Posted inଫୁରସତ

ପ୍ରେମୀଯୁଗଳଙ୍କ ପାଇଁ ଖୁସି ଖବର: ଜାଣନ୍ତୁ କିପରି

ପ୍ରେମୀଯୁଗଳଙ୍କ ପାଇ ପାଇଁ ଏକ ବଡ଼ ଖବର। କରୋନା କାରଣରୁ, ୟୁରୋପୀୟ ୟୁନିଅନ ବାହାରେ ରହୁଥିବା ଅବିବାହିତମାନଙ୍କୁ ଆସିବାକୁ ଅନୁମତି ନ ଥିଲା। ବର୍ତ୍ତମାନ ଇୟୁର ଚାପ ଏବଂ ଅନଲାଇନ ଅଭିଯାନ ଯୋଗୁ ଜର୍ମାନୀ ଏପରି ଯୋଡିଙ୍କୁ ସାକ୍ଷାତ ପାଇଁ ଅନୁମତି ଦେଇଛି। ବର୍ତ୍ତମାନ ଅବିବାହିତ ଯୋଡି ମଧ୍ୟ ଇୟୁ ବାହାରୁ ଜର୍ମାନୀକୁ ଆସିପାରିବେ ଏବଂ ଜର୍ମାନୀରେ ରହୁଥିବା ସେମାନଙ୍କ ସାଥୀଙ୍କୁ ଭେଟିପାରିବେ।

ଏହା ଘୋଷଣା କରି ଜର୍ମାନ ଗୃହ ମନ୍ତ୍ରଣାଳୟ ଏକ ସର୍ତ୍ତ ରଖିଛି ଯେ, ସେମାନଙ୍କ ସମ୍ପର୍କ ଦୀର୍ଘ ଦିନ ଧରି ଥିବ। ଏଥିପାଇଁ ପ୍ରେମୀ ଯୁଗଳଙ୍କୁ ଏପରି ଦଲିଲ ଦାଖଲ କରିବାକୁ ପଡିବ ଯାହା ଦର୍ଶାଏ ଯେ, ସେମାନେ ଗୋଟିଏ ଘରେ ଏକାଠି ରହିଛନ୍ତି କିମ୍ବା ଜର୍ମାନୀରେ ଖୁଲମ୍‌ ଖୁଲା ଭେଟିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ଲାଗି ଲୋକମାନେ ବହୁତ ଉତ୍ସାହିତ ଅଛନ୍ତି।

ଇୟୁ ବାହାରେ ଥିବା ଅନେକ ଦେଶ ଏହି ତାଲିକାରେ ଅନ୍ତର୍ଭୁକ୍ତ, ଯେଉଁମାନେ କରୋନା ଲାଗି ଅଧିକ ବିପଦପୂର୍ଣ୍ଣ ବିବେଚନା କରାଯାଏ । ଏହିପରି ଦେଶରୁ ଆସୁଥିବା ସାଥୀଙ୍କୁ ଆବଶ୍ୟକ ହେଲେ କରୋନା ଟେଷ୍ଟ ଏବଂ କ୍ୱାରାଣ୍ଟାଇନ୍‌ରେ ରହିବା ବାଧ୍ୟତାମୂଳକ।

ଆମେରିକା, ତୁର୍କୀ ଏବଂ ଇରାନ ଅଧିକ ବିପଦପୂର୍ଣ୍ଣ ଦେଶ ତାଲିକାରେ ଅଛନ୍ତି। ମାତ୍ର ଜର୍ମାନ ରାଜ୍ୟ ପାଇଁ ସାମାନ୍ୟ ଭିନ୍ନ ନିୟମ ରହିଛି। ଗୃହ ମନ୍ତ୍ରଣାଳୟ ପ୍ରତ୍ୟେକ ଯାତ୍ରୀଙ୍କୁ ଆସିବା ପୂର୍ବରୁ ସେହି ରାଜ୍ୟର ନିୟମକୁ ଭଲ ଭାବରେ ବୁଝିବାକୁ ନିବେଦନ କରିଛନ୍ତି।

ଜର୍ମାନୀରେ ଏକ ଘରେ ଏକାଠି ରହୁଥିବା ପ୍ରେମୀ ଯୁଗଳଙ୍କୁ ସରକାରଙ୍କ ଦୃଷ୍ଟିରେ ବିବାହିତ ଦମ୍ପତି ଭାବରେ ସ୍ବୀକୃତି ଦିଆଯାଏ। ଆୟକରର ସମାନ ନିୟମ ମଧ୍ୟ ସେମାନଙ୍କ ପାଇଁ ଲାଗୁହୁଏ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri