କେସିଙ୍ଗା ଏନ୍‌ଏସିରେ ଜବରଦଖଲ ଉଚ୍ଛେଦ

କେସିଙ୍ଗା,୨୩।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିର ବଗାଡ଼ ୱାର୍ଡ ନଂ. ୨ରେ ସୋମବାର ଜବରଦଖଲ ଉଚ୍ଛେଦ ହୋଇଛି। ଏଥିରେ ୱାର୍ଡର ରାଜୁ ନାୟକଙ୍କ ଘର ଉଚ୍ଛେଦ ହୋଇଛି। ସରକାରୀ ଜମି ଜବରଦଖଲ ନେଇ ପୂର୍ବରୁ ଓ୍ବାର୍ଡବାସୀ ଅଭିଯୋଗ କରିଥିଲେ। ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, ତହସିଲଦାର ଜ୍ୟୋତିିର୍ମୟ କର, ଆଇଆଇସି ଏସ୍‌.କେ.ନନ୍ଦ ପ୍ରମୁଖଙ୍କ ଉପସ୍ଥିତିରେ ଉଚ୍ଛେଦ କରାଯାଇଛି। ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି କଲ୍ୟାଣ ମଣ୍ଡପ ପାଇଁ ଏହି ଜମି ସଂରକ୍ଷିତ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ରାଇସ ମିଲ୍‌ରୁ ବିଷଧର ସାପ ଉଦ୍ଧାର

ବୁଗୁଡ଼ା,୨୭ା୫(ଡି.ଏନ.ଏ.)-ବୁଗୁଡ଼ା ସହର ନିକଟସ୍ଥ ଷୋହଳମାଇଲି ଠାରେ ଥିବା ଶଙ୍କର ରାଇସ୍‌ ମିଲରୁ ବୁଧବାର ଅପରାହ୍ନରେ ଏକ ୫ ଫୁଟିଆ ବିଷଧର ସାପ ଉଦ୍ଧାର କରାଯାଇଛି। ମିଲ୍‌ରେ...

ଅନୁଗୋଳ ପୋଲିସ କବ୍‌ଜାରେ ଅଭିଯୁକ୍ତ ବାପି

ଅନୁଗୋଳ ଅଫିସ, ୨୪।୫- ଅନୁଗୋଳ ପୋଲିସ ହାତରେ ଧରାପଡ଼ିଛନ୍ତି ଅଭିଯୁକ୍ତ ବାପି ଓରଫ ସତ୍ୟଜିତ୍‌ ପ୍ରଧାନ(୩୩)। ତେବେ ବାପିଙ୍କୁ କେଉଁଠାରୁ ଗିରଫ କରାଯାଇଛି ସେ ସମ୍ପର୍କରେ...

ବାରବୁଲା ଜୀବନ୍‌ ବିତଉଛନ୍‌ ବୁରୁଧ୍‌ ଦମ୍ପତି

ବିନିକା, ୨୬।୧୨ (ଡି.ଏନ୍‌.ଏ.)- ସୁବର୍ଣ୍ଣପୁର ଜିଲା ବିନିକା ଏନ୍‌ଏସି ଅଧୀନ ଡଭଲା ଓ୍ବାର୍ଡ ନଂ.୧ ରେ ବାପ୍‌ଅଜା ଅମଲୁ ରହିଆସୁଛନ୍‌ ଅସାହା ବୁରୁଧ୍‌ ଦମ୍ପତି ନାଥ...

ରାତିରେ ଚିଲିକା ବିଧାୟକଙ୍କୁ ଜେଲରେ ଭେଟିଲେ ନେତା, ଏସ୍‌ଓପିକୁ ଭୁଲିଗଲେ

ଖୋର୍ଦ୍ଧା ଅଫିସ,୧୦। ୧୦: ବାଲୁଗାଁ ଭାଜପା ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ଆକ୍ରମଣ, ଗାଳିଗୁଳଜ ଘଟଣାରେ ଖୋର୍ଦ୍ଧା ଏଡିଜେ ଶୁକ୍ରବାର ଜାମିନ ଆବେଦନ ଖାରଜ କରିବା...

ଫେରାର ନିର୍ବାହୀ ଯନ୍ତ୍ରୀଙ୍କୁ ଭୁବନେଶ୍ୱରରୁ ଗିରଫ କଲା ଭିଜିଲାନ୍ସ

ଭଦ୍ରକ ଅଫିସ,୧୮।୨- ଲାଞ୍ଚ ନେବା ଘଟଣାରେ ସମ୍ପୃକ୍ତ ଅଭିଯୋଗରେ ମାସେ ହେଲା ଫେରାର ଥିବା ଭଦ୍ରକ ଗ୍ରାମ୍ୟ ଉନ୍ନୟନ ବିଭାଗ(୧)ର ନିର୍ବାହୀ ଯନ୍ତ୍ରୀ ମାନସ କୁମାର...

ଆଧାର ସାଜିବେ ଆଶା

ଅନୁଗୋଳ ଅଫିସ, ୧୧ା୭: କୋଭିଡ୍‌ ମହାମାରୀରୁ ଗର୍ଭବତୀଙ୍କୁ ଦିଆଯିବ ସୁରକ୍ଷା। ବୟସ୍କ ଓ ଯୁବବର୍ଗଙ୍କ ପରି ସେମାନଙ୍କର ମଧ୍ୟ ହେବ ଟିକାକରଣ। ହେଲେ ଏଥିପାଇଁ ଅନ୍‌ଲାଇନ୍‌ କି...

ବିଡିଓଙ୍କ ଗାଡ଼ି ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ପାରଳାଖେମୁଣ୍ଡି:୨୧।୨(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ଉପଖଣ୍ଡ ଯାଜପୁର ଗ୍ରାମ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମୋହନା ବିଡିଓଙ୍କ ସରକାରୀ ଗାଡ଼ି ଧକ୍କାରେ ଜଣେ ବାଇକ୍‌...

ମା’-ବାପାଙ୍କୁ ହରାଇଥିବା ଦିବେଶ ମାଟ୍ରିକ ଟପ୍ପର

ଝାରସୁଗୁଡ଼ା ଅଫିସ,୨୯ା୭: କଥାରେ ଅଛି ଇଚ୍ଛାଶକ୍ତି ଥିଲେ ସଫଳତା ଆପଣାଛାଏଁ ମିଳିଥାଏ। ଏହି କଥାର  ବାସ୍ତବତା ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲାରେ। ଏହି ଜିଲାର ନିକତିମାଲ...

Advertisement
Archives

Model This Week