ଜଣାପଡିଲା କିଏ କରିଥିଲେ NEET-UG ପ୍ରଶ୍ନପତ୍ର ଲିକ୍: CBI କଲା ବଡ଼ ଖୁଲାସା, ଦେଶରେ ଚହଳ
ନୂଆଦିଲ୍ଲୀ, ୭।୮: NEET-UG ପ୍ରଶ୍ନପତ୍ର ଲିକ୍ ମାମଲାରେ CBIର ଚାର୍ଜସିଟ ପରୀକ୍ଷା ବ୍ୟବସ୍ଥାର ସୁରକ୍ଷାକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଛି। ତଦନ୍ତରୁ ଜଣାପଡ଼ିଛି ଯେ, ପ୍ରଶ୍ନପତ୍ର କୌଣସି ପ୍ରିଣ୍ଟିଂ ପ୍ରେସ୍ରୁ ଲିକ୍ ହୋଇନଥିଲା, ବରଂ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ପାଇଁ…
NEET UG ପେପର ଲିକ: ପରୀକ୍ଷାର ୧୦ ଦିନ ପୂର୍ବରୁ ଅଭିଯୁକ୍ତଙ୍କ ମୋବାଇଲ ଫୋନକୁ ଆସିଯାଇଥିଲା ପ୍ରଶ୍ନ, କୋର୍ଟରେ CBI ଖୋଲିଲା…
ନୂଆଦିଲ୍ଲୀ,୨୩।୭: NEET-UG 2026 ପେପର୍ ଲିକ ମାମଲାରେ ଅଭିଯୁକ୍ତ ଡକ୍ଟର ମନୋଜ ଭଗବାନରାଓ ଶିରୁରେ ଏବଂ ଶିବରାଜ ମୋଟେଗାଓଁକରଙ୍କ ଜାମିନ ଆବେଦନ ଉପରେ କୋର୍ଟ ଜୁଲାଇ ୨୪ରେ ତାଙ୍କର ରାୟ ଘୋଷଣା କରିବେ। ଉଭୟ ପକ୍ଷ ରାଉଜ ଆଭେନ୍ୟୁରେ ଥିବା ସ୍ବତନ୍ତ୍ର…
NEET UG 2026 Cancelled: ମୋଦି ସରକାରଙ୍କ ଉପରେ ବର୍ଷିଲେ ମମତା, କହିଲେ…
ନୂଆଦିଲ୍ଲୀ,୧୨।୫: NEET-UG 2026 ପରୀକ୍ଷା ବାତିଲ ହେବା ପରେ ମମତା ବାନାର୍ଜୀଙ୍କ TMC ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରିଛି। TMC ରାଜ୍ୟସଭା ଏମପି ସାଗରିକା ଘୋଷ କହିଛନ୍ତି ଯେ, ଏହି ସରକାରଙ୍କ ଅଧୀନରେ, କେହି କୌଣସି ଦାୟିତ୍ୱ ନେଇ ନାହାଁନ୍ତି। ସେ…
ଦୋଷମୁକ୍ତ ହେବା ପରେ ବି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି କେଜରିଓ୍ବାଲ-ସିସୋଡିଆ? ହାଇକୋର୍ଟ ଯିବାକୁ ପ୍ରସ୍ତୁତ ହେଲାଣି CBI
ନୂଆଦିଲ୍ଲୀ,୨୭।୨: ଦିଲ୍ଲୀ ସରକାରଙ୍କ ପୂର୍ବ ଅବକାରୀ (ମଦ) ନୀତି ସହିତ ଜଡିତ ଅଭିଯୋଗ ଘୋଟାଲାରେ ଶୁକ୍ରବାର ଏକ ବଡ଼ ଘଟଣା ଘଟିଛି। ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ସମେତ…
ପାଣ୍ଡିଆନଙ୍କୁ ନେଇ ଏମିତି କହିଲେ ଗଣେଶ୍ୱର, କ୍ରାଇମବ୍ରାଞ୍ଚ ଛାଡ଼ି…
ଭୁବନେଶ୍ୱର,୩ା୧: ପାଣ୍ଡିଆନଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି ପ୍ରସଙ୍ଗରେ ଏକ ବଡ଼ ବୟାନ ଦେଇଛନ୍ତି ବିଜେଡି ନେତା ଗଣେଶ୍ୱର ବେହେରା। ସେ କହିଛନ୍ତି, କ୍ରାଇମବ୍ରାଞ୍ଚ ଛାଡ଼ି ସିବିଆଇ ତଦନ୍ତ କଲେ ବି କିଛି ହେବନି। ଆକ୍ରୋଶମୂଳକ ଭାବେ ତଦନ୍ତ କଲେ କିଛି…
ହ୍ୟୁମାନ ସାଗରଙ୍କ ମୃତ୍ୟୁ ପଛରେ ବଡ଼ ଷଡ଼ଯନ୍ତ୍ର: ସିବିଆଇ ତଦନ୍ତ ପାଇଁ ଦାବି କଲା ବଲାଙ୍ଗୀର ଖ୍ରୀଷ୍ଟିଆନ ୟୁଥ୍ ଫୋରମ୍
ବଲାଙ୍ଗୀର,୨୫ା୧୧(ସୁନିଲ କୁମାର ମହାନ୍ତି): କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ବିବାଦ ଥମିବାର ନାଁ ନେଉନାହିଁ। ମଙ୍ଗଳବାର ବଲାଙ୍ଗୀର ଏସ୍ପି ଅଫିସକୁ ବଲାଙ୍ଗୀର ଖ୍ରୀଷ୍ଟିଆନ ୟୁଥ୍ ଫୋରମ ଯାଇ ଗୁରୁତର ଅଭିଯୋଗ ଆଣିଛନ୍ତି। ହ୍ୟୁମାନ ସାଗରଙ୍କ ମୃତ୍ୟୁ ପଛରେ ବିରାଟ ଷଡ଼ଯନ୍ତ୍ର ରହିଛି…
CBI ହାତକୁ ଗଲା SI ନିଯୁକ୍ତି ସ୍କାମ୍
ଭୁବନେଶ୍ୱର,୨୨ା୧୦: CBI ତଦନ୍ତ ପାଇଁ ସୁପାରିସ ହୋଇଛି ଏସ୍ଆଇ ନିଯୁକ୍ତି ସ୍କାମ୍। ତଦନ୍ତ ପାଇଁ ସୁପାରିସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦୁର୍ନୀତିରେ ଆନ୍ତଃରାଜ୍ୟ ସଂଗଠିତ କ୍ରିମିନାଲ ଗ୍ୟାଙ୍ଗର ସଂପୃକ୍ତି ସନ୍ଦେହ କରାଯାଇଛି। ଏହି ଦୁର୍ନୀତିର ଚେର ଆନ୍ଧ୍ର ଓ…
DIGଙ୍କ ଘରୁ ମିଳିଲା ଅମାପ ଧନ! ଟଙ୍କା ଗଣିବାକୁ ଆସିଲା ମେଶିନ
ଚଣ୍ଡିଗଡ଼,୧୬।୧୦: ପଞ୍ଜାବ ପୋଲିସର ଜଣେ ଡିଆଇଜିଙ୍କ ଘରୁ ଏକ ଗୁପ୍ତଧନ ବାହାରିଥିଲା, ଯାହା ଫଳରେ ସିବିଆଇକୁ ଏକ ନୋଟ ଗଣନା ମେଶିନ ମଗାଇବାକୁ ପଡିଥିଲା। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏକ ବଡ଼ ଲାଞ୍ଚ ମାମଲାରେ ପଞ୍ଜାବ ପୋଲିସର ରୋପାର ରେଞ୍ଜର…
ଅନିଲ ଅମ୍ବାନୀଙ୍କ କମ୍ପାନୀରେ ପଶିଲା ED: ୩,୦୦୦ କୋଟି ଟଙ୍କାର ଠକେଇ ଅଭିଯୋଗ
ମୁମ୍ବାଇ,୨୪।୭: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଗୁରୁବାର ଶିଳ୍ପପତି ଅନିଲ ଅମ୍ବାନୀଙ୍କ ମୁମ୍ବାଇରେ ଥିବା କମ୍ପାନୀଗୁଡ଼ିକ ସହିତ ଜଡିତ ଅନେକ ସ୍ଥାନରେ ଚଢାଉ କରିଛି। ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ରିଲାଏନ୍ସ କମ୍ୟୁନିକେସନ୍ସ ଏବଂ ଏହାର ପ୍ରମୋଟର-ନିର୍ଦ୍ଦେଶକ ଅନିଲ ଡି ଅମ୍ବାନୀଙ୍କୁ ‘ଠକେଇ’…
ଚାର୍ଜସିଟ ଦାଖଲ କଲା CBI, ସେପଟେ ମେଡିକାଲରେ ଭର୍ତ୍ତି ହେଲେ ସତ୍ୟପାଲ ମଲ୍ଲିକ
ନୂଆଦିଲ୍ଲୀ, ୨୨।୫: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଜାମ୍ମୁ ଓ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ଏବଂ ଅନ୍ୟ ପାଞ୍ଚ ଜଣଙ୍କ ବିରୋଧରେ କିରୁ ଜଳବିଦ୍ୟୁତ ପ୍ରକଳ୍ପରେ ୨,୨୦୦ କୋଟି ଟଙ୍କାର ନାଗରିକ କାର୍ଯ୍ୟ ଠିକା ପ୍ରଦାନରେ ଅଭିଯୁକ୍ତ ଦୁର୍ନୀତି…
ଚୋକସିଙ୍କ ପ୍ରତ୍ୟର୍ପଣ ଅନୁରୋଧ ଦାଖଲ କରିଛି ଭାରତ: ବେଲଜିୟମ କର୍ତ୍ତୃପକ୍ଷ
ବ୍ରସେଲସ,୧୪।୪: ଭାରତର ପଳାତକ ବ୍ୟବସାୟୀ ମେହୁଲ ଚୋକସିଙ୍କୁ ସୋବାର ବେଲଜିୟମରୁ ଗିରଫ କରାଯାଇଛି। ଚୋକସିଙ୍କ ଗିରଫଦାରୀ ପରେ, ଆଲୋଚନା ହେଉଛି ଯେ ୨୬,୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ତହଉର ରାଣା ପରେ ଚୋକସିଙ୍କୁ ମଧ୍ୟ ପ୍ରତ୍ୟର୍ପଣ କରାଯିବ। ଏସବୁ ଭିତରେ ବେଲଜିୟମ ଫେଡେରାଲ…
ପୁତୁରାଙ୍କ ପରେ କାକା ଘରେ ପଶିଲା CBI: ରାଜନୈତିକ ଲିଙ୍କ ନେଇ ଚର୍ଚ୍ଚା
ବରଗଡ଼/ସରଣ୍ଡା, ୫।୩(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରାରେ ବୁଧବାର ସିବିଆଇ ଚଢାଉ ଚର୍ଚ୍ଚାର ବିଷୟ ହୋଇଛି। ସିବିଆଇର ୨ଟିମ୍ ପୂର୍ବାହ୍ନରେ ପରମାଣପୁର ଗ୍ରାମରେ ରହୁଥିବା ଜି. ସତ୍ୟନାରାୟଣଙ୍କ ଚଢାଉ କରିଥିଲେ। ଜି. ସତ୍ୟନାରାୟଣ ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗର ଜଣେ…
Archives


