକରେ ଲୋକପ୍ରିୟ ନିର୍ଦ୍ଦେଶକ, ହ୍ରିତିକ୍‌ଙ୍କ ଅଜା ଓମ୍‌ ପ୍ରକାଶ

ମୁମ୍ବାଇ: ଲୋକପ୍ରିୟ ନିର୍ଦ୍ଦେଶକ ତଥା ଅଭିନେତା ହ୍ରିତିକ୍‌ ରୋଶନଙ୍କ ଅଜା ଓମ୍‌ ପ୍ରକାଶଙ୍କ ବୁଧବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା।...

‘ଦିଲ୍‌ ଚାହତା ହୈ’ ପ୍ରୀତି ଜିଣ୍ଟାଙ୍କ କାହିଁକି ପସନ୍ଦ ଜାଣନ୍ତି…

ସୈଫ ଅଲ୍ଲୀ ଖାନ୍‌, ଅମୀର ଖାନ୍‌ ଏବଂ ଅକ୍ଷୟ ଖାନ୍ନାଙ୍କ ସୁପରହିଟ୍‌ ଫିଲ୍ମ ‘ଦିଲ୍‌ ଚାହତା ହୈ’ ରିଲିଜ ହେବାର ୧୮ ବର୍ଷ ପୂରିଛି। ଫିଲ୍ମରେ...

ବିବାହ ପରେ ସିନେମାଠାରୁ ନିଜକୁ ଦୂରେଇ ନେଇଛନ୍ତି ଆସିନ୍‌

ମୁମ୍ବାଇ: କୁଇନ୍‌ ଅଫ୍‌ ଟଲିଉଡ୍‌ ଆସିନ୍‌ ଏବେ ଫିଲ୍ମଠାରୁ ନିଜକୁ ଦୂରେଇ ନେଇଛନ୍ତି। କାରଣଟା ନିଜର ବ୍ୟକ୍ତିଗତ ଜୀବନ। ୨୦୧୬ରେ ସେ ବ୍ୟବସାୟୀ ରାହୁଲ ଶର୍ମାଙ୍କୁ...

କାର୍ତ୍ତିକଙ୍କ ସହ ଡେଟରେ ଯିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ

ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ପରେ ବଲିଉଡର ଆଉ ଜଣେ ଅଭିନେତ୍ରୀ ନବାଗତ ଷ୍ଟାର କାର୍ତ୍ତିକ ଆର୍ଯ୍ୟାନଙ୍କ ସହ ଡେଟରେ ଯିବାକୁ ଚାହୁଁଛନ୍ତି। ସେ ହେଉଛନ୍ତି...

Advertisement
Archives

Model This Week