Advertisement

୧,୪୪୮ କିଲୋମିଟର ପହଁରିବାରେ ପ୍ରଥମ ମହିଳା

ଲଣ୍ଡନ, ୨୧/୧୦:ନର୍ଥ ୟୋର୍କଶାୟର ଥିରସ୍କ ସହରର ଜସ୍ମିନ୍‌ ହାରିସନ୍‌ (୨୩) ବିଶ୍ୱର ପ୍ରଥମ ମହିଳା ଭାବେ ସର୍ବାଧିକ ୯୦୦ ମାଇଲ (୧୪୪୮ କିଲୋମିଟର) ପହଁରି ରେକର୍ଡ କରିଛନ୍ତିିିି। ଦେଶର ପଶ୍ଚିମ ତଟ ଦେଇ ସେ ‘ଲ୍ୟାଣ୍ଡ୍‌ସ ଏଣ୍ଡ୍‌’ ରୁ ‘ଜନ୍‌ ଓ’ଗ୍ରୋଟ୍‌ସ’ ପର୍ଯ୍ୟନ୍ତ ପହଁରିଥିଲେ। ଏହି ଦୂରତା ବ୍ରିଟେନ୍‌ର ଦୈର୍ଘ୍ୟ ସହ ସମାନ। ଜୁଲାଇ ୧ରେ ଜସ୍ମିନ୍‌ ପହଁରା ଆରମ୍ଭ କରିଥିଲେ। ଦିନକୁ ୧୨ ଘଣ୍ଟା ପହଁରି ସେ ପ୍ରାୟ ୧୧୦ ଦିନରେ ୯୦୦ ମାଇଲ ଅତିକ୍ରମ କରିଥିଲେ। ୨୦୨୧ରେ ସେ ଏକୁଟିଆ ଆଟ୍‌ଲାଣ୍ଟିକ୍‌ ସାଗରରେ ପହଁରି ସର୍ବକନିଷ୍ଠା ଭାବେ ବିରଳ ରେକର୍ଡ କରିଥିଲେ। ଏବେ ସେ ଆଉ ଏକ ରେକର୍ଡ ନିଜ ନାଁରେ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଜା ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ, ହମାସ କମାଣ୍ଡର ସମେତ ୧୦ମୃତ

ଜେରୁଜେଲମ,୬ ।୮: ଇସ୍ରାଏଲ ପକ୍ଷରୁ ଶୁକ୍ରବାର ଗାଜା ଉପରେ କରାଯାଇଥିବା ଏୟାର ଷ୍ଟ୍ରାଇକରେ ହମାସର ଜଣେ ବରିଷ୍ଠ କମାଣ୍ଡରଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା...

ବାଇଡେନ୍‌ଙ୍କ ସ୍ତ୍ରୀ-ଝିଅଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଲା ରୁଷିଆ…

ମସ୍କୋ, ୨୮।୬ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ତୟୀ ଏବଂ ଝିଅଙ୍କ ପ୍ରବେଶ ଉପରେ ରୁଷିଆ ପ୍ରତିବନ୍ଧକ ଲଗାଇଛି। ସେମାନେ ଏଣିକି ରୁଷିଆରେ ପ୍ରବେଶ...

ପ୍ରଥମେ ସେଲ୍‌ଫି ନେଇ ୭ ମାସର ଗର୍ଭବତୀ ସ୍ତ୍ରୀଙ୍କୁ ହଜାର ଫୁଟ ଉଚ୍ଚରୁ ଠେଲିଦେଲେ ସ୍ବାମୀ, ଆଉ ତା’ ପରେ…

ଅଙ୍କାର,୧୭।୨: ତୁର୍କୀର ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ମୃତ୍ୟୁ ପରେ ବିବାଦ ଘେରକୁ ଆସିଛନ୍ତି। ଏହି ବ୍ୟକ୍ତି ଜଣକ ପ୍ରଥମେ ହଲିଡେ ସ୍ପଟ୍‌କୁ ଯାଇ ସ୍ତ୍ରୀଙ୍କ ସହ...

ଆମେରିକାରେ କରୋନା ସଂକ୍ରମଣ ଯେତିକି ବଢୁଛି, ଚାଇନା ଉପରେ ରାଗ ସେତିକି ବଢୁଛି: ଟ୍ରମ୍ପ

ଓ୍ବାଶିଂଟନ,୧।୭:ଆମେରିକାରେ କରୋନା ଭାଇରସ ସଂକ୍ରମଣ ଯେତିକି ବୃଦ୍ଧି ପାଉଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚାଇନା ପ୍ରତି କ୍ରୋଧ ସେତିକି ବଢିବାରେ ଲାଗିଛି। ଆମେରିକାର ସ୍ବାସ୍ଥ୍ୟ...

୨ ବର୍ଷ ପରେ ଉତ୍ତର କୋରିଆରେ କରୋନା, ଲକ୍‌ଡାଉନ୍‌ ଘୋଷଣା କଲେ କିମ୍‌…

ପ୍ୟୋଙ୍ଗୟାଙ୍ଗ, ୧୨।୫ : କରୋନା ମହାମାରୀ ଆରମ୍ଭ ହେବାର ଦୁଇ ବର୍ଷ ପରେ ଉତ୍ତର କୋରିଆରେ ପ୍ରଥମ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହା ପରେ...

କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ରହିବ ଆଜୀବନ ଶାରୀରିକ ସମସ୍ୟା

ଇଂଲଣ୍ଡ,୨୩।୬: ସାରା ବିଶ୍ୱରେ କରୋନା ଭାଇରସ୍‌ ଆତଙ୍କ ଖେଳାଇ ଚାଇଛି। ଦିନକୁ ଦିନ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ସେଥିମଧ୍ୟରୁ ମଧ୍ୟ କେତେକ...

ଇରାକ ଉପରେ ପୁଣି ଆକ୍ରମଣ: ବାଗଦାଦର ଗ୍ରୀନ୍‌ ଜୋନ୍‌ରେ ରକେଟ୍‌ ମାଡ

ବାଗଦାଦ,୯।୧: ଆମେରିକା ଓ ଇରାକ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ଥମିବାର ନାଁ ନେଉନି। ଗୁରୁବାର ସକାଳେ ଇରାକ ବାଗଦାଦର ଗ୍ରୀନ୍‌ ଜୋନ୍‌ରେ ୨ଟି ରକେଟ୍‌...

୧୨ ବର୍ଷରେ ଗଡ଼ିଛି ୧,୧୦୯ ଖବରଦାତାଙ୍କ ମୁଣ୍ଡ

ଲଣ୍ଡନ, ୨ା୧୧(ପି.ଟି.): ରାଜନୀତି, ଅପରାଧ ଓ ଦୁର୍ନୀତି ସମ୍ପର୍କରେ ରିପୋର୍ଟିଂ କରୁଥିବା ଖବରଦାତାଙ୍କୁ ବିଭିନ୍ନ ସମୟରେ ଆକ୍ରମଣ କରାଯାଉଛି। ରାଜନୈତିକ ବାହୁଛାୟା ତଳେ ରହି ଅପରାଧୀମାନେ...

Advertisement
Archives

Model This Week