ଆଇପିଏଲ୍‌ ମ୍ୟାଚ୍‌ ଦେଖିବାକୁ ଦର୍ଶକଙ୍କୁ ଅନୁମତି

ନୂଆଦିଲ୍ଲୀ,୨୩।୩: ଆସନ୍ତା ୨୬ରୁ ଆରମ୍ଭ ହେବ ବହୁ ପ୍ରତିକ୍ଷୀତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)। ଏହି ଟୁର୍ନାମେଣ୍ଟରେ ଦର୍ଶକଙ୍କ ଏଣ୍ଟ୍ରିକୁ ଏବେ ଗ୍ରୀନ୍‌ ସିଗ୍ନାଲ ଦେଇଛି ବିସିସିଆଇ। ଫଳରେ କ୍ରିକେଟ ପ୍ରେମୀ ଷ୍ଟାଡିୟମ ଭିତରକୁ ଯାଇ ନିଜ ପସନ୍ଦର କ୍ରିକେଟରଙ୍କୁ ଚିୟର୍ସ କରିପାରିବେ ।

ଆଇପିଏଲ-୨୦୨୨ରେ ମୋଟ ୭୦ଟି ମ୍ୟାଚ ଖେଳାଯିବ। ଏହି ମ୍ୟାଚ୍‌ ଦେଖିବା ପାଇଁ ଷ୍ଟାଡିୟମକୁ ଦର୍ଶକମାନେ ଯାଇପାରିବେ। ତେବେ ପ୍ରାଥମିକ ପର୍ଯ୍ୟାୟରେ ୨୫% ଲୋକଙ୍କୁ ଷ୍ଟାଡିୟମ ଭିତରକୁ ଯିବାକୁ ଅନୁମତି ମିଳିବ। ବୁଧବାରଠାରୁ ହିଁ ବିସିସିଆଇ ଲୋକଙ୍କ ପାଇଁ ଟିକେଟ କିଣିବାର ବ୍ୟବସ୍ଥା ଆରମ୍ଭ କରିଛି। ଲୋକମାନେ ଦିନ ୧୨ଟାରୁ ଟିକେଟ କିଣିବା ମଧ୍ୟ ଆରମ୍ଭ କରିଛନ୍ତି। ଦର୍ଶକଙ୍କୁ ଅନୁମତି ମଳିଥିଲେ ହେଁ ସମସ୍ତଙ୍କୁ କୋଭିଡ ପ୍ରୋଟୋକଲ ପାଳନ କରିବାକୁ କୁହାଯାଇଛି।

କହିରଖୁଛୁ, ସଂସ୍କରଣର ଉଦଘାଟନୀ ମ୍ୟାଚ ଚେନ୍ନାଇ ସୁପର୍‌ କିଙ୍ଗସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯିବ। ମାର୍ଚ୍ଚ ୨୬ ତାରିଖରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲିନ୍‌ସୁଇପ୍‌ ଲକ୍ଷ୍ୟରେ ବିରାଟବାହିନୀ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ପୁଣେ,୨୨।୩: ଇଂଲଣ୍ଡ ବିପକ୍ଷ ଟେଷ୍ଟ ଏବଂ ଟି-୨୦ ସିରିଜ ଜିତିବା ପରେ ଭାରତୀୟ ଦଳ ଏକଦିବସୀୟ ସିରିଜ୍‌ ଉପରେ ନଜର ରଖିଛି। ମାର୍ଚ୍ଚ ୨୩ ରୁ...

ହକି ପ୍ରୋ-ଲିଗ୍‌ ସିଜନ-୨ ବର୍ଷେ ଘୁଞ୍ଚତ୍ଲା

ଲାଉସାନେ, ୨୫ା୪ (ପି.ଟି.)- ମର୍ଯ୍ୟାଦାପୂର୍ଣ୍ଣ ପ୍ରୋ-ଲିଗ୍‌ ଦ୍ୱିତୀୟ ସଂସ୍କରଣକୁ ଏକ ବର୍ଷ ଅର୍ଥାତ ୨୦୨୧ ଜୁନ୍‌ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। କୋଭିଡ୍‌-୧୯ ମହାମାରୀ ଯୋଗୁ କେତୋଟି...

ଫେଡ୍‌କପ୍‌ ନାମ ବଦଳିଲା

ଲଣ୍ଡନ, ୧୮ା୯ (ଏପି)-ଫେଡ୍‌ କପ୍‌ ନାମ ବଦଳିଛି। ମହାନ ମହିଳା ଟେନିସ ଖେଳାଳି ବିଲି ଜିନ୍‌ କିଙ୍ଗ୍‌ଙ୍କ ନାମରେ ଏହା ନାମିତ କରାଯାଇଛି, ଯିଏକି ମହିଳାଙ୍କ...

ପାକିସ୍ତାନ ଅଧିନାୟକଙ୍କ ଭବିଷ୍ୟବାଣୀ: ବିଶ୍ୱକପ୍‌ରେ ଚମକିବେ ଏହି ଦୁଇ ଖେଳାଳି

ଦୁବାଇ,୧୭।୧୦: ଅକ୍ଟୋବର ୧୭ରୁ ଆରମ୍ଭ ହେବ ଟି-୨୦ ବିଶ୍ୱକପ୍‌। ବାବର ଆଜମଙ୍କ ଅଧିନାୟକତ୍ୱରେ ପାକିସ୍ତାନ କ୍ରିକେଟ ଟିମ୍‌ ଦ୍ୱିତୀୟ ଥର ଚାମ୍ପିୟନ ହେବା ଲକ୍ଷ୍ୟରେ ୟୁଏଇ...

ଫର୍ନାଣ୍ଡୋ ଟୋରେସଙ୍କ ଅବସର

ମାଡ୍ରିଡ୍‌,୨୧।୬- ପୂର୍ବତନ ଫିଫା ବିଶ୍ୱକପ୍‌ ଚାମ୍ପିୟନ ସ୍ପେନ ଦଳର ସଦସ୍ୟ ଫର୍ନାଣ୍ଡୋ ଟୋରେସ ଫୁଟ୍‌ବଲରୁ ଶୁକ୍ରବାର ଅବସର ସମ୍ପର୍କରେ ଘୋଷଣା କରିଛନ୍ତି। ଏଥିସହ ସ୍ପାନିଶ ଖେଳାଳିଙ୍କ...

ପାକିସ୍ତାନ ଚୟନକର୍ତ୍ତା କିମ୍ବା ଟିମ୍‌ ମ୍ୟାନେଜର ହୋଇପାରନ୍ତି ମହସିନ

କରାଚୀ, ୨୪ା୬ (ପି.ଟି.)-ପୂର୍ବତନ ଟେଷ୍ଟ ବ୍ୟାଟ୍ସମ୍ୟାନ ଏବଂ ମୁଖ୍ୟ କୋଚ୍‌ ମହସିନ ହସନ ଖାଁ ପାକିସ୍ତାନ କ୍ରିକେଟରେ ପୁଣି କୌଣସି ଗୁରୁତ୍ୱପୂର୍ଣ୍ଣ ପଦବୀକୁ ଫେରିପାରନ୍ତି। ଚଳିତ...

ଭାରତୀୟ ମହିଳା ଦଳର ଖେଳାଳିଙ୍କୁ ମିଳିନାହିଁ ଟି୨୦ ବିଶ୍ୱକପ୍‌ର ପୁରସ୍କାର ରାଶିର ଅଂଶ

ନୂଆଦିଲ୍ଲୀ, ୨୩।୫ : ଗତ ବର୍ଷ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି୨୦ ମହିଳା ବିଶ୍ୱକପ୍‌ରେ ଭାରତୀୟ ଦଳ ଉପ ବିଜେତା ଆଖ୍ୟା ଗ୍ରହଣ କରିଥିଲା। ଏଥି ଯୋଗୁ...

ଲେକ୍ସିଂଟନ ଓପନ ଟେନିସ: କ୍ୱାର୍ଟର ଫାଇନାଲରେ ଗୌଫ

ଲେକ୍ସିଂଟନ(ୟୁଏସ), ୧୪।୮(ଏପି)- ଆମେରିକାର ଟିନ୍‌ଏଜ ଖେଳାଳି କୋକୋ ଗୌଫ ଦ୍ୱିତୀୟ ସିଡ୍‌ ଆରିନା ସାବାଲେନ୍‌କାଙ୍କୁ ୭-୬(୨), ୪-୬, ୬-୪ ସେଟ୍‌ରେ ହରାଇ ଲେକ୍ସିଂଟନ ଓପନ ଟେନିସ...

Advertisement
Archives

Model This Week