ବାରମ୍ବାର ସ୍ଥାନ ପରିବର୍ତ୍ତନ: ଏନ୍‌ଏସି କାର୍ଯ୍ୟାଳୟ ଘେରିଲେ ମାଛ ବ୍ୟବସାୟୀ

ଛତ୍ରପୁର,୧୬।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ମାଛ ବ୍ୟବସାୟୀମାନଙ୍କୁ ପ୍ରଶାସନ ପକ୍ଷରୁ ବାରମ୍ବାର ଜାଗା ପରିବର୍ତ୍ତନ କରାଯାଉଥିବା ପ୍ରତିବାଦରେ ସୋମବାର ଶତାଧିକ ବ୍ୟବସାୟୀ ଏନ୍‌ଏସି କାର୍ଯ୍ୟାଳୟ ଘେରାଉ କରିଥିଲେ । କରୋନା କଟକଣା ସମୟରେ ଏନ୍‌ଏସି ପକ୍ଷରୁ ଏଠାରୁ ହଟାଯାଇ ବହୁବାରସ୍ଥାନ ପରିବର୍ତ୍ତନ କରାଯାଉଥିଲା । ଗତ କିଛି ଦିନ ହେବ ପୁଣି ବଡଷ୍ଟେଶନ ନିକଟରେ ଏକ ସ୍ଥାନରେ ମାଛ ବିକ୍ରି କରିବାକୁ କୁହାଯାଇଥିଲା। ବର୍ତ୍ତମାନ ବଡଷ୍ଟେସନ ନିକଟରେ ମାଛ ମାର୍କେଟ ରହିବ। ଆଗକୁ ସହରରେ ଥିବା ମାଛ ମାର୍କେଟକୁ ଭଙ୍ଗାଯାଇ ଏକ ନୂତନ ମାଛ ମାର୍କେଟ କରାଯିବାର କାର୍ଯ୍ୟକ୍ରମ ରହିଥିବାରୁ ନୂଆ ମାଛ ମାର୍କେଟ ନିର୍ମାଣ ନ ହେବା ପ୍ରର୍ଯ୍ୟନ୍ତ ସେଠାରେ ହିଁ ମାଛ ମାର୍କେଟ ଚାଲିବ ବୋଲି ଏନ୍‌ଏସି ନିର୍ବାହୀ ଅଧିକାରୀ ଏନ୍‌ ଗଣେଶ ବାବୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଟ୍ରିକ ପରୀକ୍ଷା ଫଳ: କେନ୍ଦ୍ରାପଡା ଜିଲାରେ କେତେଜଣ ହୋଇଛନ୍ତି କୃତକାର୍ଯ୍ୟ ଜାଣନ୍ତୁ

କେନ୍ଦ୍ରାପଡା ଅଫିସ, ୨୯ା୭-ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। କେନ୍ଦ୍ରାପଡା ଜିଲାରେ ଚଳିତ ବର୍ଷ ପାସ...

ଜିଲା ପ୍ରଶାସନ ପକ୍ଷରୁ ମିଳିତ ଜନ ଶୁଣାଣି

ମାର୍ଶାଘାଇ,୩୦।୯(ଡି.ଏନ୍‌.ଏ.): କେନ୍ଦ୍ରାପଡା ଜିଲା ମାର୍ଶାଘାଇ ବ୍ଲକ ସଭାଗୃହଠାରେ ସୋମବାର ଜିଲା ପ୍ରଶାସନର ମିଳିତ ଜନଶୁଣାଣି ଅଭିଯୋଗ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୧୯୧ ଅଭିଯୋଗର ଶୁଣାଣି...

ବରଗଡ଼ ଜିଲା ଚିଠି: ଅଲୋଡ଼ା ଶିଶୁକନ୍ୟା

ଶିଶୁକନ୍ୟାଙ୍କ ସୁରକ୍ଷା, ଭବିଷ୍ୟତ ସକାଶେ ରାଜ୍ୟ, କେନ୍ଦ୍ର ସରକାର ବହୁବିଧ ଯୋଜନା ହାତକୁ ନେଇଛନ୍ତି। ଏଥିପାଇଁ ସରକାର ବିଭିନ୍ନ ଆଇନ ମଧ୍ୟ ପ୍ରଣୟନ କରିଛନ୍ତି। ବର୍ଷର...

ପଦ୍ମପୁରରେ ସବ୍‌ଜେଲ୍‌ରେ ପଶିଲା କରୋନା

ପଦ୍ମପୁର,୨୨।୫(ଡି.ଏନ୍‌.ଏ.): ବରଗଡ଼ ଜିଲା ପଦ୍ମପୁର ସବ୍‌ଜେଲ୍‌ରେ ୮୩ଜଣ କଏଦୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଜେଲ୍‌ରେ ମୋଟ ୧୨୫କଏଦୀଙ୍କ ସ୍ବାବ ଟେଷ୍ଟ କରାଯାଇଥିବା ବେଳେ ସେମାନଙ୍କ...

ନିୟମ ଉଲ୍ଲଂଘନ ଅଭିଯୋଗରେ ୩ ଦୋକାନୀ ଗିରଫ

ଭଦ୍ରକ ଅଫିସ,୨୧।୪: ଭଦ୍ରକ ଜିଲାରେ ୮ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଥିବା ବେଳେ ୨ଜଣ ସୁସ୍ଥ ହୋଇଛନ୍ତି। ଭଣ୍ଡାରିପୋଖରୀ ବ୍ଲକରେ ୨ଜଣ କରୋନା ରୋଗୀ...

ପୌର ନିର୍ବାହୀ ଅଧିକାରୀଙ୍କୁ ଦୁର୍ବ୍ୟବହାର

ଭଦ୍ରକ ଅଫିସ, ୨୭।୫-ଭଦ୍ରକ ପୌରପାଳିକା କାଉନସିଲ ବୈଠକ ପରେ ଶୁକ୍ରବାର ନିର୍ବାହୀ ଅଧିକାରୀଙ୍କୁ ଦୁର୍ବ୍ୟବହାର ନେଇ ସେ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ବୈଠକ ସରିବା...

ପ୍ରୋଗ୍ରାମ ଅଧିକାରୀ ବହିଷ୍କୃତ

ନୟାଗଡ଼ ଅଫିସ,୧୬।୧୧: ନୟାଗଡ଼ ଜିଲା ସମାଜ ମଙ୍ଗଳ କାର୍ଯ୍ୟାଳୟରେ କାର୍ଯ୍ୟରତ ପ୍ରୋଗ୍ରାମ ଅଧିକାରୀ ଚୂଡ଼ାମଣି ମୁର୍ମୁଙ୍କୁ ବିଭାଗୀୟ ପ୍ରମୁଖ ସଚିବ ବହିଷ୍କୃତ କରିଛନ୍ତି। ଗତ ୬...

ସୂଚନା ଫଳକ ଫଟୋ ଲଗାଇ ଅର୍ଥ ହଡ଼ପ ଅଭିଯୋଗ

ଖଇରା,୧୯।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ରଟିଣା ପଞ୍ଚାୟତରେ ବର୍ତ୍ତମାନ ଚାଲିଥିବା ଉନ୍ନୟନ କାର୍ଯ୍ୟ ମଧ୍ୟରୁ ଅଧିକାଂଶ କାମ ବିନା ଫଳକରେ ଶେଷ ହୋଇଛି। କାର୍ଯ୍ୟଗୁଡ଼ିକ...

Advertisement
Archives

Model This Week