ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣା, ୨ ପାଇଲଟଙ୍କ ସମେତ ୫ ମୃତ

ଓ୍ବାଶିଂଟନ,୧୧ା୬: ଆମେରିକାର ମେରାଇନ କର୍ପ୍ସ କାଲିଫର୍ନିଆର ମରୁଭୂମିରେ ଟ୍ରେନିଂ ସମୟରେ ଓସପ୍ରେ ଟିଲ୍ଟ୍ରୋଟୋର ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୫ ଜଣଙ୍କୁ ଚିହ୍ନଟ କରାଯାଇଛି। ପ୍ରାଣ ହରାଇଥିବା ଦୁଇ ପାଇଲଟ ହେଉଛନ୍ତି ନ୍ୟୁ ହାମ୍ପଶାୟାରର ରକିଙ୍ଗହମର କ୍ୟାପଟେନ ନିକୋଲାସ ପି. ଲୋସାପିଓ (୩୧) ଏବଂ କାଲିଫର୍ନିଆ ପ୍ଲେସରର କ୍ୟାପଟେନ ଜନ୍‌ ଜେ ସାକ୍ସ (୩୩)।

ଏହି ଦୁର୍ଘଟଣାରେ ୩ ଟିଲ୍ଟ୍ରୋଟୋର କ୍ରୁ ମୁଖ୍ୟଙ୍କର ମଧ୍ୟ ମୃତ୍ୟୁ ଘଟିଛି। ସେମାନେ ହେଲେ ଇଲିନୋଇସର ଓ୍ବିନ୍ନବାଗୋର ନାଥାନ ଇ କାର୍ଲସନ (୨୧) ଏବଂ ଓ୍ବାୟୋମିଙ୍ଗର ଜନସନଙ୍କ ସେଠ୍‌ ଡି ରାସମୁସନ(୨୧) ଏବଂ ନ୍ୟୁ ମେକ୍ସିକୋର ଭାଲେନ୍ସିଆର ୧୯ ବର୍ଷର ଇଭାନ ଏ ଷ୍ଟ୍ରିକଲ୍ୟାଣ୍ଡ।

ସ୍କ୍ବାଡ୍ର୍‌ନର କମାଣ୍ଡିଂ ଅଫିସର ଲେଫ୍ଟ କର୍ଣ୍ଣଲ ଜନ୍‌ ସି ମିଲର କହିଛନ୍ତି, ଏହି ଦୁର୍ଘଟଣାରେ ଆମେ ମୃତ ବ୍ୟକ୍ତିଙ୍କ ପାଇଁ ଶୋକ ପ୍ରକାଶ କରିବା ସହ ସେମାନଙ୍କ ପରିବାରକୁ ସମବେଦନା ଜଣାଉଛୁ। ତେବେ କାହିଁକି ଏପରି ଦୁର୍ଘଟଣା ଘଟିଲା ତା’ର ଅନୁସନ୍ଧାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ ସରକାରଙ୍କ ବିରୋଧରେ ଜାରି ରହିଛି ପ୍ରଦର୍ଶନ, ତେଲ ଆଭିବ ସଡକ ଉପରେ ଜନତା

ତେଳ ଆଭିବ,୫ ।୨: ଇସ୍ରାଏଲର ସୁପ୍ରିମକୋର୍ଟରେ ଅଧିକାରୀଙ୍କୁ ନିୟନ୍ତ୍ରିତ କରିବା ଆଇନ ବିରୋଧରେ ଜନତାଙ୍କ କ୍ରୋଧ ବଢିବାରେ ଲାଗିଛି । ଏଠାରେ ଗତ ୫ ସପ୍ତାହ...

ପୋଲିସ ସମେତ ୧୦ ମୃତ

ଓ୍ବାଶିଂଟନ୍‌, ୨୪ା୩: ଆମେରିକାର କଲରାଡୋ ରାଜ୍ୟରେ ଆତତାୟୀଙ୍କ ଗୁଳିରେ ସୋମବାର ଜଣେ ପୋଲିସ ଅଫିସରଙ୍କ ସମେତ ମୋଟ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଜଣେ ବନ୍ଧୁକଧାରୀ...

ତୃତୀୟ ବିଶ୍ୱଯୁଦ୍ଧ ଆଶଙ୍କା, ଏବେ ଆମେରିକା ପ୍ରବେଶ କରିବା ସମ୍ଭାବନା !…

ଓ୍ବାଶିଂଟନ/ମସ୍କୋ,୨୪।୩ : ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ, ଏକ ଖବର ଏବେ ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବୃଦ୍ଧି କରିଛି। ଯଦି ରୁଷିଆ ୟୁକ୍ରେନ ବିରୁଦ୍ଧରେ ଆଣବିକ ଅସ୍ତ୍ର ପ୍ରୟୋଗ...

ମଝି ଆକାଶରୁ ତଳେ ଖସିଲା ହେଲିକପ୍ଟର: ସମସ୍ତ ଯାତ୍ରୀ ସୁରକ୍ଷିତ

ଲଣ୍ଡନ, ୨୮।୭: କଥାରେ ଅଛି ରଖେ ହରି ମାରେ କିଏ। ଏହାର ସଦସ୍ୟତମ ଉଦାହରଣ ବ୍ରିଟେନ୍‌ରେ ଘଟିଛି। ଏଠାରେ ୪ ଜଣ ଲୋକଙ୍କୁ ନେଇ ଯାଉଥିବା...

ଜାତିସଂଘରୁ ବାଦ ପଡ଼ିଲା ରୁଷିଆ: ଭୋଟରୁ ନିବୃତ ରହିଲା ଭାରତ

ଜେନେଭା,୭।୪: ୟୁକେନ-ରୁଷିଆ ଯୁଦ୍ଧ ମଧ୍ୟରେ ମସ୍କୋକୁ ଏକ ବଡ଼ ଝଟ୍‌କା ଲାଗିଛି। ଗୁରୁବାର ମିଳିତ ଜାତିସଂଘର ମାନବ ଅଧିକାର ପରିଷଦ(ୟୁଏନ୍‌ଏଚ୍‌ଆର୍‌ସି)ରେ ଅନୁଷ୍ଠିତ ହୋଇଥିବା ଭୋଟିଂ ପ୍ରକ୍ରିଆରେ...

ସଙ୍କଟଗ୍ରସ୍ତ ଦୁନିଆରେ ଭାରତ ଭବିଷ୍ୟତର ପାଲଟିଛି ଭରସା: ବିଲ୍‌ ଗେଟ୍ସ

କାଲିଫର୍ନିଆ,୨୩।୨: ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ତଥା ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ସହ-ପ୍ରତିଷ୍ଠାତା ବିଲ ଗେଟ୍ସ ତାଙ୍କ ବ୍ଲଗ ‘ଗେଟ୍ସ ନୋଟ୍ସ’ରେ ଭାରତକୁ ପ୍ରଶଂସା କରିଛନ୍ତି।...

ମୂଳ ଭାରତୀୟ ରବି ଚୌଧୁରୀ ଆମେରିକା ବାୟୁସେନାରେ ସହାୟକ ସଚିବ…

ଓ୍ବାଶିଂଟନ,୧୬।୩ : ଆମେରିକାର ସିନେଟ ମୂଳ ଭାରତୀୟ ରବି ଚୌଧୁରୀଙ୍କୁ ବାୟୁସେନାର ସହକାରୀ ସଚିବ ନିଯୁକ୍ତ କରିଛନ୍ତି। ରବି ବାୟୁସେନାରେ ଶକ୍ତି, ସ୍ଥାପନ ଏବଂ ପରିବେଶ...

ହରମୋନ୍‌ସ୍ତରରେ ସନ୍ତୁଳନ ରକ୍ଷା କରେ ଯୋଗ…

ଯୋଗ ମାଧ୍ୟମରେ ବିଭିନ୍ନ ରୋଗ ଭଲ ହେଉଛି। ତେଣୁ ନିଜକୁ ଫିଟ୍‌ ଓ ରୋଗମୁକ୍ତ କରିବା ପାଇଁ ଅନେକ ସକାଳୁ ସକାଳୁ ଯୋଗ କଲେ ମିିଳିଥାଏ...

Advertisement
Archives

Model This Week