ସୌଭାଗ୍ୟ ଆଣେ ହାତୀ ପ୍ରତୀମା, ଘରେ ରଖନ୍ତୁ…

ଭଗବାନ ଗଣେଶଙ୍କର ଏକ ସ୍ବରୂପ ଭାବେ ହାତୀଙ୍କୁ ଅନେକେ ପୂଜା କରିଥାନ୍ତି। ବାସ୍ତୁଶାସ୍ତ୍ରରେ ବି କୁହାଯାଇଛି, ଘରେ ହାତୀର ପ୍ରତୀମା ରଖିବା ଦ୍ୱାରା ଅନେକ ଶୁଭଫଳ ମିଳିଥାଏ। ଯେମିତିକି * ହାତୀକୁ ଯଶ ଆଉ କୀର୍ତ୍ତିର ପ୍ରତୀକ ବୋଲି କୁହାଯାଇଥାଏ। ତେଣୁ ଯେଉଁ ବ୍ୟକ୍ତିଙ୍କର କ୍ୟାରିୟର୍‌ରେ କିଛି ଉନ୍ନତି ହେଉ ନଥାଏ, ସେମାନେ ନିଜ ଟେବୁଲ୍‌ ଉପରେ ଗୋଟିଏ ଗୋଡ଼ ଟିକେ ଆଗକୁ ଉଠିକି ଥିବା ହାତୀର ମୂର୍ତ୍ତି ରଖିବା ଦରକାର। ଏପରି କଲେ କ୍ରମେ ତାଙ୍କ ଭାଗ୍ୟରେ ପରିବର୍ତ୍ତନ ଆସିଥାଏ ବୋଲି ବିଶ୍ୱାସ କରାଯାଏ। * ହାତୀ ଏମିତି ଏକ ପ୍ରାଣୀ ଯିଏକି ତା’ର ଜୀବନକୁ ବେଶ୍‌ ବିନ୍ଦାସ୍‌ ଜିଇଁଥାଏ। ତେଣୁ ସୁଖମୟ ଜୀବନ ପାଇଁ ଘରେ ଉପରକୁ ଶୁଣ୍ଢ ଟେକି ରଖିଥିବା ହାତୀର ପ୍ରତୀମା ରଖିବା ଉପକାରୀ ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। * ଏକାଗ୍ରତା ବଢାଇବାରେ ବି ହାତୀର ପ୍ରତୀମା ଅନେକ ସାହାଯ୍ୟ କରିଥାଏ। ତେଣୁ ଛୁଆଙ୍କର ପଢା ଟେବୁଲ୍‌ ଉପରେ ହେଉ କିମ୍ବା ଯେଉଁମାନେ ସବୁବେଳେ ଦ୍ୱନ୍ଦ୍ୱ ଭିତରେ ରହିଥାନ୍ତି; ସେମାନଙ୍କର ପାଖାପାଖି ସ୍ଥାନରେ ଗୋଟିଏ ହାତୀର ପ୍ରତୀମା ରଖିଦିଅନ୍ତୁ। ଯେମିତି ବାରମ୍ବାର ସେମାନଙ୍କର ନଜର ଏହି ପ୍ରତୀମା ଉପରେ ପଡୁଥିବ। ଦେଖିବେ କିଛିଦିନ ପରେ ସେମାନଙ୍କ ଭିତରେ ଅନେକ ସକାରାତ୍ମକ ପରିବର୍ତ୍ତନ ଆସିଯିବ। * ହାତୀର ପ୍ରତୀମା ରଖିବା ପାଇଁ ଘରର ଉତ୍ତର ଦିଗ ସବୁଠୁ ଭଲ ବୋଲି ବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଉପକାରୀ ଗୁଡ଼

ଗୁଡ ଖାଇଲେ ତାହା ଶରୀରକୁ ଉଷ୍ଣ ରଖିଥାଏ। ଥଣ୍ଡା, କାଶ, କଫଜନିତ ସମସ୍ୟା ସହ ଜଡ଼ିତ କି ? ଯଦି ହଁ, ତେବେ ପ୍ରତିଦିନ ଅଳ୍ପ...

ରୋଜଗାର ତୁଳନାରେ ଖର୍ଚ୍ଚ ବଢ଼ୁଛି କି, ଜାଣନ୍ତୁ କ’ଣ କଲେ..

କେତେଥର ଏମିତି ହୋଇଥିବ, ଘରେ କୌଣସି ଜିନିଷର ଅଭାବ ନ ଥିବ, କିନ୍ତୁ କଳହ ସବୁବେଳେ ଲାଗି ରହୁଥିବ। ଏପରିକି ଘରର ଉନ୍ନତି ପଥରେ ବାରମ୍ବାର...

ଓଜନ ଆଉ ପେଟ କମାଇବ ଏହି ଯୋଗାସନ

ସୁସ୍ଥ ରହିବା ପାଇଁ ଯୋଗାସନ ଜରୁରୀ ଅଟେ। ଫଳକାସନ ଏମିତି ଏକ ଆସନ ଯାହା କରିବା ଦ୍ୱାରା ଓଜନ କମିବା ସହ ପେଟ କମିଥାଏ ବୋଲି...

ମୋଟାପଣ ସମସ୍ୟାରୁ ମୁକ୍ତି ପାଇବାକୁ ଚାହାନ୍ତି କି…ଏପରି କରନ୍ତୁ ମହୁର ବ୍ୟବହାର

ଆଧୁନିକ ଜୀବନଶୈଳୀ, ଅନିୟମିତ ଖାଦ୍ୟପେୟ ଯୋଗୁ ଅନେକେ ମୋଟାପଣ ବା ମେଦବହୁଳତାର ଶିକାର ହେଉଛନ୍ତି। ଏହି ସମସ୍ୟାରୁ ମୁକ୍ତି ପାଇବା ଲାଗି କେହି ଜିମ୍‌ ଯାଉଥିବା,...

ଶିଶୁର ମାଲିସ୍‌

ମାଲିସ୍‌ ଏମିତି ଶବ୍ଦଟିଏ, ଯାହାର ନାଁ ଶୁଣିଲା ମାତ୍ରେ ଯେମିତି ଆରାମରେ ନିଦ ଆସିଯାଏ। କେତେବେଳେ ଏହା ଥକାପଣ ଦୂର କରେ ତ ଆଉ କେତେବେଳେ...

ଗର୍ଭବତୀ ଓ କରୋନା ସତର୍କତା

ବର୍ତ୍ତମାନ ସମଗ୍ର ପୃଥିବୀବାସୀଙ୍କ ଚିନ୍ତାର କାରଣ ସାଜିଛି କରୋନା ଭାଇରସ୍‌। ସମସ୍ତଙ୍କ ଲାଗି ଏହି ରୋଗ ବିପଜ୍ଜନକ ହୋଇଥିଲେ ହେଁ ମଧୁମେହ ରୋଗୀ, ହୃଦ୍‌ରୋଗୀ, ଶ୍ୱାସରୋଗୀ,...

ଘରୋଇ ଉପାୟରେ ଦୂର କରନ୍ତୁ ଗ୍ୟାସ ସମସ୍ୟା

ବର୍ତ୍ତମାନର ଅତ୍ୟାଧୁନିକ ଜୀବନଶୈଳୀ ଓ ଖାଦ୍ୟପେୟ ଲାଗି ପ୍ରାୟ ସମସ୍ତଙ୍କଠାରେ ଗ୍ୟାସ୍‌ ସମସ୍ୟା ଦେଖାଯାଉଛି। ଏହି ସମସ୍ୟାରୁ ଛୋଟ ପିଲା ମଧ୍ୟ ବାଦ୍‌ ପଡ଼ୁ ନାହାନ୍ତି।...

ମଧୁମେହ ରୋଗୀଙ୍କ ପାଇଁ ବରଦାନ ସଦୃଶ ଏହି ପରିବା: ଏଭଳି କରନ୍ତୁ ସେବନ

ବର୍ତ୍ତମାନ ଜୀବନଶୈଳୀ ନେଇ ଡାଇବେଟିସ ବା ମଧୁମେହ ଏକ ସାଧାରଣ ରୋଗରେ ପରିଣତ ହେଲାଣି। ଫଳରେ ଏହି ରୋଗୀଙ୍କୁ ମିଠା ଜାତୀୟ ଖାଦ୍ୟ ଖାଇବାଠାରୁ ଦୂରେଇ...

Advertisement
Archives

Model This Week