ପାଣ୍ଡିଆନଙ୍କୁ ନେଇ ଏମିତି କହିଲେ ଗଣେଶ୍ୱର, କ୍ରାଇମବ୍ରାଞ୍ଚ ଛାଡ଼ି…

ଭୁବନେଶ୍ୱର,୩ା୧: ପାଣ୍ଡିଆନଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି ପ୍ରସଙ୍ଗରେ ଏକ ବଡ଼ ବୟାନ ଦେଇଛନ୍ତି ବିଜେଡି ନେତା ଗଣେଶ୍ୱର ବେହେରା।

ସେ କହିଛନ୍ତି, କ୍ରାଇମବ୍ରାଞ୍ଚ ଛାଡ଼ି ସିବିଆଇ ତଦନ୍ତ କଲେ ବି କିଛି ହେବନି। ଆକ୍ରୋଶମୂଳକ ଭାବେ ତଦନ୍ତ କଲେ କିଛି ଲାଭ ହେବନି ବୋଲି ଗଣେଶ୍ୱର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ସେମାନେ ତଦନ୍ତ କରୁନାହାନ୍ତି, କାହିଁକି ଏତେଦିନ ଡେରି କରୁଛନ୍ତି। ସରକାରଙ୍କ ଅନୁମତି ନେଇ ସରକାରୀ ଅଧିକାରୀ ବୁଲିଲେ କିଛି ସମସ୍ୟା ନାହିଁ’। ଯିଏ ବି ଚାହିଁବ ଅଭିଯୋଗ କରିପାରିବ, ହେଲେ ଏହା ପ୍ରମାଣିତ ହେବା ଦରକାର ବୋଲି ଗଣେଶ୍ୱର କହିଛନ୍ତି।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶ ଯାତ୍ରା କରିବ ନାହିଁ ଟିମ ଇଣ୍ଡିଆ? କାର୍ଯ୍ୟସୂଚୀ ଘୋଷଣା ସରିଛି, କିନ୍ତୁ ବିପଦରେ ଦୁଇ ଦେଶ ମଧ୍ୟରେ ODI ଏବଂ T20 ସିରିଜ

ନୂଆଦିଲ୍ଲୀ,୪।୧: ବାଂଲାଦେଶ କ୍ରିକେଟ ବୋର୍ଡ ଭାରତୀୟ କ୍ରିକେଟ ଦଳର ବାଂଲାଦେଶ ଗସ୍ତ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। ଟିମ ଇଣ୍ଡିଆ ବାଂଲାଦେଶରେ ତିନି ମ୍ୟାଚ ବିଶିଷ୍ଟ...

ବର୍ଷସାରା ମହାପ୍ରଭୁ ବାହାରକୁ ଆସିପାରିବେନି: ଗଜପତି

ପୁରୀ,୪ା୧: ବିଦେଶରେ ଇସ୍କନର ଅଦିନିଆ ରଥଯାତ୍ରା ନେଇ ଗଜପତି ମହାରାଜ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଶ୍ରୀଜଗନ୍ନାଥ ଚିନ୍ତନ ଓ ଚେତନା କାର୍ଯ୍ୟକ୍ରମରେ ଗଜପତି ମହାରାଜ ଯୋଗ...

ଶ୍ରୀମନ୍ଦିର କମାଣ୍ଡର-ପୋଲିସ ହାତାହାତି, କିଛି ସମୟ ବନ୍ଦ ରହିଲା ମହାପ୍ରଭୁଙ୍କ ଦର୍ଶନ

ପୁରୀ,୪ା୧(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ମଧ୍ୟରେ ରବିବାର ପୂର୍ବାହ୍ନ ସମୟରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଥିଲା। ଶ୍ରୀମନ୍ଦିର ଭିତରେ କିଛି ସମୟ ଧରି ଗାଳିମନ୍ଦ...

ଆରମ୍ଭ ହେବ ଦାରିଙ୍ଗବାଡ଼ି ଶୀତ ମହୋତ୍ସବ: ମା’ ପଟ୍ଟଖଣ୍ଡାଙ୍କ ପୀଠରେ ପୂଜାର୍ଚ୍ଚନା ପରେ…

ଦାରିଙ୍ଗବାଡ଼ି,୪ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଆଉ କିଛିଦିନ ପରେ ଶୀତ ମହୋତ୍ସବର ଶୁଭାରମ୍ଭ ହେବ। ଏଥିପାଇଁ ସ୍ଥାନୀୟ ପ୍ରଶାସନ ଓ ସ୍ଥାନୀୟ ବାସିନ୍ଦା ପକ୍ଷରୁ...

ବାଂଲାଦେଶର T20 ଓ୍ବାର୍ଲଡ କପ ମ୍ୟାଚ ସିପ୍ଟକୁ ନେଇ ବିସିସିଆଇର ଆସିଲା ଜବାବ

ନୂଆଦିଲ୍ଲୀ,୪।୧: ବାଂଲାଦେଶ କ୍ରିକେଟ ବୋର୍ଡ ଚାହୁଁଛି ଯେ ଏହାର T20 ବିଶ୍ୱକପ ୨୦୨୬ ମ୍ୟାଚ ଭାରତରୁ ଶ୍ରୀଲଙ୍କାକୁ ସ୍ଥାନାନ୍ତର କରାଯାଉ। BCCI ଏହାର ଜବାବ ଦେଇଛି।...

T-20 World Cup 2026 ପାଇଁ ଟିମ୍‌ ଘୋଷଣା କଲା ବାଂଲାଦେଶ, ହିନ୍ଦୁ ଖେଳାଳିଙ୍କୁ କଲା କ୍ୟାପଟେନ

ନୂଆଦିଲ୍ଲୀ,୪।୧: ୨୦୨୬ ଟି-୨୦ ବିଶ୍ୱକପ ପାଇଁ ବାଂଲାଦେଶ ଦଳ ଘୋଷଣା କରାଯାଇଛି, ଯେଉଁଥିରେ ଲିଟନ ଦାସ ଅଧିନାୟକ ଏବଂ ମହମ୍ମଦ ସୈଫ ହାସନ ଉପ-ଅଧିନାୟକ ଅଛନ୍ତି।...

ରନ ଓ୍ବେରୁ ଖସିଗଲା ବୁଦ୍ଧ ଏୟାରର ବିମାନ

କାଠମାଣ୍ଡୁ,୪।୧: ଶୁକ୍ରବାର ରାତିରେ ନେପାଳର ଝାପା ଜିଲାର ଭଦ୍ରପୁର ବିମାନବନ୍ଦରରେ ଅବତରଣ କରିବା ସମୟରେ କାଠମାଣ୍ଡୁରୁ ଆସିଥିବା ବୁଦ୍ଧ ଏୟାରର ଏକ ବିମାନ ରନୱେରୁ ଖସିଯାଇଥିଲା।...

ଭୟଙ୍କର ଦୁର୍ଘଟଣା: ମିନିବସ୍‌-ପିକଅପ୍‌ ମୁହାମୁହିଁ ଧକ୍କା, ୩୦ରୁ ଊଦ୍ଧର୍‌ବ….

ଦିଗପହଣ୍ଡି,୪।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଚିକିଟି ମୁଖ୍ୟରାସ୍ତାର ଝାଟିପିଟିଆ ଗ୍ରାମ ନିକଟରେ ରବିବାର ସକାଳେ ଭୟଙ୍କର ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ ମିନିବସ ନଂ.(ଓ ଆର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri