Posted inଖେଳ

କ୍ରିକେଟକୁ ଫେରିବେ ପାକିସ୍ତାନର ଏହି ପୂର୍ବତନ ଅଧିନାୟିକା

କରାଚୀ,୧୯।୬- ପାକିସ୍ତାନର ପୂର୍ବତନ ଅଧିନାୟିକା ନିଦା ଦାର ପେସାଦାର କ୍ରିକେଟକୁ ଖୁବ ଶୀଘ୍ର ଫେରିବାକୁ ପ୍ରସ୍ତୁତ ଥିବା ଘୋଷଣା କରିଛନ୍ତି। ସେ ପ୍ରାୟ ଦେଢ଼ ବର୍ଷ ପୂର୍ବେ ମାନସିକ ସ୍ବାସ୍ଥ୍ୟ କାରଣ ଦର୍ଶାଇ କ୍ରିକେଟରୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଦୂରେଇ ଯାଇଥିଲେ। ୩୯ ବର୍ଷୀୟା ନିଦା ପାକିସ୍ତାନ ପାଇଁ ୧୧୨ ଦିନିକିଆ ଓ ୧୬୦ ଟି୨୦ ମ୍ୟାଚ୍‌ ଖେଳିଛନ୍ତି।

ଦୂରେଇ ରହିବା ପରେ ମୁଁ ମୋ ନିଜ ଉପରେ ଧ୍ୟାନ ଦେଇଥିଲି ଏବଂ ମୁଁ ମୋ ପୁରୁଣା ଆତ୍ମବିଶ୍ୱାସ ଫେରିପାଇଛି। ମୁଁ ବର୍ତ୍ତମାନ ପାକିସ୍ତାନ କ୍ରିକେଟ ପାଇଁ ପୁଣି ଥରେ ଖେଳିବାକୁ ଉପଲବ୍ଧ ରହିଛି। ଦଳର ଆବଶ୍ୟକତା ପୂରଣ କରିବା ପାଇଁ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପ୍ରସ୍ତୁତ ବୋଲି ନିଦା ଏକ୍ସ’ରେ ପୋଷ୍ଟ କରିଛନ୍ତି। ସେ ଅନ୍ତିମ ଥର ୟୁଏଇରେ ୨୦୨୪ ଟି୨୦ ବିଶ୍ୱକପ୍‌ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛିଡ଼ିଲା ମୁଖ୍ୟମନ୍ତ୍ରୀ ବସର ଆଗ ଚକା

 ଦିଗପହଣ୍ଡି,୧୯|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଛଣମେରି ପଞ୍ଚାୟତ ବାହାଡା ଗୁଡ଼ା ଗ୍ରାମ ନିକଟରେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୫ ଟାରେ ମୁଖ୍ୟମନ୍ତ୍ରୀ ବସ…

Coach Yuvraj Singh: IPLରେ ଯୁବରାଜ ସିଂହଙ୍କ ଏଣ୍ଟ୍ରି, ଏହି ଦଳର ହେବେ କୋଚ୍‌ !

ନୂଆଦିଲ୍ଲୀ,୧୯।୬: ଆଇପିଏଲ୍ ୨୦୨୭କୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ସବୁଠାରୁ ବଡ଼ ଖବର ଆସୁଛି ଦିଲ୍ଲୀ କ୍ୟାପିଟାଲ୍ସ ଶିବିରରୁ ।…

ପିସିସି ସଭାପତି, ସୁର ରାଉତରାୟଙ୍କୁ ଛତ୍ରପୁର କଂଗ୍ରେସ କମିଟି ପକ୍ଷରୁ ସ୍ୱାଗତ…

ଛତ୍ରପୁର, ୧୯।୬ (ଦିଲ୍ଲୀପ ସାମଲ): ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ଅବସରରେ ଗଞ୍ଜାମ ଜିଲ୍ଲାର ଆସିକା ନିକଟସ୍ଥ ବାଲିସିରାଠାରେ ଆୟୋଜିତ ରକ୍ତଦାନ ଶିବିରରେ ଯୋଗଦେବା ପାଇଁ ଯାଉଥିବା ବେଳେ…

ଗଜପତି ଜିଲାରେ ବାହାର ଠିକାଦାରଙ୍କୁ କାମ କରିବାକୁ ମନା, ଜିଲା ଠିକାଦାର ସଂଘର ନୂତନ ନିଷ୍ପତ୍ତି

ମୋହନା, ୧୯।୬ (ମନ୍ମଥ ମିଶ୍ର): ଗଜପତି ଜିଲା ଠିକାଦାର ସଂଘ ପକ୍ଷରୁ ଏକ ନୂତନ ନିୟମାବଳୀ ପ୍ରସ୍ତୁତ କରାଯାଇଛି। ସଂଘର ସଦସ୍ୟମାନଙ୍କ ସର୍ବସମ୍ମତିକ୍ରମେ ଗୃହୀତ ଏହି ନିୟମାବଳୀ…

ଗ୍ରାହକଙ୍କ ପାଇଁ ସୂବର୍ଣ୍ଣ ସୁଯୋଗ: ରୁପା ୮,୦୪୦ ତ ଏତିକି ଟଙ୍କା ଶସ୍ତା ହେଲା ସୁନା, କିଣିବାର ଥିଲେ…

ନୂଆଦିଲ୍ଲୀ,୧୯।୬: ରାଜଧାନୀ ଦିଲ୍ଲୀର ସରଫା ବଜାରରେ ଶୁକ୍ରବାର ସୁନା ଏବଂ ରୁପା ମୂଲ୍ୟରେ ଏକ ବଡ଼ ଧରଣର ହ୍ରାସ ରେକର୍ଡ କରାଯାଇଛି। କ୍ରମାଗତ ଚତୁର୍ଥ କାରବାର ଦିବସରେ…

ଶାବର ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ତିନି ରଥ ନିର୍ମାଣ କାର୍ଯ୍ୟ

କୋରାପୁଟ, ୧୯।୬ (ଅମିତାଭ ବେହେରା): ଆସନ୍ତା ରଥଯାତ୍ରା ପାଇଁ କୋରାପୁଟର ଶାବର ଶ୍ରୀକ୍ଷେତ୍ରରେ ଶୁକ୍ରବାର ତିନିଟି ରଥର ନିର୍ମାଣ କାର୍ଯ୍ୟ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି। ସ୍ଥାନୀୟ…

କ୍ଷୁଦ୍ର ଜଳସେଚନ ଉପବିଭାଗରେ ନିମ୍ନମାନର କାର୍ଯ୍ୟ ଅଭିଯୋଗ: ଠିକାଦାର ସଂଘର କାର୍ଯ୍ୟାଳୟ ଘେରାଉ, ଭୟରେ ଲୁଚିଲେ ସହକାରୀ ନିର୍ବାହୀ ଯନ୍ତ୍ରୀ

ବଣାଇଁ, ୧୯।୬ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ କ୍ଷୁଦ୍ର ଜଳସେଚନ ଉପବିଭାଗରେ ନିମ୍ନମାନର କାର୍ଯ୍ୟ ହେଉଥିବା ଅଭିଯୋଗକୁ ନେଇ ଠିକାଦାର ମହାସଂଘ ପକ୍ଷରୁ ଶୁକ୍ରବାର କାର୍ଯ୍ୟାଳୟ…

ଟି୨୦ ବିଶ୍ୱକପ୍‌ରୁ ବାହାରିଗଲେ ଶ୍ରେୟଙ୍କା

ଲିଡ୍ସ, ୧୯ା୬: ଗୋଇଠିରେ ଆଘାତପ୍ରାପ୍ତ ଯୋଗୁ ଅଫ୍‌ ସ୍ପିନର ଶ୍ରେୟଙ୍କା ପାଟିଲ ଚଳିତ ମହିଳା ଟି୨୦ ବିଶ୍ୱକପ୍‌ରୁ ବାହାରି ଯାଇଛନ୍ତି। ଏହା ଭାରତୀୟ ଦଳକୁ ଏକ ଶକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri