ଏହି ୪ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଶୁଭ ରହିବ ଡିସେମ୍ବର: ଆର୍ଥିକ କ୍ଷେତ୍ରରେ ହେବେ ମାଲାମାଲ..

ବର୍ଷ ୨୦୨୦ର ଶେଷ ମାସ ଅର୍ଥାତ ଡିସେମ୍ବର ଆରମ୍ଭ ହୋଇଛି। ଅନେକ ରାଶି ପାଇଁ ଏହି ମାସଟି ଖାସ ରହିବ। ବିଶେଷକରି କର୍କଟ, ସିଂହ, ମକର ଏବଂ ମୀନ ରାଶିର ବ୍ୟକ୍ତିବିଶେଷ ଧନଲାଭର ସୁଯୋଗ ପାଇବେ। ହେଲେ ଅନ୍ୟ ରାଶି ଏହି ମାସରେ ଖର୍ଚ୍ଚାନ୍ତ ହେବେ। ଏଣୁ ସେମାନଙ୍କୁ ଦେଖିଚାହିଁ ଖର୍ଚ୍ଚ କରିବାକୁ ପଡ଼ିପାରେ।

ମେଷ: ଏହି ରାଶିର ବ୍ୟକ୍ତିବିଶେଷଙ୍କୁ ଆର୍ଥିକ କ୍ଷେତ୍ରରେ ସଫଳତା ପାଇବାର ସମ୍ଭାବନା ଅଧିକ। ନୂତନ ଆୟର ଉତ୍ସ ସୃଷ୍ଟି ହେବ। ନୂଆ ଚାକିରିରେ ଭଲ ଦରମା ମିଳିପାରିବ। ଜରୁରୀ କାର୍ଯ୍ୟରେ ଧନ ଖର୍ଚ୍ଚ ହୋଇପାରେ। ସମ୍ପର୍କୀୟ କିମ୍ପା ବନ୍ଧୁଙ୍କ ବିବାହରେ ଟଙ୍କା ଖର୍ଚ୍ଚ ହେବାର ସମ୍ଭାବନା ରହିଛି। ତଥାପି ଏହି ମାସରେ ଆପଣଙ୍କର ଭଲ ଆୟ ହେବ।

କର୍କଟ: ଏହି ରାଶିର ବ୍ୟକ୍ତିବିଶେଷଙ୍କୁ ଆର୍ଥିକ ଦିଗ ବିଷୟରେ ଚିନ୍ତା କରିବାକୁ ପଡ଼ିବ ନାହିଁ। କାରଣ ଡିସେମ୍ବରରେ ଗ୍ରହ ନକ୍ଷତ୍ର ଆପଣଙ୍କୁ ସମର୍ଥନ କରିବ। ଆର୍ଥିକ ଦିଗ ଶକ୍ତିଶାଳି ହେତୁ କିଛି ବିନିଯୋଗ ମଧ୍ୟ କରିପାରିବେ। ବ୍ୟବସାୟୀ ଇଚ୍ଛାକୃତ ଫଳ ପାଇବେ। ବାକି ଟଙ୍କା ଫେରସ୍ତ ପାଇବେ। ଏହାଛଡ଼ା ଯଦି ବ୍ୟବସାୟୀ ନୂଆ କିଛି ଆରମ୍ଭ କରିବାକୁ ଚିନ୍ତା କରିଛନ୍ତି ତେବେ ସେଥିରେ ସଫଳ ହେବେ।

ସିଂହ: ଏହି ରାଶିର ବ୍ୟକ୍ତିବିଶେଷ ଟଙ୍କା ସଞ୍ଚୟ କରିବେ। ଦୈନନ୍ଦିନ ଖର୍ଚ୍ଚ ପାଇଁ ଜୀବନସାଥୀଙ୍କ ସହଯୋଗ ମିଳିବ। ନିୟମିତ ଆୟ ଛଡ଼ା ଅନ୍ୟ ଆୟ ମଧ୍ୟ ମିଳିବ। ଖର୍ଚ୍ଚ ଅଧିକ ହେବ ନାହିଁ। ତେବେ ଏହି ମାସରେ କୌଣସି ବନ୍ଧୁ ଅଥବା ସମ୍ପର୍କୀୟଙ୍କୁ ଆର୍ଥିକ ସାହାଯ୍ୟ କରିପାରନ୍ତି।

ମକର: ନିଜର ଆର୍ଥିକ ସ୍ଥିତିକୁ ସୁଧାରିବାକୁ ଚେଷ୍ଟା କରିଥିଲେ ନିହାତି ଶୁଭଫଳ ପାଇବେ। ଡିସେମ୍ବରମାସରେ ଅଧିକ ଧନ ପ୍ରାପ୍ତିର ସୁଯୋଗ ରହିଛି। ତେବେ ଖର୍ଚ୍ଚ ମଧ୍ୟ ବଢ଼ିବ। ଜୀବନସାଥୀଙ୍କ ନୂଆ ବ୍ୟବସାୟ କିମ୍ବା ଚାକିରି ଯୋଗୁ ଆର୍ଥିକ ସ୍ଥିତି ମଜଭୂତ ହେବ। ବିନିଯୋଗ କରିଥିବା ଟଙ୍କାରେ ଲାଭ ପାଇବେ।

ମୀନ: ଏହି ରାଶିର ବ୍ୟକ୍ତିବିଶେଷ ଡିସେମ୍ବର ମାସରେ ସଞ୍ଚୟ କରିବାକୁ ସମର୍ଥ ହେବେ। ଅତୀତରେ କରିଥିବା ବିନିଯୋଗ ଲାଗି ଲାଭ ପାଇବାର ଆଶା ରହିଛି। ସରକାରୀ ଖାତାରେ ଅଟକି ରହିଥିବା ଟଙ୍କା ଫେରିପାରିବେ। ନୂତନ କାମ ଆରମ୍ଭ କରିବାକୁ ଚିନ୍ତା କରୁଥିଲେ, ବାପାଙ୍କଠାରୁ ସାହାଯ୍ୟ ମିଳିପାରେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri