ବ୍ରାଣ୍ଡସକୁ ଜବାବ ଦେଲେ ମସ୍କ, ଏକ୍ସ ଉପରେ ହଜାରେ ଡଲାର ମାସକୁ ଦିନ ନାହିଁତ ଗୋଲ୍ଡ ଟିକ ଭୁଲି ଯାଅ

ଓ୍ବାଶିଂଟନ,୨୭।୭: ଟୁଇଟରରେ ଏକେ କୌଣସି ବ୍ରାଣ୍ଡକୁ ନିଜ ଆକାଉଣ୍ଟ ଉପରେ ଗୋଲ୍ଡ ଟିକ ପାଇଁ ଅତିକମରେ ୧୦୦୦ ଡଲାର ମନ୍ଥଲି ଫିଜ ଦେବାକୁ ପଡିବ। ଏଲନ ମସ୍କଙ୍କ ଲିଡରଶିପ ବାଲା ଟୁଇଟର ସ୍ପଷ୍ଟ କରିଛି ଯେ ଯଦି ବ୍ରାଣ୍ଡ ପ୍ରତି ମାସରେ ଏତିକି ସବସ୍କ୍ରିପଶନ ବ୍ରାଣ୍ଡସ ନ ଦେବେ ତେବେ ସେମାନଙ୍କୁ ଗୋଲ୍ଟ ଟିକକୁ ଭୁଲିଯିବାକୁ ପଡିବ। ଦ ଭର୍ଜର ରିପୋର୍ଟ ଅନୁଯାୟୀ, ଅଗଷ୍ଟ ୭ରୁ ଯେଉଁ ବିଜ୍ଞାପନ ଦାତାମାନେ ନିଶ୍ଚିତ ଖର୍ଚ୍ଚ ଲିମିଟ ପୁରଣ ନ କରିବେ, ସେମାନେ ନିଜର ଅଫିସିୟାଲ ବ୍ରାଣ୍ଡ ଆକାଉଣ୍ଟ ଭେରିଫିକେଶନ ହରାଇ ଦେବେ। ଆଇଏଏନଏସର ଖବର ଅନୁଯାୟୀ, ଖବର ସର୍ବ ପ୍ରଥମେ ଓ୍ବାଲ ଷ୍ଟ୍ରିଟ ଜର୍ନାଲ ପ୍ରକାଶ କରିଥିଲା।

ଖବର ଅନୁଯାୟୀ, ଖବର ସର୍ବ ପ୍ରଥମେ ଓ୍ବାଲ ଷ୍ଟ୍ରିଟ ଜର୍ନାଲ ପ୍ରକାଶ କରିଥିଲା।
ରିପୋର୍ଟ ଅନୁଯାୟୀ, ଗୋଲ୍ଡ ଚେକମାର୍କକୁ ବଜାୟ ରଖିବା ପାଇଁ ବ୍ରାଣ୍ଡଗୁଡିକ ଗତ ୩୦ ଦିନ ମଧ୍ୟରେ ବିଜ୍ଞାପନରେ ଅତି କମରେ ୧୦୦୦ ଡଲାର କିମ୍ବା ଗତ ୧୮୦ ଦିନରେ ୬,୦୦୦ ଡଲାର ଖର୍ଚ୍ଚ କରିଥିବା ଆବଶ୍ୟକ ଯାହା ଆକାଉଣ୍ଟ ଏକ ଯାଞ୍ଚ ହୋଇଥିବା ବ୍ରାଣ୍ଡରୁ ଆସିଛି। ମସ୍କ କହିଛନ୍ତି ଯେ ପ୍ଲାଟଫର୍ମରେ ଲକ୍ଷ ଲକ୍ଷ ଆକାଉଣ୍ଟ ସୃଷ୍ଟି କରୁଥିବା ସ୍କାମରଙ୍କ ସଂଖ୍ୟା ହ୍ରାସ କରିବାରେ ସାହାଯ୍ୟ କରିବା ପାଇଁ ଏକ ସାମାନ୍ୟ ଅଧିକ ଫି ପ୍ରୟୋଗ କରିବା ଏକ ପଦକ୍ଷେପ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

T20 ବିଶ୍ୱକପ୍‌ ୨୦୨୬: ନେଦରଲାଣ୍ଡ ବିପକ୍ଷରେ ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ଅହମ୍ମଦାବାଦ,୧୮।୨: ଟି-୨୦ ବିଶ୍ୱକପ୍‌ ୨୦୨୬ର ଗ୍ରୁପ୍‌-ଏ ମୁକାବିଲାରେ ଭାରତ ଓ ନେଦରଲାଣ୍ଡ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri