ଗ୍ରାହକଙ୍କୁ ଭୋଡାଫୋନ୍‌ ଆଇଡିଆର ଝଟକା: ମହଙ୍ଗା ହେଲା ଲୋକପ୍ରିୟ ୨ ପ୍ଲାନ୍‌

ନୂଆଦିଲ୍ଲୀ,୧।୧୨: ଟେଲିକମ୍‌ କମ୍ପାନୀ ଭୋଡାଫୋନ ଆଇଡିଆ(ଭିଆଇ) ନିଜର ଦୁଇଟି ପୋଷ୍ଟପେଡ୍‌ ପ୍ଲାନ ମହଙ୍ଗା କରିଛି। କମ୍ପାନୀ ନିଜର ଲୋକପ୍ରିୟ ପ୍ଲାନର ମୂଲ୍ୟ ୫୦ ଟଙ୍କା ଅଧିକ କରିଛି। ଏଥିରେ ୫୯୮ ଏବଂ ୭୪୯ ଟଙ୍କାର ପ୍ଲାନ୍‌ ରହିଛି। ଏବେ ଏହାକୁ ନେବାକୁ ହେଲେ ଗ୍ରାହକଙ୍କୁ ଯଥାକ୍ରମେ ୬୪୯ ଏବଂ ୭୯୯ ଟଙ୍କା ଦେବାକୁ ହେବ।

ତେବେ ୬୪୯ ଟଙ୍କାର ପ୍ଲାନ ଏକ ଫାମିଲି ପ୍ଲାନ। ଏଥିଯୋଗୁ ଏଥିରେ ମିଳିବାକୁ ଥିବା ୮୦ଜିବି ଡାଟାରୁ ପ୍ରାଇମେରି ୟୁଜରଙ୍କୁ ୫୦ ଜିବି ଓ ସେକେଣ୍ଡାରୀ ୟୁଜରଙ୍କୁ ୩୦ ଜିବି ମିଳିବ। ଏଥିସହ ଅନ୍‌ଲିମିଟେଡ୍‌ କଲିଂ ସହ ଅନ୍ୟାନ୍ୟ ସୁବିଧା ମିଳିବ। ସେହିଭଳି ୭୯୯ ଟଙ୍କାର ପ୍ୟାକ୍‌ରେ ୯୦ଜିବି ଡାଟା ସହ ଅନ୍‌ଲିମିଟେଡ୍‌ କଲିଂ ଏବଂ ଏସ୍‌ଏମ୍‌ଏସ୍‌ର ସୁବିଧା ରହିଛଇ। ଉପରୋକ୍ତ ପ୍ଲାନରେ ଏକ ବର୍ଷ ପର୍ଯ୍ୟନ୍ତ ଆମାଜନ ପ୍ରାଇମ୍‌ ଏବଂ ଜି-୫ ଦେଖିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ରିଲାଏନ୍ସ ରିଟେଲରେ ନିବେଶ କରିପାରେ ଆମାଜନ

ବାଙ୍ଗାଲୋର,୨୪।୭: ମୁକେଶ ଅମ୍ବାନୀଙ୍କ ନେତୃତ୍ୱାଧୀନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ରିଟେଲ ଆର୍ମ ରିଲାଏନ୍ସ ରିଟେଲରେ ନିବେଶ ଲାଗି ପ୍ରମୁଖ ଇ-କମର୍ସ କମ୍ପାନୀ ଆମାଜନ ଆଗ୍ରହ ଦେଖାଇଛି। ଜେଫ୍‌...

ତପନ ଚାନ୍ଦଙ୍କୁ ଓଡ଼ିଶା ବିଜ୍‌ନେସ୍‌ ଲିଡରଶିପ୍‌ ଆୱାର୍ଡ

ଭୁବନେଶ୍ୱର,୨୯।୯: ଓଡ଼ିଶାର ଅଭିବୃଦ୍ଧି ତଥା ପ୍ରଗତି କ୍ଷେତ୍ରରେ ସାମିଲ ଥିବା ଅଭିଜ୍ଞ ଓ ଦକ୍ଷ ବ୍ୟକ୍ତିତ୍ୟଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ନ୍ୟୁଜ୍‌୧୮ ଓଡ଼ିଆ ପକ୍ଷରୁ ଏକ...

ଭାରତରେ ଅତ୍ୟାବଶ୍ୟକ ସାମଗ୍ରୀ ଆହୁରି ମହଙ୍ଗା ହେବ

ନୂଆଦିଲ୍ଲୀ, ୭ା୩ : ସୋମବାର ସପ୍ତମ ପର୍ଯ୍ୟାୟ ଉତ୍ତର ପ୍ରଦେଶ ନିର୍ବାଚନ ଶେଷ ହେବା ପରେ ଭାରତରେ ତୈଳ ଓ ଗ୍ୟାସ୍‌ ଦର ବୃଦ୍ଧି ପାଇବ।...

ଅଟୋ ଡିଲରଙ୍କ ଲାଗି ଏସ୍‌ବିଆଇର ପଦକ୍ଷେପ;ଋଣ ପୈଠ ଅବଧି ବଢାଇଲା

ନୂଆଦିଲ୍ଲୀ, ୧୯-୮: ଘରୋଇ ବଜାରରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଏଥିଯୋଗୁ ଅନେକ କମ୍ପାନୀ ବର୍ତ୍ତମାନ ସେମାନଙ୍କ ଉତ୍ପାଦନ ବନ୍ଦ କରୁଥିବା ଦେଖାଯାଉଛି। ସେହିଭଳି ଆଉ...

ବନ୍ଦ ହେଲା ମେସେଜିଙ୍ଗ୍‌ ଆପ୍‌ ‘ହାଇକ୍‌’

ନୂଆଦିଲ୍ଲୀ,୧୯।୧: ହାଇକ୍‌ ସୋସିଆଲ୍‌ ମେସେଜିଙ୍ଗ୍‌ ଆପ୍‌ ‘ହାଇକ୍‌’କୁ ବନ୍ଦ କରିଦିଆଯାଇଛି। ଆପ୍‌ର ସହ-ପ୍ରତିଷ୍ଠାତା ତଥା ସିଇଓ କେଭିନ ଭାରତୀ ମିତ୍ତଲ ଟୁଇଟ୍‌ କରି ଏହା ନିଶ୍ଚିତ...

ଫେବୃୟାରୀରେ ୩.୯୪ ଲକ୍ଷ ଯାନ ବିକ୍ରି

ନୂଆଦିଲ୍ଲୀ,୫।୩: ଦେଶର ପ୍ରମୁଖ ଦୁଇଚକିଆ ଯାନ ନିର୍ମାଣକାରୀ କମ୍ପାନୀ ହିରୋ ମୋଟାକର୍ପ ଚଳିତ ବର୍ଷ ଫେବୃୟାରୀରେ ପ୍ରାୟ ୩.୯୪ ଲକ୍ଷ ୟୁନିଟ ଯାନ ବିକ୍ରି କରିଛି...

କରୋନା ଖାଇଯିବ ୮.୮ ଟ୍ରିଲିୟନ ଡଲାର

ନୂଆଦିଲ୍ଲୀ,୧୬ା୫(ପି.ଟି.): କରୋନା ମହାମାରୀ ଯୋଗୁ ବିଶ୍ୱ ଅର୍ଥନୀତିକୁ ୫.୮ରୁ ୮.୮ ଟ୍ରିଲିୟନ ଡଲାର କ୍ଷତି ସହିବାକୁ ପଡ଼ିପାରେ ବୋଲି ଏସୀୟ ଉନ୍ନୟନ ବ୍ୟାଙ୍କ (ଏଡିବି) ପକ୍ଷରୁ...

ସାମସଙ୍ଗ ଆଣିଲା ନୂଆ ଗାଲାକ୍ସି ନୋଟ ୧୦

ମୁମ୍ବାଇ, ୨୯-୮: ସାମସଙ୍ଗ ପକ୍ଷରୁ ନୂଆ ଗାଲାକ୍ସି ନୋଟ ୧୦ ଏବଂ ୧୦ ପ୍ଲସ ସ୍ମାର୍ଟଫୋନ ବଜାରକୁ ଆସିଛି। ଯୁବବର୍ଗଙ୍କ ଚାହିଦାକୁ ଧ୍ୟାନରେ ରଖି କମ୍ପାନୀ...

Advertisement
Archives

Model This Week