ଏହି ୪ ରାଶିର ଝିଅ ହୋଇଥାନ୍ତି ଭାରି ରାଗି ଏବଂ ଜିଦ୍ଦି; ହେଲେ ଜୀବନରେ ହୋଇଥାନ୍ତି ବେଶ୍‌ ସଫଳ

ବୋଧହୁଏ ଦୁନିଆରେ ଏଭଳି କୌଣସି ବ୍ୟକ୍ତି ନାହାନ୍ତି ଯିଏ ନ ରାଗନ୍ତି। କିଛି କିଛିଙ୍କ ନାକ ଉପରେ ରାଗ ଥାଏ। ସ୍ବଭାବରେ ଜିଦ୍ଦି ହୋଇଥିବା ହେତୁ ରାଗ ଲାଗିବା ମୁଖ୍ୟ କାରଣ ପାଲଟେ। ଆଜି ଆମେ ଏଭଳି ୪ ରାଶି ଝିଅଙ୍କ ବିଷୟରେ କହିବୁ ଯେଉଁମାନେ ବେଶ ଜିଦ୍ଦି ଏବଂ ରାଗି ସ୍ବଭାବର ହୋଇଥାନ୍ତି। କେବଳ ଏହି ଜିଦ୍‌ ପାଇଁ ସେମାନେ ସ୍ଥିର କରିଥିବା ଲକ୍ଷ୍ୟରେ ପହଞ୍ଚି ମଧ୍ୟ ଯାଇଥାନ୍ତି। କାରଣ ସେମାନେ ଯେଉଁ କାମକୁ କରିବାକୁ ନିଶ୍ଚିତ କରନ୍ତି, ପୂରଣ କରି ନିଶ୍ୱାସ ମାରିଥାନ୍ତି।

ମେଷ ରାଶି: ଜ୍ୟୋତଷ ଶାସ୍ତ୍ର ଅନୁଯାୟୀ ଏହି ରାଶିରେ ଜନ୍ମିତ ମହିଳା ସାହସୀ। ଖୁବ୍‌ଶୀଘ୍ର ଏମାନେ ରାଗି ଯାଇଥାନ୍ତି। ହେଲେ ସେତିକି ଜଲଦି ଏମାନେ ଶାନ୍ତ ମଧ୍ୟ ହୋଇଯାଇଥାନ୍ତି। ବେଳେବେଳେ ଏମାନଙ୍କର ରାଗ ଭୟଙ୍କର ରୂପ ଧାରଣ କରିଥାଏ। ତେବେ ଭଲକଥାକୁ ନେଇ ଏମାନେ ରାଗିଥାନ୍ତି। ଏହି ରାଶିରେ ଜନ୍ମିତ ମହିଳା ଯେଉଁ କାମ କରିବାକୁ ନିଶ୍ଚିତ କରନ୍ତି ତାହାକୁ ପୂରଣ କରନ୍ତି।

ବୃଷ ରାଶି: ଏହି ରାଶିର ଲୋକ ବହୁତ ରାଗି ହୋଇଥାନ୍ତି। ଏଣୁ ବୃଷ ରାଶିରେ ଜନ୍ମିତ ଝିଅମାନେ ରାଗି ସ୍ବଭାବର ହୋଇଥାନ୍ତି। ଜିଦ୍‌ ଏବଂ ରାଗ ଯୋଗୁ ଏମାନେ ଜୀବନରେ ଆଶା କରିଥିବା କାମକୁ କରିବାରେ ସଫଳ ହୋଇଥାନ୍ତି। ହେଲେ ହୃଦୟରୁ କାହାରିକୁ ଥରେ ବାହାର କଲେ ଆଉ ସେ ଫେରିବାର ସମ୍ଭାବନା ନ ଥାଏ। କାରଣ ସେମାନେ ସମ୍ପର୍କ ଛିନ୍ନ କରିଦେଇଥାନ୍ତି।

ସିଂହ ରାଶି: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ରାଶିର ଜାତକଧାରୀ ରାଗି ସ୍ବଭାବର ହୋଇଥାନ୍ତି। ହେଲେ ଏହି ରାଶିରେ ଜନ୍ମିତ ଝିଅ ବେଶ କର୍ମଠ ଏବଂ ସଚ୍ଚୋଟ ହୋଇଥାନ୍ତି। ସେମାନେ ଆଗକୁ ବଢ଼ିବା ପାଇଁ ସର୍ବଦା ପ୍ରୟାସ କରିଥାନ୍ତି। ବେଳେବେଳେ ରାଗ ଉପରେ ସେମାନଙ୍କର ନିୟନ୍ତ୍ରଣ ରହି ନ ଥାଏ। ଅନେକ କାର୍ଯ୍ୟରେ ସଫଳତା କେବଳ ଜିଦ ଯୋଗୁ ତାଙ୍କୁ ମିଳିଥାଏ। ତାଙ୍କ ପାଇଁ କୌଣସି କାମ ଅସମ୍ଭବ ହୋଇ ନ ଥାଏ।

ବିଛା ରାଶି: ବିଛା ରାଶିର ବ୍ୟକ୍ତିବିଶେଷ ବହୁତ ଶୀଘ୍ର ରାଗିଯାଇଥାନ୍ତି। ହେଲେ ଏହି ରାଶିର ଝିଅମାନେ ବହୁତ ପରିଶ୍ରମୀ, ବୁଦ୍ଧିମାନ ଏବଂ କିଛି ମାତ୍ରାରେ ଜିଦ୍ଦି ହୋଇଥାନ୍ତି। ଭୁଲ ଏମାନେ ବରଦାସ୍ତ କରିପାରନ୍ତି ନାହିଁ। ଜିଦ୍‌ ଯୋଗୁ ଏମାନେ ସବୁକିଛି ହାସଲ କରିପାରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri